Odia News Portal
Monthly Archives

January 2019

କେନ୍ଦ୍ରାପଡାରେ ଉତ୍ତେଜନା, କଫୁ୍ର୍ୟ ଜାରି

ଆଜି କେନ୍ଦ୍ରାପଡା ସହରରେ ଜିଲ୍ଲା ପ୍ରଶାସନ ପକ୍ଷରୁ କଫୁ୍ର୍ୟ ଜାରି କରାଯାଇଛି । ଆସନ୍ତାକାଲି ସକାଳ ୮ପର୍ଯ୍ୟନ୍ତ ସହରରେ କର୍ଫ୍ୟୁ ବଳବତ୍ତର ରହିବ ବୋଲି ଘୋଷଣା କରାଯାଇଛି । ଗତକାଲି କେନ୍ଦ୍ରାପଡା ହାଇସ୍କୁଲ ପଡିଆରେ ନେତାଜୀ ସୁବାଷ ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳନ…

ଗାନ୍ଧୀ ମାର୍ଗରେ ଆରମ୍ଭ ହେଲା ପରେଡ ରିହଲସଲ

ଭୁବନେଶ୍ୱର:  ଆଜି ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ହେଉଛି ପରେଡ ରିହଲସଲ । ଭୁବନେଶ୍ୱର ଡିସିପି ଅନୁପ ସାହୁ ଏବଂ ଅନ୍ୟ ପୋଲିସ ଅଧିକାରୀ ପହଂଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି । ପୋଲିସ ଡିଜି ଆର.ପି.ଶର୍ମା ପହଂଚି ସାଧାରଣତନ୍ତ୍ର ଦିବସ ପାଇଁ ହେଉଥିବା ପ୍ରସ୍ତୁତିର ଅନୁଧ୍ୟାନ କରୁଛନ୍ତି । ଏଥର…

ନବୀନ ପଟ୍ଟନାୟକଙ୍କ ମାଷ୍ଟରଷ୍ଟ୍ରୋକ : କଳାହାଣ୍ଡି ସରକାରୀ ମେଡିକାଲ କଲେଜ ଆରମ୍ଭ

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲାର ବହୁ ପ୍ରତିକ୍ଷିତ ଦାବୀ ସରକାରୀ ମେଡିକାଲ କଲେଜ କାର୍ଯ୍ୟ ଆରମ୍ଭ କରି ନବୀନ ପଟ୍ଟନାୟକ ୨୦୧୯ ନିର୍ବ।ଚନ ପୁର୍ବରୁ କଳାହାଣ୍ଡି ଜିଲ୍ଲାର ନିର୍ବ।ଚନୀ ପ୍ରସଗଂ ଉପରେ ମାଷ୍ଟରା ଷ୍ଟ୍ରୋକ ଖେଳିଛନ୍ତି । ଯାହାକୁ ବିରୋଧୀ ୨୦୦୪ ନିର୍ବ।ଚନ ପୁର୍ବରୁ ଜାରିଗଂ…

ଭାରସାମ୍ୟ ହରାଇ ଗଛରେ ପିଟି ହେଲା ବୋଲେରୋ : ବୌଦ୍ଧ କୃଷି ଉପ-ନିର୍ଦ୍ଦେଶକଙ୍କ ମୃତ୍ୟୁ

ବୌଦ୍ଧ: ଭାରସାମ୍ୟ ହରାଇ ଗଛରେ ପିଟି ହେବା ପରେ ଓଲଟି ପଡ଼ିଲା ବୋଲେରୋ। ବୌଦ୍ଧ ଜିଲ୍ଲା ୫୭ ନମ୍ବର ଜାତୀୟ ରାଜପଥ ରାଧାନଗର ଛକ ନିକଟରେ ଏହି ସଡକ ଦୁର୍ଘଟଣା ଘଟିଛି। ଏଥିରେ ବୌଦ୍ଧ ଜିଲ୍ଲା କୃଷି ଉପ-ନିର୍ଦ୍ଦେଶକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ମନୋରଞ୍ଜନ ମଲ୍ଲିକ। ଦୁର୍ଘଟଣାରେ ଗାଡ଼ି ଚାଳକ…

ମରିଗଲାଣି ମାନବିକତା ! ଚାଉଳ ପାଇଁ ଆସିଥିଲେ, ମାଡ଼ ଖାଇଲେ

କେନ୍ଦୁଝର: ମରିଗଲାଣି ମାନବିକତା । ଭିନ୍ନକ୍ଷମ ଯୁବକ ବିଦେଶୀ ପଲେଇ ଚାଉଳ ଗଣ୍ଡାକ ପାଇଁ ଆସିଥିବାବେଳେ ରେସନ୍‌ କାର୍ଡ ପାଇଁ ତାଙ୍କୁ ମାଡ ମରାଯାଇଛି । ଚାଉଳ ପାଇବା ପରେ କାର୍ଡ ଫେରସ୍ତ ପାଇଁ କହିବାରୁ ଝୁମ୍ପୁରା ବ୍ଲକ୍‌ର ଅର୍ସଳା ପଞ୍ଚାୟତର ଜିଆରଏସ୍‌ ମାଡ଼ ମାରିଛନ୍ତି । ଏପରିକି ଅଭିଯୋଗ…

