ବଡ଼ ଯା’କୁ ହତ୍ୟା କରିଥିଲା ସାନ ଯା
ସାମାନ୍ୟ ଈର୍ଷା ଯୋଗୁ ବଡ଼ ଯା’କୁ ସାନ ଯାଆ ସୁପାରୀ କିଲର ମାଧ୍ୟମରେ ଅତି ଵୀଭତ୍ସ ଭାବେ ହତ୍ୟା କରିବା କେବେ ଶୁଣିଛନ୍ତି? ଏପରି ଘଟଣା ଘଟିଛି ଜୁନାଗଡ଼ରେ। ଏହି ଘଟଣାର ପର୍ଦ୍ଦାଫାସ କରିଛି କ୍ରାଇମବ୍ରାଞ୍ଚ। ଅଭିଯୁକ୍ତ ସାନ ଯା’ ସେତେବେଳେ ନାବାଳକ ଥିବା ଜଣେ ଯୁବକକୁ ସୁପାରୀ ଦେଇ ଘଟଣାକୁ…
