Odia News Portal
Monthly Archives

December 2018

ଅନିଶ୍ଚିତତା ଭିତରକୁ ଯାଉଛନ୍ତି ଦିଲ୍ଲୀପ-ବିଜୟ

ଭୁବନେଶ୍ୱର : ହାତ ଧରାଧରି ହୋଇ ବିଜେପି ଛାଡିଥିବା ବିଧାୟକ ଦିଲ୍ଲୀପ ରାୟ ଓ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ଭବିଷ୍ୟତ ଧିରେ ଧିରେ ଅନିଶ୍ଚିତତା ଭିତରକୁ ଠେଲିହୋଇ ଯାଉଛି । ବିଜେଡି ପ୍ରତିଷ୍ଠା ଦିବସରେ ଏହି ଦୁଇ ନେତା ମିଶିବାନେଇ ଯେଉଁ କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା ସେଥିରେ…

ବିନା ଦରମାରେ କାମ କରିବେ ବାଲକ୍ରିଷ୍ଣନ୍ !

ଭୁବନେଶ୍ବର: ବିନା ଦରମାରେ କାମ କରିବେ ବାଲକ୍ରିଷ୍ଣନ୍ । କିଛିଦିନ ତଳେ ଓଡିଶା କ୍ୟାଡରର ଏହି ଆଇଏଏସ ଅଧିକାରୀ ଅବସର ନେଇଥିଲେ । ଓଡିଶା ସରକାରଙ୍କ ଅଧିନରେ ବହୁ ବର୍ଷ ଧରି କାମ କରିଥିବା ବାଲକ୍ରିଷ୍ଣନ ଓଡିଶାର କଳା ସଂସ୍କୃତି ଓ ସାମାଜିକ ମୁଲ୍ୟବୋଧକୁ ନେଇ ଖୁସି ବ୍ୟକ୍ତ କରିଥିଲେ । ବର୍ତମାନ…

ଜାନୁୟାରୀରେ ଦେଖାଯିବ ସୁପର ବ୍ଲଡ ଓଲଫ ମୁନ, ଜାଣନ୍ତୁ ଏହି ବିରଳ ମହାଜାଗତିକ ଘଟଣା ବିଷୟରେ

ଭୁବନେଶ୍ୱର : ୨୦୧୮ ଜାନୁୟାରୀ ପରି ୨୦୧୯ ଜାନୁୟାରୀରେ ମଧ୍ୟ ଏକ ବିରଳ ମହାଜାଗତିକ ଘଟଣା ଘଟିବାକୁ ଯାଉଛି । ଆସନ୍ତା ଜାନୁୟାରୀ ୨୦ ଓ ୨୧ରେ ଦୃଶ୍ୟମାନ ହେବ ସୁପରବ୍ଲଡ ଓଲଫ ମୁନ । ଜାନୁୟାରୀ ୨୧ରେ ବର୍ଷର ପ୍ରଥମ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ହେବାକୁ ଯାଉଥିବାବେଳେ ଏହାକୁ କୁହାଯାଉଛି ସୁପରବ୍ଲଡ…

ଟ୍ରକ ଧକ୍କାରେ ବାଇକ୍ ଆରୋହୀ ମୃତ

କଟକ: କଟକ-ଚାନ୍ଦବାଲି ରାସ୍ତାର ଚାନ୍ଦୋଳ ବଜାର ଠାରେ ସାଇକେଲ ଆରୋହୀଙ୍କୁ ରକ୍ଷା କରିବାକୁ ଯାଇ ବାଇକ୍ ସହ ଟ୍ରକ ଧକ୍କା । ଗୁରୁତର ବାଇକ୍ ଆରୋହୀଙ୍କୁ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲ। ବାଇକ୍…

ମୋବାଇଲ ଚୋରି ଘଟଣାରେ ୪ ଆସାମୀ କୋର୍ଟ ଚାଲାଣ

ପୁରୀ: ଜଗନ୍ନାଥ ବଲ୍ଲବ ମଠ ପରିସର ମଧ୍ୟରେ ￰ବାଲେଶ୍ଵରରୁ ପୁରୀ ଆସିଥିବା ପ୍ରମୋଦ ଜେନା ନାମକ ପର୍ଯ୍ୟଟକଙ୍କୁ ଆକ୍ରମଣ ଏବଂ ମୋବାଇଲ ଚୋରି ଘଟଣାରେ ଆଜି ଟାଉନ ଥାନା ପୋଲିସ ୪ଜଣ ଆସାମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୁରୀ ସିଟି ଡିଏସ୍ପି…

