Odia News Portal

ମନୋଜ ଜେନା ହତ୍ୟା ମାମଲାରେ ଆଉ ୫ ଗିରଫ

ବ୍ରହ୍ମପୁର()  କଂଗ୍ରେସ ନେତା ମନୋଜ ଜେନା ହତ୍ୟା ଘଟଣାରେ ୫ ଗିରଫ ।କଂଗ୍ରେସ ନେତା ମନୋଜ ଜେନା ହତ୍ୟା ଘଟଣାରେ ଆଉ ୫ ଜଣ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି ପୁଲିସ୍। ସେମାନଙ୍କ ନିକଟରୁ ୩ଟି ବାଇକ୍, ୨ଟି ମାଉଜର ଓ ହତ୍ୟାରେ ବ୍ୟବହୃତ ୨ଟି ଛୁରୀ ପୁଲିସ୍ ଜବତ କରିଛି। ଅନ୍ୟପକ୍ଷରେ ଏହି…

ଶ୍ରୀନଗରରେ ସୁରକ୍ଷା କର୍ମୀଙ୍କ ଉପରକୁ ଢେଲା ପଥର ମାଡ଼

ଜମ୍ମୁ କାଶ୍ମୀର ()   ଇଦ୍ ପାଳିତ ହେଉଥିବା ବେଳେ ଜମ୍ମୁ କାଶ୍ମୀରରେ ଦେଖିବାକୁ ମିଳିଛି ହିଂସା । ଶ୍ରୀନଗର ସ୍ଥିତ ଜମିଆ ମସ୍ଜିଦ୍ରେ ସୁରକ୍ଷା କର୍ମୀଙ୍କ ଉପରକୁ ଢେଲା ପଥର ମାଡ଼ କରିଛନ୍ତି ବିଶୃଙ୍ଖଳାକାରୀ । ଏଥିସହ ଆତଙ୍କବାଦୀ ଜାକିର ମୁସା ଏବଂ ୟୁଏନ୍ ସ୍ୱୀକୃତ ମାସୁଦ ଆଝରର ଫଟୋ ଥିବା…

ସଚିବାଳୟର ଭିଡିଓ କନଫରେନ୍ସିଂ ସ୍କ୍ରିନ୍‌ରେ ଚାଲିଲା ଅଶ୍ଳୀଳ ଭିଡିଓ , ଜାଣନ୍ତୁ କେଉଁଠି …

ଜୟପୁର()  ସଚିବାଳୟରେ ସୋମବାର ଦିନ ଖାଦ୍ୟ ଏବଂ ଯୋଗାଣ ବିଭାଗ ସଚିବ ମୁଗ୍ଧା ସିହ୍ନା ବିଭାଗୀୟ ଅଧିକାରୀଙ୍କ ସହ ବୈଠକ କରୁଥିଲେ ।ବୈଠକରେ ପାଓ୍ବାର ପଏଣ୍ଟ ପ୍ରେଜେଣ୍ଟେସନ ଚାଲିଥିଲା । ରାଜ୍ୟର ସମସ୍ତ ଅଧିକାରୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବୈଠକରେ ସାମିଲ ଥିଲେ ଏବଂ ଆଲୋଚନା ମଧ୍ୟ…

ଆଜିଠାରୁ ଝାରୁସୁଗୁଡା –ଭୁବନେଶ୍ୱର ବିମାନ ସେବା ଆରମ୍ଭ

ଝାରସୁଗୁଡା()  ଭୁବନେଶ୍ୱରୁ ବିମାନ ଉଡାଣ ଭରି ଝାରସୁଗୁଡାରେ ପହଚିଂଥିଲା । ପୁଣି ଝାରସୁଗଡାରୁ ଭୂବନେଶ୍ୱର ଫେରିଥିଲା ଏଟିଆର ୭୨ ବିମାନ । ଉଡାନ-୩ ଯୋଜନା ଆଜିଠାରୁ ନିୟମିତ ଉଡାଣ ହେବ । ସେହିପରି ଝାରୁସୁଗୁଡା- ରାୟପୁର ମଧ୍ୟରେ ବିମାନସେବା ଆରମ୍ଭ ହେବ । ଏହି ଦୁଇ ସ୍ଥାନକୁ ଉଡାଣ ଅନୁମତି…

କାଲି ପାଇଁ ଆମେ ପ୍ରସ୍ତୁତ: ବିରାଟ

ଆସନ୍ତାକାଲି ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ମହାମୁକାବିଲା । ପ୍ରଥମ ମ୍ୟାଚରେ ଭାରତର ମୁକାବିଲା ହେବ ଦକ୍ଷିଣ ଆଫ୍ରିକା ସହ । ଦକ୍ଷିଣ ଆଫ୍ରିକା ବିଶ୍ବକପ୍ରେ ଏଯାଏଁ ଦୁଇଟି ମ୍ୟାଚ୍ ଖେଳି ଉଭୟ ଇଂଲଣ୍ଡ ଏବଂ ବାଂଲାଦେଶଠାରୁ ପରାଜିତ ହୋଇଛି । ଭାରତ ମ୍ୟାଚ ଦକ୍ଷିଣ ଆଫ୍ରିକା ପାଇଁ ଖୁବ…

