ଧୋନିଙ୍କୁ ଲତାଙ୍କ ନିବେଦନ
ମୁମ୍ବାଇ() କ୍ରିକେଟ୍ ପ୍ରେମୀ ଏବଂ ଧୋନି ପ୍ରଶଂସକ ହେଉଛନ୍ତି ସୁର ସାମ୍ରାଜ୍ଞୀ ଲତା ମଙ୍ଗେସ୍କର । ସେ ଧୋନିଙ୍କୁ ଅନୁରୋଧ କରିଛନ୍ତି ଏବେ କ୍ରିକେଟ୍ରୁ ଅବସର ନନେବା ପାଇଁ । ଟୁଇଟ୍ କରି ଲତା କହିଛନ୍ତି ଯେ ଦେଶକୁ ଆପଣଙ୍କ ଖେଳର ଆବଶ୍ୟକତା ରହିଛି । ତେଣୁ ଅବସର କଥା ଆପଣ ମନକୁ ଆଣନ୍ତୁ…
