Odia News Portal

ଭୁବନେଶ୍ୱରରେ ଏକ ବାର୍‌ରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ୱରରେ ଏକ ବାର୍‌ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ସହିଦନଗର ଅଞ୍ଚଳରେ ଥିବା ଭବାନୀ ମଲ୍ ନିକଟରେ ଥିବା ଏହି ବାର୍‌ରେ ଆଜି ଅପରାହ୍ଣରେ ନିଆଁ ଲାଗି ଯାଇଥିବା ସୂଚନା ମିଳିଛି।ସର୍ଟ ସର୍କିଟରୁ ବାର୍‌ରେ ନିଆଁ ଲାଗିଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ଅଗ୍ନିଶମ

ଗରମ ଓ ଗୁଳୁଗୁଳିର ଆଉ ଗୋଟିଏ ଦିନ

ଆଜି ମଧ୍ୟ ରାଜ୍ୟରେ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି। ଆଜି ଦିନ ୧୧ଟା ୩୦ ମିନିଟ ସୁଦ୍ଧା ସମ୍ବଲପୁର ଓ ଝାରସୁଗୁଡ଼ା ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି। ଏହି ଦୁଇ ସହରରେ ତାପମାତ୍ରା ଥିଲା ୪୨ ଦଶମିକ ୬ ଡିଗ୍ରୀ ସେଲସିୟସ। ରାଜଧାନୀ ଭୁବନେଶ୍ୱରରେ ୩୯.୮ ଡିଗ୍ରୀ ତାପମାତ୍ରା ସହ

ପୁଣେର ଗଙ୍ଗାଧାମରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ବହୁ ଗୋଦାମ

ପୁଣେ ଅନ୍ତର୍ଗତ ଗଙ୍ଗାଧାମରେ ଏକ ଗୋଦାମରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡ ଘଟିବା ପରେ ଏହାକୁ ଆୟତ୍ତ କରିବା ଲାଗି ୨୨ଟି ଅଗ୍ନିଶମ ଗାଡି ନିୟୋଜିତ ହୋଇଥିଲା । ଅଗ୍ନିକାଣ୍ଡରେ ୨୦ରୁ ୨୫ଟି ଛୋଟବଡ ଗୋଦାମ ପାଉଁଶ ହୋଇଯାଇଛି । ସେପଟେ ମୁମ୍ବାଇ ନରିମାନ ପଏଣ୍ଟସ୍ଥିତ

କଟକରେ ବଡ଼ ଧରଣର ସାଇବର ଠକେଇ

କଟକରେ ବଡ଼ ଧରଣର ସାଇବର ଠକେଇ । ଜଣେ ସରକାରୀ ଅବସରପ୍ରାପ୍ତ ଅଧିକାରୀଙ୍କଠାରୁ ଠକିନେଲେ ୨୦ ଲକ୍ଷରୁ ଅଧିକ ଟଙ୍କା । ଜଣେ ବିଦେଶୀ ଯୁବତୀ ସରକାରୀ ଅବସରପ୍ରାପ୍ତ ଅଧିକାରୀଙ୍କଠାରୁ ୨୦ ଲକ୍ଷ ୬୧ ହଜାର ଠକିଛନ୍ତି । ଠକାମିର ଶିକାର ହେବା ପରେ ସରକାରୀ ଅଧିକାରୀ ଜଣକ ସାଇବର ଥାନାରେ ଅଭିଯୋଗ

୯୨%ପ୍ରତିଶତ ମାର୍କ ରଖି ନିଟ୍ ରେ ସଫଳତା ଆଣିଲେ ରାଜକନିକାର ଝିଅ ସ୍ୱାତିରେଖା

ଦୃଢ଼ ଇଚ୍ଛାଶକ୍ତି ଥିଲେ ଯେତେ ବାଧାବିଘ୍ନ ଆସିଲେ ମଧ୍ୟ ଲକ୍ଷ୍ୟ ପଥରେ ପହଞ୍ଚିବା ସମ୍ଭବ ହୋଇଥାଏ । ଯାହା ସମ୍ଭବ କରି ଦେଖାଛନ୍ତି ସ୍ୱାତିରେଖା । ଚଳିତବର୍ଷ NEET ପରୀକ୍ଷାରେ ୯୨%ପ୍ରତିଶତ ମାର୍କରଖି ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକ ଇଚ୍ଛାପୁର

