Odia News Portal
Monthly Archives

December 2018

ପୁରୀରେ ଭକ୍ତଙ୍କ ତଣ୍ଟି କାଟି ଲୁଟ୍, ଗୁରୁତର ଟ୍ଟ

ଅଶାନ୍ତ ଶ୍ରୀକ୍ଷେତ୍ର ପୁରୀ ସହର। ପୁଣି ଭକ୍ତଙ୍କ ଉପରେ ଆକ୍ରମଣ। ଟାଉନଥାନା ଅନ୍ତର୍ଗତ ଜଗନ୍ନାଥବଲ୍ଲଭ ମଠ ନିକଟରେ ଜଣେ ଭକ୍ତଙ୍କ ତଣ୍ଟି କାଟିଲେ ଦୁର୍ବୃତ୍ତ। ଏହାପରେ ତାଙ୍କ ଠାରୁ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଆକ୍ରମଣର ଶୀକାର ହୋଇଥିବା ବ୍ୟକ୍ତି ଜଣକ ବାଲେଶ୍ୱର ଜିଲ୍ଲାର ପ୍ରମୋଦ ଜେନା।…

ପିକନିକ୍ ବସ୍ ଦୁର୍ଘଟଣାରେ ୩୩ ଆହତ ୨ ଗୁରୁତର

ଟ୍ରକକୁ ଧକ୍କା ଦେଲା ପିକନିକ୍ ବସ୍। ଦୁର୍ଘଟଣାରେ ୩୩ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଗୋତମରା ନିକଟରେ ଘଟିଛି ଏହି ଦୁର୍ଘଟଣା। କେନ୍ଦ୍ରାପଡ଼ାରୁ ରାଉରକେଲା ବେଦବ୍ୟାସକୁ ପିକନିକ୍ ପାଇଁ ଯାଉଥିଲେ। ଟ୍ରକକୁ…

୩ଟି ବ୍ୟାଙ୍କ ମିଶ୍ରଣକୁ ବିରୋଧ କରି ବ୍ୟାଙ୍କର ଧର୍ମଘଟ

ଆଜି ପୁଣି ବ୍ୟାଙ୍କ ଧର୍ମଘଟ । ବ୍ୟାଙ୍କ ଅଫ୍ ବରୋଦା ସହିତ ଦେନା ବ୍ୟାଙ୍କ ଓ ବିଜୟା ବ୍ୟାଙ୍କର ମିଶ୍ରଣକୁ ବିରୋଧ କରି ବ୍ୟାଙ୍କ କର୍ମଚାରୀ ସଂଘର ମିଳିତ ପକ୍ଷରୁ ଦିନିକିଆ ଦେଶବ୍ୟାପି ବ୍ୟାଙ୍କ ବନ୍ଦ୍ ଡାକରା ଦିଆଯାଉଛି । ଏହି ଧର୍ମଘଟରେ ୨୧ଟି ସରକାରୀ ବ୍ୟାଙ୍କ ସମେତ ୧୨ଟି ଘରୋଇ ବ୍ୟାଙ୍କ…

ଜବାବ ମାଗିଲେ ନବୀନ … ଶୁଣନ୍ତୁ

ଭୁବନେଶ୍ୱର () ବିଜୁ ପଟନାୟକଙ୍କ ପରେ ତାଙ୍କ ସୁପୁତ୍ର ନବୀନ ପଟନାୟକ ରାଜ୍ୟ ପାଇଁ ଆର୍ଥିକ ସ୍ୱାଧୀନତା ଦାବି କରିଛନ୍ତି । ଆର୍ଥିକ ସ୍ୱାଧୀନତା ପାଇଁ ବିଜୁ ବାବୁଙ୍କ ଦାବି ଯଥାର୍ଥ ଥିଲା । ତେଣୁ ଆମକୁ ଆର୍ଥିକ ସ୍ୱାଧୀନତା ଦିଅ, ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଓ କେନ୍ଦ୍ରୀୟ ଅନୁଦାନ ଦରକାର…

ଚା ଏବଂ ଚକୋଲେଟ ବୟସ ବଢାଏ, କାହିଁକି ଜାଣନ୍ତୁ…

ସାଧାରଣତଃ ଚା ଏବଂ ଚକୋଲେଟର ସେବନ ଶରୀର ପ୍ରତି ହାନିକାରଣ ବୋଲି କୁହାଯାଇଥାଏ। ଏପରିକି ସମସ୍ତଙ୍କୁ ତାହାର ସେବନ କରିବାକୁ ବାରଣ ମଧ୍ୟ କରାଯାଇଥାଏ। କିନ୍ତୁ ନିକଟରେ ହୋଇଥିବା ଏକ ସର୍ଭେରେ ଜଣାପଡ଼ିଛି, ଚା ଏବଂ ଚକୋଲେଟ ଖାଇବା ଦ୍ବାରା ଆମର ଆୟୁ ବଢ଼ିଥାଏ। ଅର୍ଥାତ୍ ଚକୋଲେଟ ଖାଇବା ସହ ଚା ଏବଂ…

