Odia News Portal
Browsing Tag

Sambalpur news

ନିୟମ ଭାଙ୍ଗି ୧୦ ହଜାର ଗଣିଲେ

ସମ୍ବଲପୁର : ଏକ ବିବାହ ଉତ୍ସବ ପାଇଁ ସ୍ଥାନୀୟ ପ୍ରଶାସନଠାରୁ ଅନୁମତି ଆଣାଯାଇଥିଲା। ହେଲେ ପ୍ରଶାସନ କୋଭିଡ ଗାଇଡଲାଇନ ଅନୁଯାୟୀ, ବିବାହ ଉତ୍ସବରେ ୫୦ ଜଣଙ୍କୁ ଏକାଠି ହେବାକୁ ଅନୁମତି ଦେଇଥିଲା। କିନ୍ତୁ ଉକ୍ତ ପରିବାର ଏହି ନିୟମକୁ ଖାତିର କରିନଥିଲେ। ବିବାହ ଉତ୍ସବକୁ ୫୦ରୁ ଅଧିକ…