Odia News Portal

ଆଜିଠୁ ଶ୍ରୀଲଙ୍କାରେ ୧୦ ଘଣ୍ଟିଆ ବିଦ୍ୟୁତ କାଟ୍; ଘୋଷଣା କଲା ବିଦ୍ୟୁତ ବିଭାଗ

ଶ୍ରୀଲଙ୍କାରେ ଦୈନିକ ୧୦ ଘଣ୍ଟା ବିଦ୍ୟୁତ କାଟ । ଆଜିଠୁ ଶ୍ରୀଲଙ୍କାରେ ୧୦ ଘଣ୍ଟିଆ ବିଦ୍ୟୁତ କାଟ ହେବା ନେଇ ଘୋଷଣା କରିଛି ବିଦ୍ୟୁତ ବିଭାଗ। ମାର୍ଚ୍ଚ ପ୍ରଥମ ସପ୍ତାହରେ ଦୈନିକ ୭ ଘଣ୍ଟା ପାଇଁ ବିଦ୍ୟୁତ କାଟ କରିବାକୁ ଘୋଷଣା କରିଥିଲା ଶ୍ରୀଲଙ୍କା ସରକାର। ଏବେ ଏହା ଦୈନିକ ୧୦ ଘଣ୍ଟାକୁ…

କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବଢିଲା

କେନ୍ଦ୍ରୀୟ କର୍ମଚାରୀଙ୍କ ୩ ପ୍ରତିଶତ ଡିଏ ବୃଦ୍ଧିକୁ କ୍ୟାବିନେଟ ମଞ୍ଜୁରୀ । ପେନସନଭୋଗୀଙ୍କ ଡିଆର ମଧ୍ୟ ୩ ପ୍ରତିଶତ ବୃଦ୍ଧି କଲେ ସରକାର । ବର୍ଦ୍ଧିତ ୩ ପ୍ରତିଶତ ଡିଏ ଅତିରିକ୍ତ ଇନଷ୍ଟାଲମେଣ୍ଟରେ ଦେବାକୁ ନିର୍ଦ୍ଦେଶ । ୨୦୨୨ ଜାନୁଆରୀ ୧ରୁ ପିଛିଲା ଭାବେ ଦେବାକୁ ନିର୍ଦ୍ଦେଶ । ୪୭.୬୮…

ଆସିଲା ମାନସଙ୍କ ପୋଷ୍ଟମର୍ଟମ ରିପୋର୍ଟ

ଆସିଲା କ୍ୟାମେରାମ୍ୟାନ ମାନସ ସ୍ୱାଇଁଙ୍କ ପୋଷ୍ଟମର୍ଟମ ରିପୋର୍ଟ । ମାନସଙ୍କୁ ଲମ୍ବା ସମୟ ଧରି ଭୋକିଲା ରଖାଯାଇଥିଲା । ଶାରୀରିକ ନିର୍ଯ୍ୟାତନା ଦିଆଯାଇଥିଲା । ଲୁହା ରଡରେ ମାଡ ମରାଯାଇଥିଲା । ମାନସଙ୍କ ତିନିଟି ପିଞ୍ଜରା ହାଡ ଭାଙ୍ଗିଯାଇଥିବା ପୋଷ୍ଟମର୍ଟମ ରିପୋର୍ଟରେ ଉଲ୍ଲେଖ ରହିଛି ।…

ଶ୍ରୀନଗରରେ ଏନକାଉଣ୍ଟର, ଦୁଇ ଆତଙ୍କୀ ନିହତ

ଆଜି ଶ୍ରୀନଗରର ରାଇନାୱାରୀ ଅଞ୍ଚଳରେ ଘଟିଥିବା ଏକ ଏନକାଉଣ୍ଟରରେ ଦୁଇଜଣ ଲଶ୍କର-ଇ-ତାଇବା / ରେଜିଷ୍ଟାନ୍ସ ଫ୍ରଣ୍ଟର ଆତଙ୍କବାଦୀ ନିହତ ହୋଇଛନ୍ତି। କାଶ୍ମୀରର ଇନ୍ସପେକ୍ଟର ଜେନେରାଲ୍ କହିଛନ୍ତି ଯେ ଏହି ଦୁଇ ଆତଙ୍କବାଦୀ ସାଧାରଣ ନାଗରିକଙ୍କ ହତ୍ୟା ସମେତ ଅନେକ ଆତଙ୍କବାଦୀ କାର୍ଯ୍ୟକଳାପରେ…