୧ ହଜାର କୋଟି ଟପିଲା ବିରାଟ କୋହଲିଙ୍କ ସମ୍ପତ୍ତି

ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ବିରାଟ କୋହଲଲି ଏବେ ବିଶ୍ୱର ଲୋକପ୍ରୀୟ ଖେଳାଳୀଙ୍କ ମଧ୍ୟରେ ଅନ୍ୟତମ । ଏହାସହ ରୋଜଗାର ମାମଲାରେ ବି ଏବେ ସମୟରେ ସେ ଅନ୍ୟ ଖେଳାଳୀଙ୍କ ତୁଳନାରେ ଆଗରେ ରହିଛନ୍ତି । ବିରାଟ କୋହଲିଙ୍କ ମୋଟ ସମ୍ପତ୍ତି ୧ହଜାର କୋଟି ପାର ହୋଇଛି । ଷ୍ଟକ ଗ୍ରୋ

ରଥଯାତ୍ରା ଲାଗି ପୁରୀରେ ଟ୍ରାଫିକ୍ ମାର୍ଗଦର୍ଶିକା ଜାରି

ଆସନ୍ତା ମଙ୍ଗଳବାର ଦିନ ପୁରୀରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ। ଏହାକୁ ଆଖି ଆଗରେ ରଖି ପୁରୀରେ ଟ୍ରାଫିକ୍ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ଲାଗି ଭକ୍ତଙ୍କ ଉଦ୍ଦେଶ୍ୟରେ ମାର୍ଗଦର୍ଶିକା ଜାରି ହୋଇଛି। ଏନେଇ ଆଜି ପୁରୀଠାରେ ଅତିରିକ୍ତ ଡିଜି ଅମିତାଭ ଠାକୁର ଏକ ସାମ୍ବାଦିକ ସମ୍ମିଳନୀରେ

ବାହାନଗା ରେଳ ଦୁର୍ଘଟଣା: ଏସସିବିରେ ପଶ୍ଚିମବଙ୍ଗର ଜଣେ ଆହତଙ୍କ ମୃତ୍ୟୁ, ମୃତକଙ୍କ ସଂଖ୍ୟା ୨୯୨କୁ ବୃଦ୍ଧି

ବାହାନଗା ରେଳ ଦୁର୍ଘଟଣାରେ ଆହତ ହୋଇ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଥିବା ରବିବାର ଦିନ ପୁଣି ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି ପଲତୁ ନସ୍କାର। ତାଙ୍କ ଘର ପଶ୍ଚିମବଙ୍ଗ ଅଞ୍ଚଳରେ। ସେ ସେଣ୍ଟ୍ରାଲ ଆଇସିୟୁ ବେଡ୍ ନଂ ୧୪ରେ ଚିକିତ୍ସିତ ହେଉଥିଲେ। ଏହାକୁ ମିଶାଇ ଏସିବି

ଶିମିଳିପାଳ ଅଭୟାରଣ୍ୟରେ ବନ କର୍ମଚାରୀଙ୍କୁ ହତ୍ୟା: ୨ ଅଭିଯୁକ୍ତ ଚିହ୍ନଟ

ଶିମିଳିପାଳ ଅଭୟାରଣ୍ୟରେ ବନ କର୍ମଚାରୀଙ୍କୁ ଗୁଳି କରି ହତ୍ୟା ଘଟଣାରେ ୧୦ ଜଣଙ୍କୁ ଠାକୁରମୁଣ୍ଡା ଥାନାରେ ଅଟକ ରଖାଯାଇଥିବାର ଖବର ମିଳିଛି। ଘଟଣା ସହ ଜଡ଼ିତ ୨ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି। ଅଟକ ଥିବା ୧୦ ଜଣଙ୍କୁ ଠାକୁରମୁଣ୍ଡା ଥାନାରେ ପଚରାଉଚରା କରାଯାଇଛି। ଏଥିସହ ୨ଟି ଦେଶୀ

ଜେଇଇ ଆଡଭାନ୍ସଡ ଫଳ ପ୍ରକାଶ

ଜେଇଇ ଆଡଭାନସଡ ଫଳ ପ୍ରକାଶ ପାଇଛି। ହାଇଦ୍ରାବାଦ ଜୋନର ଭି.ଭି ରେଡ୍ଡୀ ୩୬୦ରୁ ୩୪୧ ମାର୍କ ରଖି ଟପ୍ପର ହୋଇଛନ୍ତି। ହାଇଦ୍ରାବାଦ ଜୋନ୍ ର ହିଁ ନାୟକାନ୍ତି ନାଗା ଭବ୍ୟା ଛାତ୍ରୀଙ୍କ ମଧ୍ୟରେ ଟପ୍ପର ହୋଇଛନ୍ତି । ତାଙ୍କର ସାମଗ୍ରିକ ଅଲ୍ ଇଣ୍ଡିଆ ରାଙ୍କ୍ ହେଉଛି ୫୬ ଓ ସେ ୨୯୮ ମାର୍କ ରଖିଛନ୍ତି