Odia News Portal
Browsing Tag

RD University Girl dead Body Found

ଝରାଫୁଲ ମୃତ୍ୟୁ: ସାମ୍ନାକୁ ଆସିଲା ନୂଆ ସିସିଟିଭି ଫୁଟେଜ

ଭୁବନେଶ୍ୱର: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ମୃତ୍ୟୁ ଘଟଣାରେ ସାମ୍ନାକୁ ଆସିଲା ଆଉ ଏକ ସିସିଟିଭି ଫୁଟେଜ । ଝରାଫୁଲଙ୍କ ବୟଫ୍ରେଣ୍ଡ କୁହାଯାଉଥିବା ରାକେଶ ସ୍ୱାଇଁକୁ ଗିରଫ କରାଯିବା ପରେ ମୃତ୍ୟୁ ରହସ୍ୟରୁ ଅନେକ ପରଦା ହଟିଥିଲେ ମଧ୍ୟ ଏପର୍ଯ୍ୟନ୍ତ ମୃତ୍ୟୁର ପ୍ରକୃତ କାରଣ…

ଆଉ ନ ଝଡୁ ଅଦିନେ ଝରାଫୁଲ…..

ଭୁବନେଶ୍ବର: ରମାଦେବୀ ଛାତ୍ରୀ ଝରାଫୁଲଙ୍କ ମୃତ୍ୟୁ ରହସ୍ୟ ଉପରୁ ସଠିକ୍ ଭାବେ ପରଦା ହଟି ନଥିବା ସମୟରେ ହତ୍ୟା ଅଭିଯୋଗରେ ଅଭିଯୁକ୍ତ ରାକେଶ ସ୍ୱାଇଁକୁ କୋର୍ଟ ଚାଲାଣ କରିଛି କୁଆଖିଆ ଥାନା ପୋଲିସ । ସହଯୋଗୀ କିଏ ଓ ମୃତ୍ୟୁ ପଛର କାରଣ କ’ଣ ଜାଣିବା ପାଇଁ ରାକେଶକୁ ୫ ଦିନିଆ ରିମାଣ୍ଡରେ…

ବିଚାର ବିଭାଗୀୟ ହାଜତରେ ରାକେଶ,୧ରେ ଶୁଣାଣି

ଭୁବନେଶ୍ୱର: ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ମୃତ୍ୟୁ ଘଟଣା । ଅଭିଯୁକ୍ତ ରାକେଶକୁ କୋର୍ଟଚାଲାଣ କଲା କୁଆଖିଆ ପୋଲିସ । ଯାଜପୁର ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ଅଭିଯୁକ୍ତ ହାଜର । ଅଭିଯୁକ୍ତ ବିରୋଧରେ ୩୦୨, ୨୦୧ ଓ ଏସସି/ଏସଟି ଆକ୍ଟ ଲାଗିଛି । ଅଭିଯୁକ୍ତକୁ ୫ ଦିନ ପାଇଁ ରିମାଣ୍ଡରେ…

ମୃତ୍ୟୁ ରହସ୍ୟ ଖୋଲିବ ବଏଫ୍ରେଣ୍ଡ୍

ଭୁବନେଶ୍ୱର: ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ଘଟଣାରେ ଗିରଫ ହେଲା ବଏଫ୍ରେଣ୍ଡ୍ ରାକେଶ ସ୍ୱାଇଁ । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ପୋଲିସ ମୃତ ଝରାଫୁଲଙ୍କ ବଏଫ୍ରେଣ୍ଡ୍ ରାକେଶ ସ୍ୱାଇଁଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ଗିରଫ କରିଛି ।ତେବେ ଗିରଫ ପରେ ରାକେଶକୁ ଏୟାର ଫିଲ୍ଡ ପୋଲିସ…

ଝରାଫୁଲ ମର୍ଡର ମିଷ୍ଟ୍ରି: ୨ ଅଭିଯୁକ୍ତ ଚିହ୍ନଟ

ଯାଜପୁର: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକଙ୍କୁ ହତ୍ୟା ଘଟଣାରେ ୨ ଅଭିଯୁକ୍ତ ଚିହ୍ନଟ । ୨ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି କୁଆଖିଆ ପୁଲିସ୍‌ | ଗତକାଲି ଘଟିଥିବା ଏହି ହତ୍ୟା ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ୨ ଯୁବକ ଏକ ସ୍କୁଟରରେ ମୃତଦେହ ଆଣି ଫିଙ୍ଗିଥିବା…

ରହସ୍ୟ ଘେରରେ ଝରାଫୁଲଙ୍କ ମୃତ୍ୟୁ

ଯାଜପୁର: ରାସ୍ତା କଡ଼ରୁ ମିଳିଲା ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଛାତ୍ରୀଙ୍କ ମୃତଦେହ | ରାଜଧାନୀର ଛାତ୍ରୀଙ୍କୁ ହତ୍ୟାକରି ଯାଜପୁର ଜିଲ୍ଲାରେ ଫିଙ୍ଗିଲେ ଦୁଇ ଯୁବକ। ଆଜି ଏହିପରି ଏକ ଲୋମହର୍ଷକ ଘଟଣା ଯାଜପୁର ଜିଲ୍ଲାରୁ ଆସିଛି। ଯାହା ସିସିଟିଭିରେ କଏଦ ହୋଇଛି। ସିସିଟିଭି ଫୁଟେଜ୍‌ରେ ଦୁଇ…