Odia News Portal
Monthly Archives

December 2018

ଆଜି ଭାଇଜାନ୍‌ଙ୍କ ଜନ୍ମ ଦିନ

ଆଜି ଭାଇଜାନ୍ଙ୍କ ଜନ୍ମ ଦିନ । ୫୩ ବର୍ଷରେ ପାଦ ଦେଇଛନ୍ତି ବଲିଉଡ୍ର ଦବଙ୍ଗ ବୟ ସଲମାନ ଖାନ୍ । ଜନ୍ମଦିନରେ ସଲମାନ୍ ଖାନ୍ଙ୍କ ସେଲିବ୍ରେସନ୍ ଜାରି ରହିଛି । ବିଳମ୍ବିତ ରାତିରେ ମୁମ୍ବାଇର ପନେଓ୍ଵଲ ହାଉସ୍ରେ ନିଜର ଜନ୍ମଦିନ ପାଳିଛନ୍ତି ସଲମାନ୍ । ବଲିଉଡ୍ ସେଲିବ୍ରିଟି ଓ ପରିବାର ଲୋକଙ୍କ ସହ…

ମେଲବର୍ଣ୍ଣ ଟେଷ୍ଟ : ୪୪୩ ରନ୍‌ରେ ପାଳି ଘୋଷଣା କଲା ଭାରତ

ମେଲବର୍ଣ୍ଣ : ତୃତୀୟ ଟେଷ୍ଟର ଆଜି ଦ୍ୱିତୀୟ ଦିନରେ ଭାରତୀୟ ଦଳ ୭ ଓ୍ଵିକେଟ୍‌ରେ ୪୪୩ ରନ୍‌ କରି ପ୍ରଥମ ଇନିଂସ୍‌ ସମାପ୍ତି ଘୋଷଣା କରିଛି । ଏହା ପରେ ଘରୋଇ ଅଷ୍ଟ୍ରେଲିଆ ତାର ପ୍ରଥମ ପାଳି ବ୍ୟାଟିଂ ଆରମ୍ଭ କରି ବିନା ଓ୍ଵିକେଟ୍‌ରେ କରିଛି୮ ରନ୍‌ । ଚେତେଶ୍ୱର ପୂଜାରାଙ୍କ ଶତକ ଏବଂ ଅଧିନାୟକ…

କାଜୁ ଜଙ୍ଗଲ ଭିତରୁ ୬ ଡକାୟତ ଗିରଫ

ଟାଙ୍ଗୀ: ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥରେ ରାହାଜାନି ଏକ ନିତିଦିନିଆ ଘଟଣା ହୋଇଯାଇଛି। ତେବେ ଗତକାଲି ଚାନ୍ଦପୁର ଥାନା ଆଇଆଇସିଙ୍କ ଉଦ୍ୟମରେ ୬ ଜଣ ଜାତୀୟ ରାଜପଥ ଲୁଟେରା ଧରା ପଡ଼ିଛନ୍ତି। ସେମାନେ ହେଲେ ମୟୁରଭଞ ଜିଲ୍ଲା ଠାକୁରମୁଣ୍ତାର ସନ୍ଦିପ…

ଅମନ ହେଲପିଙ୍ଗ ହ୍ୟାଣ୍ଡସ ଗ୍ରୁପ୍ ପକ୍ଷରୁ କମ୍ବଳ ଓ ଶୁଖିଲା ଖାଦ୍ୟ ବଣ୍ଟନ

କଟକ: ବଡ ଦିନ ଅବସରରେ ଅସହାୟ ମାନଙ୍କୁ ସହାୟତା ପାଇଁ ସାନ୍ତା ସାଜିଲେ ଅମନ ହେଲପିଙ୍ଗ ହ୍ୟାଣ୍ଡସ ଗ୍ରୁପର ସ୍ବେଚ୍ଛାସେବୀମାନେ । ଯେତେବେଳେ ପବିତ୍ର ବଡ଼ ଦିନରେ ଲୋକେ ଘରେ ବସି ମଉଜ ମଜଲିସ କରୁଥିଲେ ଠିକ ସେହି ସମୟରେ ଅମନ ହେଲପିଙ୍ଗ ହ୍ୟାଣ୍ଡ ଗ୍ରୁପର ସଦସ୍ୟମାନେ ହାଡ଼ ଭଙ୍ଗା ଶୀତରେ…

କୁକୁଡ଼ା ଓ ଘୁଷୁରି ରନ୍ଧା, ମୂଷା ଗ୍ରାହକମାନଙ୍କର ଅତି ପ୍ରିୟ

ଆସାମର କୁମାରୀକତା ଗାଁ’ର ରବିବାର ହାଟରେ କୁକୁଡ଼ା ଓ ଘୁଷୁରି ଅପେକ୍ଷା ସିଝା ଯାଇ, ଚମଡ଼ା ଉତରା ଯିବା ପରେ ବାଟଣ ପଡ଼ି ରନ୍ଧା ଯାଇଥିବା ମୂଷା ଗ୍ରାହକମାନଙ୍କର ଅତି ପ୍ରିୟ। ବେପାରୀମାନେ ସ୍ଥାନୀୟ ଚାଷୀମାନଙ୍କ ଠାରୁ ନଗଦ ଧରାଯାଇ ଚମଡ଼ା ଉତରା ଯାଇଥିବା ଶହ ଶହ ମୂଷା ଖରିଦ କରି ଆଣନ୍ତି।…

