Odia News Portal
Browsing Tag

Rahul Bose shocked over banana bill

୨ଟି କଦଳୀର ଦାମ୍ ୪୪୨

ଅଭିନେତା ରାହୁଲ ବୋଷ୍ ଏବେ ଚଣ୍ଡିଗଡ଼ରେ ଫିଲ୍ମ ଶୁଟିଂରେ ବ୍ୟସ୍ତ ଅଛନ୍ତି। ସେଠାରେ ଥିବା ପଞ୍ଚ ତାରକା ହୋଟେଲରେ ରହୁଛନ୍ତି। କିନ୍ତୁ ହୋଟେଲ୍ରେ ଗୋଟିଏ ବିଲ୍ ଦେଖି ସେ ଆଶ୍ଚର୍ୟ୍ୟ ହୋଇଯାଇଥିଲେ ରାହୁଲ । ରାହୁଲ ଏ ଭିଡିଓରେ କହିଛନ୍ତି, ‘କିଏ କହୁଛି ଯେ, ଫଳ ଆପଣଙ୍କ ଜୀବନ ପାଇଁ କ୍ଷତିକାରକ…