ଡିସେମ୍ବର ୨ ରାଜସ୍ତାନର ଜୋଧପୁରରେ ବିବାହ କରିବେ ପ୍ରିୟଙ୍କା- ନିକ୍
ପ୍ରିୟଙ୍କା ଚୋପ୍ରା-ନିକ୍ ଜୋନସଙ୍କ ବିବାହକୁ ନେଇ ଚର୍ଚ୍ଚା। ମିଡିଆ ରିପୋର୍ଟ ଅନୁଯାୟୀ, ଉଭୟଙ୍କ ବିବାହର ତାରିଖ ଡିସେମ୍ବର ୨ ବୋଲି କୁହାଯାଉଛି। ଦୁହେଁ ରାଜସ୍ତାନର ଜୋଧପୁରର ଉମୈଦ ଭବନରେ ବିବାହ କରିବେ । ଉଭୟ ହିନ୍ଦୁ ଏବଂ ଖ୍ରୀଷ୍ଟିୟାନ୍ ରୀତିନୀତି ଅନୁଯାୟୀ ବିବାହ ବନ୍ଧନରେ ଆବଦ୍ଧ ହେବେ।…