ଦଳକୁ ଅଧିକ ମଜବୁତ କରିବାକୁ ଆହ୍ୱାନ ଦେଲେ ବିଷ୍ଣୁ ଦାସ

ଜଗତସିଂହପୁର: ଠାରେ ବିଜେଡିର ୨୧ତମ ପ୍ରତିଷ୍ଠା ଦିବସ ପାଳିତ ହୋଇ ଯାଇଛି । ଏହି ଅବସରରେ ଦଳ ପକ୍ଷରୁ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା । ପରେ ସ୍ଥାନୀୟ ସୁବର୍ଣ୍ଣ ବରାହୀ ମନ୍ଦିର ପରିସରରେ ଆୟୋଜିତ ସାଧାରଣ ସଭାରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ତଥା ଜିଲ୍ଲା ସଭାପତି…

ଭିଜିଲାନ୍ସ ଜାଲରେ ଜଟଣୀ ମହିଳା ପୌର ପରିଷଦ ନିର୍ବାହୀ ଅଧିକାରୀ

ଖୋର୍ଦ୍ଧା: ଭିଜିଲାନ୍ସ ଜାଲରେ ପଡ଼ିଲେ ଜଟଣୀ ମହିଳା ପୌର ପରିଷଦ ନିର୍ବାହୀ ଅଧିକାରୀ ଲଳିତା କପୁର। ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ଅବସରପ୍ରାପ୍ତ କର୍ମଚାରୀ ଭିକ୍ଷାକାରୀ ସାହୁଙ୍କ ବକେୟା ଟଙ୍କା କରିବା ପାଇଁ ଲାଞ୍ଚ ନେଉଥିବା ବେଳେ ଲଳିତା ଧରା…

ଗ୍ରାହକ ଯେଉଁ ଭଳି ବିଭିନ୍ନ ଚାନେଲ୍‌ ମାଧ୍ୟମରେ କାର୍ଯ୍ୟକ୍ରମ ଦେଖୁ୍‌ଥିଲେ, ତାହା ଜାରି ରହିବ: ଟ୍ରାଇପକ୍ଷରୁ…

ବର୍ତ୍ତମାନ ଅଧିକାଂଶ ଟିଭି ଚାନେଲ୍‌ରେ ଗ୍ରାହକମାନଙ୍କୁ ସୂଚନା ଦିଆଯାଉଛି କି ସେମାନେ କେଉଁ କେଉଁ ଚାନେଲ୍‌ ଦେଖିବାକୁ ଚାହାନ୍ତି ତାହା ଡିସେମ୍ବର ୨୯ ସୁଦ୍ଧା ଚୟନ କରନ୍ତୁ। ଅର୍ଥାତ ନିଜ ରୁଚିର ଚାନେଲ୍‌ ଚୟନର ଶେଷ ତାରିଖ ଡିସେମ୍ବର ୨୯ ରହିଛି। ଟେଲିକମ୍‌ ରେଗୁଲେଟୋରି ଅଥରିଟି (ଟ୍ରାଇ)…

ବହୁଚର୍ଚ୍ଚିତ ପିପିଲି ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ରାୟ ପ୍ରକାଶ

ପୁରୀ: ବହୁଚର୍ଚ୍ଚିତ ପୁରୀ ଜିଲ୍ଲାର ପିପିଲି ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ କୋର୍ଟ ପକ୍ଷରୁ ପ୍ରକାଶ କରାଯାଇଥିବା ସଂପୂର୍ଣ୍ଣ ରାୟର ନକଲ ବର୍ତ୍ତମାନ ଗଣମାଧ୍ୟମକୁ ହସ୍ତଗତ ହୋଇଛି। ରାୟରେ ଖୋର୍ଦ୍ଧା ଜିଲ୍ଲା ଦୌରାଜଜ ଉଲ୍ଲେଖ କରିଛନ୍ତି ଯେ, ପିପିଲି ପୀଡ଼ିତାଙ୍କୁ ହତ୍ୟା କରାଯାଇଛି। କୋର୍ଟ…

ନିଶା କରି ଗାଡି ଚଳାଉଥିଲେ ରୋକିବ ଏହି କାର୍, ଜାଣନ୍ତୁ ଆଉ କଣ ରହିଛି ଫିଚର…

ସାଧାରଣତଃ ନିଶା କରି ଘରେ ପହଞ୍ଚିଲେ ପୁରୁଷଙ୍କୁ ସବୁଠାରୁ ଅଧିକ ଭୟ ପତ୍ନୀଙ୍କର ହିଁ ରହିଥାଏ। କାରଣ ନିଶା କରିବା ଦ୍ବାରା ପୁରୁଷଙ୍କ ଉପରେ ସବୁଠାରୁ ଅଧିକ ରାଗିଥାନ୍ତି ପତ୍ନୀ। ଏନେଇ ବହୁ କାଳରୁ ଅନେକ ବାକ୍ୟ ମଧ୍ୟ ରହିଛି। କିନ୍ତୁ ଆଜି ପତ୍ନୀଙ୍କ ରାଗ ଶାନ୍ତ କରିବା କଥା ନୁହଁ ବରଂ ଆଗକୁ…