ରାଜ୍ୟରେ ଆଉ ୬୭ ନୂଆ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ
ରାଜ୍ୟରେ ଆତଙ୍କ ବଢାଉଛି ଓମିକ୍ରନ । ରାଜ୍ୟରେ ବଢୁଛି ଓମିକ୍ରନ୍ କେସ୍ । ଆଉ ୬୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ କେହି ବିଦେଶ ଫେରନ୍ତା ନାହାନ୍ତି । ଜିନ୍ମ ସିକ୍ୱେଏନ୍ସିଂ ପରେ ଓମିକ୍ରନ ଚିହ୍ନଟ ନେଇ ଆଇଏଲଏସ ପକ୍ଷରୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ଅବଗତ କରାଯାଇଛି।!-->…
