Odia News Portal
Browsing Tag

karlapat wildlife sanctuary

ମାସେ ପର୍ଯ୍ୟନ୍ତ ସଜାଗ ପାଇଁଁ ତାଗିଦ୍,ଅଧିକାରୀ ନିଲମ୍ବିତ

କଳାହାଣ୍ଡି: କର୍ଲାପାଟ ଅଭୟାରଣ୍ୟରେ ହାତୀ ମଡ଼କ ଘଟଣାରେ କେନ୍ଦ୍ରୀୟ ଟିମ୍ ର ତାଗିଦ୍ । ମାସେ ପର୍ଯ୍ୟନ୍ତ ସଜାଗ ରହିବାକୁ ତାଗିଦ କରିଛନ୍ତି କେନ୍ଦ୍ରୀୟ ଟିମ୍ ।କେନ୍ଦ୍ରୀୟ ଟିମ୍ କର୍ଲାପାଟ ଯାଇ ସପ୍ତମ ହାତୀ ଓ ଦ୍ୱିତୀୟ ମୃତ ଗାଈକୁ ଠାବ କରିଥିଲେ । ହ୍ୟୁମରେଜିକ ସେଫଟିସେମିଆ ବା ସାହାଣ

କର୍ଲାପାଟରେ ହାତୀ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି

କଳାହାଣ୍ଡି: କର୍ଲାପାଟ ଅଭୟାରଣ୍ୟରେ ଥମୁନି ହାତୀ ମଡ଼କ | କର୍ଲାପାଟରେ ଏବେ ହାତୀ ମୃତ୍ୟୁ ସଂଖ୍ୟା ୭ କୁ ପହଞ୍ଚିଛି । ଶନିବାର ଘୁଷୁରୀଗୁଡି ନାଳ ନିକଟରୁ ଆଉ ଏକ ହାତୀ ଛୁଆର ମୃତ ଦେହ ଠାବ କରାଯାଇଛି। କର୍ଲାପାଟ ଅଭୟାରଣ୍ୟରେ ହାତୀ ମୃତ୍ୟୁ ଘଟଣାର କେନ୍ଦ୍ରୀୟ ଟିମ୍ ଅଭୟାରଣ୍ୟରେ ଅନୁଧ୍ୟାନ

ଗଜରାଜ ସୁରକ୍ଷା ପାଇଁ ୪ ଜଣିଆ କେନ୍ଦ୍ରୀୟ ଟିମ୍

କଳାହାଣ୍ଡି: କଳାହାଣ୍ଡି କର୍ଲାପାଟ ଅଭୟାରଣ୍ୟରେ ହାତୀ ମୃତ୍ୟୁ ଘଟଣାର ଅନୁଧ୍ୟାନ ପାଇଁ କେନ୍ଦ୍ରୀୟ ଟିମ୍ |କର୍ଲାପାଟ ଅଭୟାରଣ୍ୟରେ ୬ଟି ହାତୀ ମୃତ୍ୟୁ ଘଟଣାର ଅନୁଧ୍ୟାନ ନିମନ୍ତେ ୪ ଜଣିଆ କେନ୍ଦ୍ରୀୟ ଟିମ୍ ଆଜି କଳାହାଣ୍ଡିରେ ପହଞ୍ଚିବେ । ଟିମ୍ ରେ ଡଃ. କରିକାଲନ ମାଥେସ, ବୈଜ୍ଞାନିକ

ହାତୀ ମଡ଼କ: ୧୪ ଦିନରେ ୬ ହାତୀ ମୃତ

କଳାହାଣ୍ଡି: କର୍ଲାପାଟ ୧୪ ଦିନ ଭିତରେ ଆଖି ବୁଜିଲେଣି ୬ଟି ହାତୀ | କର୍ଲାପାଟ ଅଭୟାରଣ୍ୟରେ ଆଜି ଆଉ ଏକ ମାଇ ହାତୀର ମୃତ୍ୟୁ ହୋଇଛି । ଆଜି ଆଖି ବୁଜିଥିବା ହାତୀଟି ସେପ୍ଟିସେମିଆରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ସୂଚନା ମିଳିଛି । ଏଥିସହିତ ଗତ ୧୪ ଦିନ ଭିତରେ କର୍ଲାପାଟ ଜଙ୍ଗଲରେ

କର୍ଲାପାଟରେ ବିଲୋପ ହୋଇଯିବେ କି ହାତୀ ?

କଳାହାଣ୍ଡି: କର୍ଲାପାଟରେ ହାତୀ ମଡ଼କ | ୧୩ ଦିନ ମଧ୍ୟରେ ଆଖି ବୁଜିଲେଣି ୫ ହାତୀ | ପୂର୍ବରୁ ୪ ହାତୀଙ୍କ ମୃତ୍ୟୁ ହୋଇ ସାରିଥିବା ସମୟରେ ଆଉ ଏକ ହାତୀ ଅସୁସ୍ଥ ଥିଲା। ତେବେ ଆଜି ଆଉ ଏକ ହାତୀର ମୃତ୍ୟୁ ଘଟିଛି | ତେବେ ହାତୀଙ୍କ ମୃତ୍ୟୁ ହାମରେଜ୍ ସେପ୍ଟିସେମିଆ ରୋଗରେ ଆକ୍ରାନ୍ତ ହୋଇ ଘଟୁଥିବା

ହାତୀ ମୃତ୍ୟୁ କାରଣ ଖୋଜୁଛି ବିଶେଷଜ୍ଞ ଟିମ୍

କଳାହାଣ୍ଡି: କର୍ଲାପାଟରେ ହାତୀ ମୃତ୍ୟୁକୁ ନେଇ ବଢ଼ିଲାଣି ଚିନ୍ତା। ଗତ ୧୨ ଦିନ ମଧ୍ୟରେ ଏହି ଅଭୟାରଣ୍ୟରେ ୪ ମାଈ ହାତୀ ଆଖି ବୁଜି ସାରିଥିବା ବେଳେ ଆଉ ଏକ ହାତୀ ଅସୁସ୍ଥ ଅଛି। କାହିଁକି ଏହି ଅଭୟାରଣ୍ୟରେ ଗୋଟିଏ ପରେ ଗୋଟିଏ ହାତୀଙ୍କ ମୃତ୍ୟୁ ହେଉଛି, କାରଣ ଖୋଜିବାକୁ ଆଜି କର୍ଲାପାଟରେ