Odia News Portal
Browsing Tag

maoist leader ganapathi absconded

ବିଦେଶ ପଳାଇଲେ ମାଓ ନେତା ଗଣପତି

ମାଓ ନେତା ଗଣପତି ବିଦେଶ ପଳାଇଥିବା ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି । ସେ ନେପାଳ ବାଟ ଦେଇ ଫିଲିପାଇନ୍ସ ପଳାଇଥିବା ସନେ୍ଦହ କରାଯାଉଛି । ଛତିଶଗଡ ବସ୍ତର ଡିଆଇଜି ରତନ ଲାଲ ଡାଙ୍ଗି ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଗତ କିଛି ଦିନହେଲା ଗଣପତି ଅସୁସ୍ଥ ଥିଲେ ସ୍ୱାସ୍ଥ୍ୟଗତ କାରଣରୁ…