Sign in
Sign in
Recover your password.
A password will be e-mailed to you.
Browsing Category
ଖେଳ
ସଫଳ ହେଲା ଭାରତ, ସିଡନୀ ଟେଷ୍ଟ୍ ଡ୍ର
ସିଡନୀ: ସିଡନୀ ଟେଷ୍ଟରେ ଭାରତର ଦମଦାର ପ୍ରଦର୍ଶନ । ଖରାପ ସ୍ଥିତିରୁ ବାହାରି ମ୍ୟାଚ ଡ୍ର ରଖିବାରେ ସଫଳ ହୋଇଛି ଭାରତୀୟ ଦଳ । ଆଜି ଶେଷ ଦିନରେ ଅଧିନାୟକ ରାହାଣେ ୪ ରନ କରି ଆଉଟ ହେବା ପରେ ଭାରତୀୟ ଦଳ ଉପରେ ଅଧିକ ଚାପ ପଡିଥିଲା ।
ଭାରତ ୪୦୭ ବିଶାଳ ଟାର୍ଗେଟର ପିଛା କରୁଥିବା ବେଳେ…
ସିଡନୀ ଟେଷ୍ଟରେ ଲଜ୍ଜାଜନକ ଘଟଣା
ସିଡନୀ: ସିଡନୀ ଟେଷ୍ଟରେ ଭାରତୀୟ ଖେଳାଳିଙ୍କୁ ଅପମାନ । ତୃତୀୟ ଦିନରେ ଭାରତୀୟ ଖେଳାଳିଙ୍କୁ ଜାତିଗତ ଟିପ୍ପଣୀ କରିଥିବା ଅଭିଯୋଗ ପରେ ଘଟଣା ଏବେ ଚର୍ଚ୍ଚା ସୃଷ୍ଟି କରିଛି । ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସିଡନୀରେ ଖେଳା ଯାଉଥିବା ମ୍ୟାଚ୍ ସମୟରେ ଗ୍ୟାଲେରୀରେ ବସିଥିବା କିଛି ଦର୍ଶକ ଦୁଇ…
ସ୍ମିଥଙ୍କ ଶତକ ସତ୍ତ୍ୱେ ଅଷ୍ଟ୍ରେଲିଆ ୩୩୮, ଭାରତ ୨/୯୬
ସିଡନୀ: ଭାରତ ଓ ଅଷ୍ଟ୍ରେଲିଅ। ମଧ୍ୟରେ ଚାଲିଥିବା ତୃତୀୟ ଟେଷ୍ଟର ପ୍ରଥମ ଦିବସ ଅଷ୍ଟ୍ରେଲିଅ। ନାଁରେ ରହିଥିବା ବେଳେ ଦ୍ୱିତୀୟ ଦିବସରେ ବୋଲରଙ୍କ ଦମଦାର ପ୍ରଦର୍ଶନ ବଳରେ ଜବରଦସ୍ତ କମବ୍ୟାକ୍ କରିଛି ଭାରତ । ଷ୍ଟିଭ୍ ସ୍ମିଥଙ୍କ ଶତକ ଓ ମାର୍ନସ ଲାବୁଶେନଙ୍କ ଲଢ଼ୁଆ ଇନିଂସ ସତ୍ତ୍ୱେ…
ନିରାଶ କଲେ ବୋଲର, ଅଷ୍ଟ୍ରେଲିଆ ୧୬୬/୨
ସିଡନୀ : ଭାରତ ଓ ଅଷ୍ଟ୍ରେଲିଅ ମଧ୍ୟରେ ଆଜିଠାରୁ ତୃତୀୟ ଟେଷ୍ଟ ଆରମ୍ଭ ହୋଇଛି । ପ୍ରଥମ ଦିବସ ଆରମ୍ଭରୁ ବର୍ଷା ଖେଳର ମଜା ବିଗାଡ଼ିଥିଲା । ଫଳରେ ଆଜି ୫୫ ଓଭର ଖେଳ ସମ୍ଭବ ହୋଇଛି । ଟେଷ୍ଟର ପ୍ରଥମ ଦିବସରେ କଙ୍ଗାରୁ ବ୍ୟାଟ୍ସମ୍ୟାନଙ୍କ ଦବଦବା ଦେଖିବାକୁ ମିଳିଥିବା ଭାରତୀୟ ବୋଲରଙ୍କୁ ମିଳିଛି…
ହସ୍ପିଟାଲରୁ ଡିସଚାର୍ଜ ହେଲେ ଗାଙ୍ଗୁଲି
ନୂଆଦିଲ୍ଲୀ : ଡାକ୍ତରଖାନାରୁ ଡିସଚାର୍ଜ ହେଲେ ସୌରଭ ଗାଙ୍ଗୁଲି । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ସଭାପତି ସୌରଭ ଗାଙ୍ଗୁଲି ଗୁରୁବାର ଦିନ ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି | ନିକଟରେ ହଠାତ୍ ଅସୁସ୍ଥ ହୋଇ ପଡିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।…