ନବୀନଙ୍କ ଫୋକସ୍‌ ପଶ୍ଚିମ ଓଡ଼ିଶା ! ଆଜି ବଲାଙ୍ଗିର ଓ ଝାରସୁଗୁଡ଼ାରେ ମେଗା ସୋ

ଭୁବନେଶ୍ୱର : ଗୋଟିଏ ଦିନରେ ପଶ୍ଚିମ ଓଡିଶାରେ ନବୀନଙ୍କ ଦୁଇଟି ମେଗା ସୋ’ ପାଇଁ ବ୍ୟାପକ ଆୟୋଜନ। ଝାରସୁଗୁଡ଼ା ଓ ବଲାଙ୍ଗିରରେ ଶକ୍ତି ପ୍ରଦର୍ଶନ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କାଉଣ୍ଟର କରିବେ ନବୀନ। ସେପ୍ଟେମ୍ବରେ ୨୨ତାରିଖରେ ଝାରସୁଗୁଡ଼ା, ଜାନୁୟାରୀ ୧୫ରେ ବଲାଙ୍ଗିର ଆସିଥିଲେ…

ବିରାଟଙ୍କୁ ବିଶ୍ରାମ ଦେଲା ବସିସିଆଇ । ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବେନି ଶେଷ ଦୁଇଟି ଦିନିକିଆ ଓ ଟି-୨୦ ସିରିଜ

ନୂଆଦିଲ୍ଲୀ : ନ୍ୟୁଜିଲାଣ୍ଡ ବିପକ୍ଷ ଶେଷ ଦୁଇଟି ଦିନିକିଆ ଖେଳିବେ ନାହିଁ କ୍ୟାପଟେନ୍ ବିରାଟ କୋହଲି। ସେହିପରି ନ୍ୟୁଜିଲାଣ୍ଡ ବିପକ୍ଷ ଟି-ଟେ୍ଵଣ୍ଟି ସିରିଜରୁ ବି ତାଙ୍କୁ ବିଶ୍ରାମ ଦେଇଛି ବିସିସିଆଇ। ବିରାଟ କୋହଲିଙ୍କ ସ୍ଥାନରେ ଦଳର ଅଧିନାୟକ ଦାୟିତ୍ୱ ତୁଲାଇବେ ରୋହିତ ଶର୍ମା। ଚତୁର୍ଥ…

ଆରମ୍ଭ ହେଲା କଂଗ୍ରେସର ସଙ୍କଳ୍ପ ପରିବର୍ତ୍ତନ ସମାବେଶ ରଥ

ଭୁବନେଶ୍ବର: ୨୫ ରେ ଓଡିଶା ଆସୁଛନ୍ତି କଂଗ୍ରେସ ଅଧକ୍ଷ ରାହୁଲ ଗାନ୍ଧି । ଭୁବନେଶ୍ବର ଏୟାରପୋର୍ଟରେ ପହଁଚିବା ପରେ ରାହୁଲଙ୍କୁ ଏକ ବିରାଟ ଶୋଭାଯାତ୍ରାରେ କଂଗ୍ରେସ କର୍ମିମାନେ ତମାଣ୍ଡୋ ମିନି ଷ୍ଟାଡିୟମ ପର୍ଯ୍ୟନ୍ତ ପାଛୋଟି ନେବେ । ଏଥିପାଇଁ ରାଜ୍ୟ କଂଗ୍ରେସ ପକ୍ଷରୁ ବ୍ୟାପକ ଆୟୋଜନ…

ପୁଣି ସମଲିଂଗୀ ବିବାଦ : ନାବାଳିକା ପ୍ରେମିକା ପାଇଁ ଅଡି ବସିଛି ସମଲିଂଗୀ ବାନ୍ଧବୀ

ଭବାନୀପାଟଣା: ପଟ୍ଟାମୁଣ୍ଡାଇରେ ସମଲିଙ୍ଗୀ ବିବାହ ବିବାଦ ସମାଧାନ ହୋଇ ନଥିବାବେଳେ ଏବେ କଳାହାଣ୍ଡି ଜୟପାଟଣାରେ ପୁଣି ସମଲିଙ୍ଗୀ ବିବାହ ମାମଲାକୁ ନେଇ ଥାନାରେ ହାଇଡ୍ରାମା । ନାବାଳିକା ପ୍ରେମିକାକୁ ସାଙ୍ଗରେ ନେବାକୁ ଥାନାରେ ବସି ରହିଛି ସମଲିଙ୍ଗି ପ୍ରେମିକ । ଉଭୟଙ୍କ  ପରିବାର ପୋଲିସ ଆପୋସ…

ଆଜି କେନ୍ଦ୍ରାପଡ଼ା ସହର ବନ୍ଦ

କେନ୍ଦ୍ରାପଡ଼ା: ଉତ୍ତେଜନା ପରେ କେନ୍ଦ୍ରାପଡ଼ା ସହରରେ ବଳବତ୍ତର ରହିଛି ୧୪୪ ଧାରା। ପରିସ୍ଥିତି ଉପରେ ପୋଲିସ ନଜର ରଖିଛି। ଗଣ୍ଡଗୋଳ ପ୍ରତିବାଦରେ ଆଜି କେନ୍ଦ୍ରାପଡ଼ା ସହରରେ ବନ୍ଦ ଡାକରା ଦେଇଛି ରାଷ୍ଟ୍ରୀୟ ସୁରକ୍ଷା ମଞ୍ଚ। ସହରରେ ସମସ୍ତ ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ବନ୍ଦ…