ଏଥର ପ୍ରତି ମାସ 7ରେ ମନ୍ତ୍ରୀମାନେ ଦେବେ ରିପୋର୍ଟ

ଭୁବନେଶ୍ବର () ପଞ୍ଚମ ପାଳିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶାସନକୁ ପୂର୍ବ ଅପେକ୍ଷା ଅଧିକ କ୍ରିୟାଶିଳ ଓ ସକ୍ରିୟ କରିଛନ୍ତି । ନିର୍ବାଚନ ସମୟରେ ଦଳୀୟ ଇସ୍ତାହାରର କାର୍ଯ୍ୟକାରିତାକୁ କେବଳ ବର୍ଷକୁ ଥରେ ସମୀକ୍ଷା ହେବନି । ପ୍ରତି ମାସରେ ହେବ ସମୀକ୍ଷା । ପ୍ରତି ମାସ 7 ତାରିଖ…

ଭାରତୀୟ ପାଣିପାଗ ବିଭାଗର ନୂଆ ମୁଖ୍ୟ ହେଲେ ମୃତ୍ୟୁଞ୍ଜୟ

ଭୁବନେଶ୍ବର()  ଭାରତୀୟ ପାଣିପାଗ ବିଭାଗର ନୂଆ ମହାନିର୍ଦ୍ଦେଶକ ।ଭାରତୀୟ ପାଣିପାଗ ବିଭାଗର ନୂଆ ମୁଖ୍ୟ ଭାବେ ନିଯୁକ୍ତି ପାଇଛନ୍ତି ମୃତ୍ୟୁଞ୍ଜୟ ମହାପାତ୍ର । ମୃତ୍ୟୁଞ୍ଜୟ ପୂର୍ବରୁ ଆଇଏମଡିର ବାତ୍ୟା ବିଭାଗର ମୁଖ୍ୟ ଭାବେ କାର୍ୟ୍ୟ କରୁଥିଲେ । କିନ୍ତୁ ଏବେ ତାଙ୍କୁ ଭାରତୀୟ ପାଣିପାଗ ବିଭାଗର…

‘ଇସ୍ରୋ’ ଖୋଜୁଛି ନିଖୋଜ ବିମାନ

ନୂଆଦିଲ୍ଲୀ()  ନିଖୋଜ ହୋଇଯାଇଥିବା ବାୟୁସେନା ଏଏନ୍-୩୨ ବିମାନକୁ ନେଇ ସସପେନ୍ସ ଜାରି ରହିଛି। ବିମାନଟିକୁ ଠାବ କରିବା ପାଇଁ ଗତକାଲିଠାରୁ ଉଭୟ ସ୍ଥଳସେନା ଓ ବାୟୁସେନାର ଏକାଧିକ ବିମାନ, ହେଲିକପ୍ଟର ଓ ଯବାନ ନିୟୋଜିତ ହୋଇଥିଲେ ହେଁ ଏହାର କୌଣସି ପତ୍ତା ମିଳିନାହିଁ। ଆଜି ନିଖୋଜ ବିମାନର…

ଆୟୁଷ୍ମାନ ଯୋଜନାରେ ସାମିଲ ହେବା ପାଇଁ ରାଜ୍ୟକୁ ପ୍ରସ୍ତାବ

କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନାର କାର୍ୟ୍ୟକାରିତା ନେଇ ଆଜି ସଚିବାଳୟରେ ଆଲୋଚନା ହୋଇଛି। ସଚିବାଳୟରେ ଆୟୁଷ୍ମାନ ଭାରତ ସିଇଓଙ୍କ ସହ ବୈଠକ ବସିଥିଲା । ବୈଠକ ପରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି କି, ପ୍ରାଥମିକ ସ୍ତରରେ ଆଲୋଚନା ହୋଇଛି । ଏଭଳି ଯୋଜନା ନେଇ ଆହୁରି ୨…

୨୦ରୁ ରାଜ୍ୟସଭା ଅଧିବେଶନ

୨୦ରୁ ଆରମ୍ଭ ହେବ ରାଜ୍ୟସଭା ଅଧିବେଶନ । ଏହା ଜୁଲାଇ ୨୬ ତାରିଖ ଯାଏ ଚାଲିବ । ଏଥିପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମନ କରିଛନ୍ତି । ସେହିପରି ଆସନ୍ତା ୧୭ ତାରିଖରୁ ଲୋକସଭା ଅଧିବେଶନ ଆରମ୍ଭ ହେବ । ପ୍ରଥମ ଦୁଇ ଦିନ ନବନିର୍ବାଚିତ ସାଂସଦମାନେ ଶପଥ ନେବେ । ଆସନ୍ତା ଜୁନ ୧୯ରେ ନୂଆ…