ଘୋଷଣା ହେଲା ୧୧ ଜଣିଆ ଭାରତୀୟ ଦଳ
ସିଡନୀ: ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚ । ତୃତୀୟ ଟେଷ୍ଟ ମ୍ୟାଚ ପାଇଁ ଆଜି ୧୧ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି । ତୃତୀୟ ଟେଷ୍ଟ ମ୍ୟାଚରେ ମୟଙ୍କ ଅଗ୍ରୱାଲଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ତାଙ୍କ ସ୍ଥାନରେ ରୋହିତ ଶର୍ମା ଦଳକୁ ଫେରିଛନ୍ତି । ସେହିପରି ଏହି ଟେଷ୍ଟ ମ୍ୟାଚରେ…
ଟେଷ୍ଟ୍ ସିରିଜରୁ ବାଦ୍ ପଡିଲେ ରାହୁଲ
ସିଡନୀ : ଭାରତୀୟ ଦଳକୁ ବଡ ଝଟକା, ଟେଷ୍ଟ୍ ସିରିଜରୁ ବାଦ୍ ପଡିଲେ କେଏଲ ରାହୁଲ | ଶନିବାର ଦଳର ଅଭ୍ୟାସ ବେଳେ ନେଟରେ ବ୍ୟାଟିଂ କରୁଥିବା ସମୟରେ ତାଙ୍କ ହାତରେ ଆଘାତ ଲାଗିଥିଲା । ଏହାପରେ ସେ ବର୍ଡର-ଗାଭାସ୍କର ଟ୍ରଫିରୁ ବାଦ୍ ପଡିଛନ୍ତି ।
…
ଗାଙ୍ଗୁଲିଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର
କୋଲକାତା
: ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଶନିବାର
ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି
ହୋଇଥିଲେ । ଏବେ
ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ।
ଏନେଇ ଗାଙ୍ଗୁଲିଙ୍କ ଝିଅ ସନା ସୂଚନା
ଦେଇଛନ୍ତି । ହସ୍ପିଟାଲରେ
ଗାଙ୍ଗୁଲିଙ୍କୁ ଭେଟିବା ପରେ ଗାଙ୍ଗୁଲିଙ୍କ ଝିଅ
ସନା ବାପା ଭଲ ଥିବା…
ବିସିସିଆଇ ଅଧକ୍ଷ ସୌରଭ ଗାଙ୍ଗୁଲି ଅସୁସ୍ଥ
କୋଲକାତା: ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଅସୁସ୍ଥ | ବିସିସିଆଇ ଅଧ୍ୟକ୍ଷ ତଥା ଭାରତୀୟ କ୍ରିକେଟ୍ ଟିମ୍ର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ହୃଦଘାତର ଶିକାର ହୋଇଥିବା ସୂଚନା ମିଳିଛି । ଛାତିରେ ଯନ୍ତ୍ରଣା ଅନୁଭବ କାରଣରୁ ତାଙ୍କୁ କୋଲକାତାର ଉଡଲ୍ୟାଣ୍ଡସ୍ ହସ୍ପିଟାଲରେ ଭର୍ତ୍ତି…
ହକି ଖେଳାଳି ମାଇକେଲ୍ କିଣ୍ଡୋଙ୍କ ପରଲୋକ
ଭାରତୀୟ ହକି ଦଳର ପୂର୍ବତନ ଡିଫେଣ୍ଡର ମାଇକେଲ କିଣ୍ଡୋଙ୍କ ପରଲୋକ । ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା। ବାର୍ଦ୍ଧକ୍ୟଜନିତ ରୋଗ ଯୋଗୁଁ ତାଙ୍କୁ ଇସ୍ପାତ ଜେନେରାଲ ହସପିଟାଲରେ…