ନୂଆ ବର୍ଷରେ ନୂଆ ୨୦ଟଙ୍କିଆ ନୋଟ୍

ନୂଆ ବର୍ଷରେ ଆସିବ ନୂଆ ନୋଟ୍ । ୫୦୦, ୨୦୦,୧୦୦, ୫୦ ଏବଂ ୧୦ ଟଙ୍କିଆ ନୋଟ୍ ପରେ ଖୁବ୍ ଶୀଘ୍ର ମାର୍କେଟକୁ ଆସିବ ନୁଆ ୨୦ ଟଙ୍କିଆ ନୋଟ୍ । ବିମୁଦ୍ରାକରଣ ପରେ ଏହା ୭ମ କରେନ୍ସି ଯାହାକୁ ଆରବିଆଇ ନେଇ ଆସୁଛି । ଏହି ନୂଆ ୨୦ ଟଙ୍କିଆ ନୋଟରେ ବହୁ ଅତିରିକ୍ତ ସୁରକ୍ଷା ଫିଚର ରହିଛି । ଏଥିରେ…

କ୍ୟାଟ୍ରିନାଙ୍କୁ ଡେଟ୍ କରିବାକୁ ଚାହୁଁଛନ୍ତି ପ୍ରଭାସ ପଢନ୍ତୁ…

ବାହୁବଲୀ ପ୍ରଭାସ କେବେ ଏବଂ କାହାକୁ ବିବାହ କରିବେ ସେ ନେଇ ଅନେକ ସମୟରେ ଚର୍ଚ୍ଚା ଲାଗି ରହିଥାଏ । ଫିଲ୍ମ ‘ବାହୁବଲୀ’ ରିଲିଜ୍ ହେବା ପରେ ଅଭିନେତ୍ରୀ ଅନୁଷ୍କା ସେଟ୍ଟୀଙ୍କ ସହ ତାଙ୍କ ଯୋଡ଼ିକୁ ଦର୍ଶକ ପସନ୍ଦ କରିବା ସହ ଦୁହେଁ ବିବାହ କରନ୍ତୁ ବୋଲି ଇଚ୍ଛା ଜାହିର କରିଥିଲେ । ଏହା ସହ ଅନେକ…

ବିବାହ ପରେବି ଓଠରେ ଓଠ ଥାପି ସିନ୍ ସୁଟ୍ କରିବେ ରଣବୀର୍

ବଲିଉଡ୍ ନାୟକ ରଣବୀର ସିଂହ ବିବାହ ପରେ ବି ଅନ୍ୟ ନାୟିକାଙ୍କ ସହ ଲିପ୍ଲକ୍ କରିବେ ବୋଲି ଶୁଣିବାକୁ ମିଳୁଛି। କୁହାଯାଉଛି ଯେ ରଣବୀର ସିଂହ ବଲିଉଡର ଜଣେ ଆଗଧାଡ଼ିର ନାୟିକାଙ୍କ ଓଠରେ ଓଠ ଥାପି ଚୁମ୍ବନ ଦୃଶ୍ୟରେ ନଜର ଆସିବେ। ଏଥିପାଇଁ ରଣବୀର ସିଂହ ନିଜର ସଦ୍ୟ ବିବାହିତା ପତ୍ନୀ ଦୀପିକା…

ପୋଲିସ ଏନ୍କାଉଣ୍ଟରରେ ଦୁର୍ଦ୍ଧାନ୍ତ ଅପରାଧି ମୃତ

ବ୍ରହ୍ମପୁର ପୁଲିସ ଏନ୍କାଉଣ୍ଟରରେ ବାବୁ ନାଇକ ନାମକ ଜଣେ ଜଣେ ଦୁର୍ଦ୍ଧାନ୍ତ ଅପରାଧିର ମୃତ୍ୟୁ ଘଟିଛି । ନିକଟରେ ବାବୁ ହସପିଟାଲରେ ଥିବା ବେଳେ ପୋଲିସ ଆଖିରେ ଧୁଳି ଦେଇ ସେଠାରୁ ଫେରାର ହୋଇଯାଇଥିଲା । ଏହି ଘଟଣାରେ ୫ଜଣ ପୋଲିସ କର୍ମଚାରୀ ସସପେଣ୍ଡ ହୋଇଥିଲେ । ଆଜି ବାବୁକୁ ଧରିବା ପାଇଁ…

ଆଗରେ ନବୀନ ପଛରେ ନିରଂଜନ

ନବୀନଙ୍କ ରାସ୍ତାରେ କଂଗ୍ରେସ ସଭାପତି ନିରଂଜନ ପଟ୍ଟନାୟକ ଚାଲିବା ଆରମ୍ଭ କରିଛନ୍ତି । ଉପରକୁ ନବୀନଙ୍କୁ ସେ ବିରୋଧ କରୁଥିଲେ ମଧ୍ୟ ନବୀନଙ୍କ ପ୍ରତ୍ୟକ କାର୍ଯ୍ୟର ସେ ଜଣେ ଦୃଢ ସମର୍ଥକ ତାହା ଆଜି ସେ ପ୍ରମାଣିତ କରିଦେଇଛନ୍ତି । ଦଳୀୟ ବିଧାୟକ, ସାଂସଦ, କର୍ମୀ ଓ ଶୁଭେସ୍ôୁ ମାନଙ୍କ ଠାରୁ…