Odia News Portal
Browsing Tag

india-vs-south-africa

ଜୁନରେ ବାରବାଟୀରେ ଭାରତ- ଦକ୍ଷିଣ ଆଫ୍ରିକା ଟି-୨୦ ଲଢେଇ

ରାଜ୍ୟର କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର । ବାରବାଟୀରେ ପୁଣି ଫେରିବ ଆନ୍ତର୍ଜାତିକ କ୍ରିକେଟ । ଜୁନ ମାସରେ ବାରବାଟୀ ଆୟୋଜନ କରିବ ଭାରତ- ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ ।ଏ ନେଇ ଓସିଏ ପକ୍ଷରୁ ସୂଚନା ଦିଆଯାଇଛି । ଜୁନ ୯ ରୁ ୧୯ ତାରିଖ ପର୍ଯ୍ୟନ୍ତ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ…

ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜ୍ ରଦ୍ଦ

ନୂଆଦିଲ୍ଲୀ : ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ) ପାଇଁ ବିସିସିଆଇ ସବୁ କିଛି କରିବାକୁ ପ୍ରସ୍ତୁତ। କାରଣ ବାଜିରେ ଲାଗି ଯାଇଛି ବୋର୍ଡର ୨୫୦୦ କୋଟି ଟଙ୍କା। ଆଇପିଏଲର ବଳକା ମ୍ୟାଚ୍ ନହେଲେ ପୂରା  ଘାଟାରେ ପଡିଯିବ ବିସିସିଆଇ। ତେଣୁ ଯେମିତି ହେଉ ପଛେ ଆଇପିଏଲ ଆୟୋଜନ ପାଇଁ ବିସିସିଆଇ ଅଣ୍ଟା…

ମହାଷ୍ଟମୀରେ ଭାରତର ମହାବିଜୟ

ଆଜି ଦୁର୍ଗା ମହାଷ୍ଟମୀ ଚାଲିଛି। ଏହି ଅବସରରେ ଭାରତୀୟ କ୍ରିକେଟ୍ ଟିମର ବିଜୟ ହୋଇଛି । ବିଶାଖାପାଟଣାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଟେଷ୍ଟ ମ୍ୟାଚର ଆଜି ପଞ୍ଚମ ଦିନ ଥିବା ବେଳେ ଭାରତ ଅତିଥି ଦଳକୁ ୨୦୩ ରନ୍ରେ ହରାଇଛି। ଭାରତ ଦ୍ୱିତୀୟ ଇନିଂସ ଖେଳି ମୋଟ୍ ୩୯୫ ରନର ଟାର୍ଗେଟ ଦେଇଥିଲା…

ଭାରତ – ଦକ୍ଷିଣ ଆଫ୍ରିକା ମଧ୍ୟରେ ମ୍ୟାଚ ଜାରି

ଲଣ୍ଡନ() ଆଜି ଭାରତ ତାର ବିଶ୍ବକପ ଅଭିଯାନ ଆରମ୍ଭ କରିଛି । ପ୍ରଥମ ମ୍ୟାଚରେ ଭାରତର ମୁକାବିଲା ହେଉଛି ଦକ୍ଷିଣ ଆଫ୍ରିକା ସହ । ତେବେ ଟସ୍ ଜିତି ଦକ୍ଷିଣ ଆଫ୍ରିକା ବ୍ୟାଟିଂ ନିଷ୍ପତ୍ତି ନେଇଛି । ପୂର୍ବରୁ ଦକ୍ଷିଣ ଆଫ୍ରିକା ଖେଳିସାରିଥିବା ୨ଟି ମ୍ୟାଚ୍ରେ ପରାସ୍ତ ହୋଇଛି । ତେଣୁ ଭାରତ…

କାଲି ପାଇଁ ଆମେ ପ୍ରସ୍ତୁତ: ବିରାଟ

ଆସନ୍ତାକାଲି ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ମହାମୁକାବିଲା । ପ୍ରଥମ ମ୍ୟାଚରେ ଭାରତର ମୁକାବିଲା ହେବ ଦକ୍ଷିଣ ଆଫ୍ରିକା ସହ । ଦକ୍ଷିଣ ଆଫ୍ରିକା ବିଶ୍ବକପ୍ରେ ଏଯାଏଁ ଦୁଇଟି ମ୍ୟାଚ୍ ଖେଳି ଉଭୟ ଇଂଲଣ୍ଡ ଏବଂ ବାଂଲାଦେଶଠାରୁ ପରାଜିତ ହୋଇଛି । ଭାରତ ମ୍ୟାଚ ଦକ୍ଷିଣ ଆଫ୍ରିକା ପାଇଁ ଖୁବ…