ଭୁବନେଶ୍ୱରରୁ ପୁଣି ୨୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

ଭୁବନେଶ୍ୱର() ରାଜଧାନୀ ଭୁବନେଶ୍ୱରରୁ ଆଜି ପୁଣି ୨୨୫ ଗ୍ରାମ୍ ବ୍ରାଉନସୁଗାର ଜବତ ହୋଇଛି । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୨୫ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଏକ ଦାମୀ କାର ସହ ୨୨୫ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିବା ଜଣାପଡିଛି । ଖଣ୍ଡଗିରି କଳିଙ୍ଗନଗର ଅଞ୍ଚଳରୁ ଜବତ ହୋଇଛି ଏହି ଧଳା ଜହର । ଏହି ମାମଲାରେ ଦଶପଲ୍ଲା ଅଞ୍ଚଳର ମୁନା ସେଠୀକୁ ଗିରଫ କରିଛି ପୋଲିସ

Share

Leave a Reply

Your email address will not be published. Required fields are marked *