୧୦ ଦିନର ମହଲତ ଦେଲା ସେସୁ
ଭୁବନେଶ୍ୱର() ୧୦ ଦିନ ପାଇଁ ବିଦ୍ୟୁତ୍ ଦେୟ ଖିଲାପକାରୀଙ୍କୁ ଦେୟ ପୈଠ ପାଇଁ ମହତଲ ଦେଲା ସେସୁ। ଆସନ୍ତା ୧୬ ତାରିଖ ପର୍ୟ୍ୟନ୍ତ ଖିଲାପକାରୀଙ୍କ ବିଦ୍ୟୁତ୍ କାଟ ହେବନି। ଏହି ସମୟ ମଧ୍ୟରେ ଦେୟ ପୈଠ ନକଲେ ପୁଣି ବିଦ୍ୟୁତ୍ କାଟ ହେବ ବୋଲି ସେସୁ ସିଇଓ ଅରୁଣ ବୋଥ୍ରା କହିଛନ୍ତି।
ବୋଥ୍ରା…