କ୍ୟାମେରାମ୍ୟାନ୍‌ ହତ୍ୟା ଘଟଣା:ଅଭିଯୁକ୍ତଙ୍କ ଠାରୁ ସତ ବାହାର କରୁଛି କ୍ରାଇମବ୍ରାଞ୍ଚ

ଖୋଲୁଛି କ୍ୟାମେରମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟାକାଣ୍ଡର ଗୁମର। ଗୋଟିଏ ପରେ ଗୋଟେି ସତ ଉଗାଳିବା ଆରମ୍ଭ କରିଛନ୍ତି ଅଭିଯୁକ୍ତ। ପ୍ରଥମ ଦିନରେ ୭ଘଣ୍ଟାର ମାରାଥନ୍‌ ଜେରା କରିଥିଲା କ୍ରାଇମବ୍ରାଞ୍ଚ। ଶର୍ମିଷ୍ଠା ସମେତ ୪ ଅଭିଯୁକ୍ତ ଙ୍କୁ ଜେରା କରିବା ପାଇଁ ୧୬ ଜଣଙ୍କୁ ନେଇ ଗଠିତ ହୋଇଛି ୪ଟି…

ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ଆଉ ୧୦ ଦିନ

ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପ୍ରସିଦ୍ଧ ରୁକୁଣା ରଥଯାତ୍ରାକୁ ଆଉ ମାତ୍ର ୧୦ ଦିନ ବାକି ଅଛି । ଏବେ ରଥ ମହାଖଳାରେ ରଥ କାମ ବି ଠିକଣା ଭାବେ ଜାରି ରହିଛି । ରଥର ସବୁଠାରୁ ସିଂହଭାଗ କାମ ହେଲା ଚକ ନିର୍ମାଣ । ଯାହା ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଛି । ଚାରିଟି ଯାକ ଚକରେ ବଦଳିଆ, ପଇ ଓ ଅର…

ରାଜ୍ୟର ୫ ମହାନଗର ବସ୍ତି ବାସିନ୍ଦାଙ୍କୁ ମିଳିବ ଜମି ଅଧିକାର

ବିଧାନସଭାରେ ପାରିତ ହୋଇଛି ପୌର ବିଲ୍‌ । ମହାନଗର ନିଗମ ଅଧିନିୟମ 2003 ସଂଶୋଧନ ପରେ ସହରାଞ୍ଚଳର ବସ୍ତି ବାସିନ୍ଦାଙ୍କୁ ମିଳିବ ଜମି ଅଧିକାର ।ପୌର ବିଲ୍‌ ଯୋଗୁଁ 5ଟି ମହାନଗର ଅଞ୍ଚଳରେ ବସବାସ କରୁଥିବା ପ୍ରାୟ 2 ଲକ୍ଷ 40 ହଜାର ବସ୍ତିବାସିନ୍ଦା ପରିବାରକୁ ମିଳିବ ଏହି ସୁବିଧା ।…

ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ

୫୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡିଲେ ସହକାରୀ ନିର୍ବାହୀ ଯନ୍ତ୍ରୀ । ତାଳଚେର RWSS ସହକାରୀ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ କୁମାର ସାହୁ । କଣିହାଁ ଅଞ୍ଚଳର ଜଣେ ଠିକାଦାରଙ୍କର ବକେୟା ବିଲ୍‌ ପାସ୍‌ କରାଇ ଦେବାକୁ କହି ନେଉଥିଲେ ଲାଞ୍ଚ । ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଯାଞ୍ଚ କରୁଛି…

ନେହରୁ ସଂଗ୍ରହାଳୟ ନାମ ବଦଳି ହେଲା ପ୍ରଧାନମନ୍ତ୍ରୀ ମ୍ୟୁଜିୟମ, ଉଦଘାଟନ କରିବେ ମୋଦି

ବଦଳିବ ନେହେରୁ ସଂଗ୍ରହାଳୟ ନାଁ । ଏ ନେଇ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ନେହରୁ ସଂଗ୍ରହାଳୟ ନାମକୁ ପରିବର୍ତ୍ତନ କରାଯାଇ ପ୍ରଧାନମନ୍ତ୍ରୀ ମ୍ୟୁଜିୟମ ରଖାଯିବ । ଯେଉଁଥିରେ ଦେଶର ୧୪ ଜଣ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ମୃତି ସାଇତାଯିବ । ଏପ୍ରିଲ ୧୪ ତାରିଖରେ ମ୍ୟୁଜିୟମକୁ…

ଶ୍ରୀମନ୍ଦିରକୁ ନେଇ ବିଧାନସଭାରେ ବିବୃତ୍ତି ରଖିଲେ ମନ୍ତ୍ରୀ

ଶ୍ରୀମନ୍ଦିରକୁ ନେଇ ବିଧାନସଭାରେ ଉତ୍ତର ରଖିଲେ ମନ୍ତ୍ରୀ । ଶ୍ରୀମନ୍ଦିର ପ୍ରତି ଯେଉଁ ବିପଦ ଆଶଙ୍କା କରାଯାଉଛି ସେମିତି କିଛି ବିପଦ ନାହିଁ । ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଚାଲିଛି । ମନ୍ଦିରକୁ ନେଇ କୌଣସି ବିପଦ ନାହିଁ । ମର୍ଚ୍ଚ ୩୧ ତାରିଖରେ ବିଧାନସଭାର ଯେଉଁ  ବିଭିନ୍ନ କମିଟି ଗଠନ ହେବ…