ସର୍ଟସର୍କିଟ ଘଟି ଦୁଇ ବଖରା ଘର ଭସ୍ମୀଭୂତ

କଟକ: ଶିଖରପୁର ଅଂଚଳର ତଳ ସାହିର ଝୁଲଣ। ନାୟକଙ୍କ ଘରେ ସର୍ଟସର୍କିଟ ଘଟି ଦୁଇ ବଖରା ଘର ଭସ୍ମୀଭୂତ ହୋଇ ଯାଇଛି । ଘରର ସମସ୍ତ ଆସବାବ ପତ୍ର ସହ ଝିଅ ବାହାଘର ପାଇଁ ରଖିଥିବା ଟଙ୍କା ଓ ଶାଢ଼ୀ ଗୁଡ଼ିକ ପୋଡି ଯାଇଛି । ନିଆଁର ପ୍ରକୋପ ଏତେ ଥିଲା ଯେ ଅଗ୍ନିଶମର ସାହାଯ୍ୟ ପଡିଥିଲା। ସ୍ଥାନୀୟ…

୨୬ତମ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ ଉଦ୍‌ଘାଟନ କଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ସୋଆ ଡିମଡ୍‌ ଟୁ ବି ୟୁନିଭରସିଟିରେ ଆୟୋଜିତ ୨୬ତମ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସକୁ ଗୁରୁବାର ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, “ ଭୁବନେଶ୍ୱରରେ ଦ୍ୱିତୀୟ ଥର ପାଇଁ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ ଅନୁଷ୍ଠିତ…

ରାଲିରେ ସାମିଲ ହେବା ପୂର୍ବରୁ: ବାଟରେ ଓଲଟିଲା ବସ୍, ୩୫ ଆହତ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଲିରେ ସାମିଲ ହେବାକୁ ଯାଉଥିବା ଏକ ବସ ଦୁର୍ଘଟଣାର ଶିକାର ହୋଇଛି । ସୂଚନା ଅନୁଯାୟୀ, ଏହି ବସରେ ଏକ କମ୍ପ୍ୟୁଟର ସେଂଟରର ଛାତ୍ରଛାତ୍ରୀମାନେ ଯାଉଥିଲେ । ବସଟି ଅଧା ରାସ୍ତାରେ ଓଲଟି ପଡିଥିଲା । ବସ ଓଲଟିବା କାରଣରୁ ୩୫ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି…

ନବୀନଙ୍କୁ ସମର୍ଥନ ଜଣାଇଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ସଂସଦ ଓ ବିଧାନସଭାରେ ମହିଳାଙ୍କ ପାଇଁ ଏକ ତୃତୀୟାଂଶ (୩୩%) ସ୍ଥାନ ସଂରକ୍ଷଣ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ମହତ୍‌ ଅଭିଯାନ ଆରମ୍ଭ କରିଛନ୍ତି ତାହାକୁ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂହ। ଏନେଇ ସେ…

ଭିଜିଲାନ୍ସ ଜାଲରେ ପ୍ରଧାନଶିକ୍ଷକ

ବାଲେଶ୍ବର: ଭିଜିଲାନ୍ସ ଜାଲରେ ପ୍ରଧାନଶିକ୍ଷକ। ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ବାଲିଆପାଳ ପଞ୍ଚୁସାହି ହାଇସ୍କୁଲର ପ୍ରଧାନଶିକ୍ଷକ ମନୋରଞ୍ଜନ ବାରିକଙ୍କ ଘରେ ଭିଜିଲାନ୍ସ ଚଢାଉ। ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ରେଡ୍ କରାଯାଉଛି। ଖନ୍ତାପଡ଼ା ବାସଭବନରେ ବାଲେଶ୍ୱର ଭିଜିଲାନ୍ସର ଚଢାଉ…