Odia News Portal
Browsing Tag

Gaon Sathi body Found in Pond

ଗାଁ ସାଥୀଙ୍କୁ ନିର୍ମମ ହତ୍ୟା: ଶାଶୂ-ଜ୍ୱାଇଁ ଗିରଫ

ସୁନ୍ଦରଗଡ଼: ଗାଁ ସାଥୀଙ୍କୁ ନିର୍ମମ ହତ୍ୟା ଘଟଣାର ପର୍ଦ୍ଦାଫାସ | ୨ ଜଣଙ୍କୁ ଗିରଫ କଲା ପୋଲିସ । ଏହି ଘଟଣାରେ ସୁନ୍ଦରଗଡ଼ ଟାଉନ୍ ଥାନା ପୁଲିସ୍ ଜଣେ ମହିଳା ଓ ତାଙ୍କ ଜ୍ୱାଇଁଙ୍କୁ ଗିରଫ କରିଛି। ସୁନ୍ଦରଗଡ଼ ଏସ୍‌ପି ସାଗରିକା ନାଥ ଏନେଇ ସୂଚନା ପ୍ରଦାନ କରିଛନ୍ତି ।ସୁନ୍ଦରଗଡ଼ର ଗାଁ ସାଥୀ…

କଟା ହାତ,ଗଣ୍ଡି ପରେ ମିଳିଲା କଟାମୁଣ୍ଡ

ସୁନ୍ଦରଗଡ: ପ୍ରଥମେ କଟା ହାତ, ଗଣ୍ଡି ପରେ ମିଳିଲା କଟା ମୁଣ୍ଡ ଓ କଟା ଗୋଡ । ସୁନ୍ଦରଗଡ ଟାଉନ ଥାନା କିରେଇ ପଞ୍ଚାୟତର ନିଖୋଜ ଗାଁ ସାଥି ରମେଶ ସିଂଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର । ବୁଧବାର ଠାରୁ ସେ ନିଖୋଜ ଥିଲେ । ତେବେ ପ୍ରଥମେ କଟାହାତ ଗତକାଲି ସନ୍ଧ୍ୟାରେ ଏକ ବିଲରୁ ମିଳିଥିଲା ।…