Odia News Portal
Monthly Archives

January 2019

ବିଜେପି, କଂଗ୍ରେସକୁ ମିଳୁନାହାନ୍ତି ପ୍ରାର୍ଥୀ

ଭୁବନେଶ୍ବର () : ରାଜ୍ୟର ଦୁଇ ପ୍ରମୁଖ ବିରୋଧୀଦଳ କଂଗ୍ରେସ ଓ ବିଜେପିରେ ଏବେ ପ୍ରାର୍ଥୀ ସଙ୍କଟ ସମସ୍ୟାରେ ଜର୍ଜରିତ । ଆସନ୍ତା ବିଧାନସଭା ନିର୍ବାଚନରେ ୧୪୭ ବିଧାନସଭା ଆସନରେ ପ୍ରାର୍ଥୀ ଦେବାପାଇଁ ଯେତେ କସରତ କଲେ ବି ଫଳ ବାହାରି ପାରୁନାହିଁ । ଯେଉଁମାନେ ପ୍ରାର୍ଥୀ ହେବାକୁ ପାଗଭିଡି…

ଆତଙ୍କୀ ହମ୍ଲାରେ ୬୫ ମୃତ

ଆଫଗାନିସ୍ତାନର ଗୁଇନ୍ଦା ବେସ୍ ଉପରେ ଆତଙ୍କବାଦୀମାନେ ଭୟଙ୍କର ଆକ୍ରମଣ କରିଛନ୍ତି। ଏଥିରେ ବର୍ତ୍ତମାନ ସୁଦ୍ଧା ସରକାରୀ ଭାବେ ୬୫ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଇଥିବା ବେଳେ ଶତାଧିକ ଲୋକ ଆହତ ହୋଇଛନ୍ତି। ଆଫଗାନିସ୍ତାନରେ ସକ୍ରିୟ ଥିବା ତାଲିବାନ ଆତଙ୍କବାଦୀ ସଂଗଠନ ଏଥିପାଇଁ ନିଜକୁ ଦାୟୀ…

ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡ଼ିରେ ଯୋଗ ଦେଲେ ପ୍ରଣୟ ସାହୁ

ଭୁବନେଶ୍ବର: କଂଗ୍ରେସ ଛାଡ଼ିଥିବା ବରଗଡ଼ ଜିଲ୍ଲାର ବରିଷ୍ଠ ନେତା ପ୍ରଣୟ ସାହୁ ଆଜି ବିଜେଡ଼ିରେ ଯୋଗ ଦେଇଛନ୍ତି। ନବୀନ ନିବାସଠାରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ସେ ଦଳରେ ଯୋଗ ଦେଇଚନ୍ତି। ଗତକାଲି ସେ କଂଗ୍ରେସରୁ ଇସ୍ତଫା ଦେଇଥିଲେ। ଇସ୍ତଫା ଦେବାର ଗୋଟିଏ ଦିନ ପରେ ସେ ବିଜେଡ଼ିରେ ଯୋଗ…

ପୁଇଗୁଡ଼ା ଘାଟିରେ ୪୦୭ ଯାତ୍ରୀବାହୀ ଟ୍ରକ୍ ଓଲଟିଲା : ୮ମୃତ ୨୫ଆହତ

ଫୁଲବାଣୀ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୁଇଗୁଡ଼ା ଘାଟିରେ ୪୦୭ ଯାତ୍ରୀବାହୀ ଟ୍ରକ୍ ଓଲଟି ପଡ଼ିଛି। ଘଟଣାସ୍ଥଳରେ ୮ମୃତ୍ୟୁହୋଇଛି। ୨୫ଜଣ ଗୁରୁତରଭାବେ ଆହତ ହୋଇଛନ୍ତି। ଆହତଙ୍କୁ ବାଲିଗୁଡ଼ା ଡାକ୍ତରଖାନା ଓ ବ୍ରହ୍ମପୁର ଏମକେସିଜିକୁ ପଠାଯାଇଛି। ଯାତ୍ରୀଙ୍କୁ ନେଇ ଗୋଦାପୁରରୁ ବ୍ରାହ୍ମଣୀ…

ରାତି ପ୍ରାୟ ୧ଟା ବେଳେ ରାଜଧାନୀରେ ପୁଣି ଗର୍ଜିଛି ବନ୍ଧୁକ

ଭୁବନେଶ୍ୱର : ଦୀର୍ଘ ଦିନର ନିରବତା ପରେ ରାଜଧାନୀରେ ପୁଣି ଗର୍ଜିଛି ବନ୍ଧୁକ। ସୋମବାର ବିଳମ୍ବିତ ରାତିରେ ବମିଖାଲ ଦୁର୍ଗାମଣ୍ଡପ ନିକଟରେ ଏକ କାର୍‌ ଉପରକୁ ଅତର୍କିତ ଗୁଳିମାଡ଼ ହୋଇଛି। ରାତି ପ୍ରାୟ ୧ଟା ବେଳେ ଏହି ବାଟ ଦେଇ ୨ଜଣ ଯୁବକ କାର୍‌ରେ ଯାଉଥିବା ବେଳେ ଅଚାନକ ସେମାନଙ୍କ କାର୍‌…

କନ୍ଧମାଳ, କଳାହାଣ୍ଡି, ଢେଙ୍କାନାଳ ପରେ କେନ୍ଦ୍ରାପଡ଼ାରେ ଲଜ୍ଜା ! ଦଶମ ଶ୍ରେଣୀ ଛାତ୍ରୀ ଜନ୍ମ ଦେଲେ ଶିଶୁପୁତ୍ର

କେନ୍ଦ୍ରାପଡ଼ା : ପୁଣି ଲଜ୍ଜା। କନ୍ଧମାଳ, କଳାହାଣ୍ଡି, ଢେଙ୍କାନାଳ ପରେ କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରାରେ ଜଣେ ସ୍କୁଲ ଛାତ୍ରୀ ମାଆ ହୋଇଛନ୍ତି। ଗରଦପୁର ବ୍ଲକ ପାଟକୁରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଦଶମ ଶ୍ରେଣୀ ଛାତ୍ରୀ ଜଣକ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି। ଗତକାଲି ରାତିରେ…

୨୩ ଗ୍ରାମର ବ୍ରାଉନସୁଗାର ଜବତ

ଜଳେଶ୍ୱର: ରାଜ୍ୟରେ  ବ୍ରାଉନସୁଗାର କାରବାର ଦିନକୁ ଦିନ  ବୃଦ୍ଧି ପାଇବାରେ ଲାଗିଛି । ନିକଟରେ ଅନେକ ସ୍ଥାନରୁ କାରବାର ହେଉଥିବା ବ୍ରାଉନସୁଗାର ଜବତ ହୋଇଥିବାବେଳେ ଏହା ପଛରେ ଏଖ ବଡ ରାକେଟ କାମ କରୁଥିବା ଜଣାପଡିଛି । ଗିରଫଦାରୀ ସଂଖ୍ୟାରେ  ବୃଦ୍ଧି  ହୋଇଥିଲେ ମଧ୍ୟ ବେଆଇନ କାରବାର ଥମିବାର…

କଂସ ବଧ ସହ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଶେଷ

ମଥୁରାନଗରୀ : ମଞ୍ଚରୁ ପଡି ମାମୁ ମଲା । କୃଷ୍ଣ ବଳରାମଙ୍କ ଦ୍ୱାରା କଂସ ବଧ ସହ ଦୀର୍ଘ ୧୧ ଦିନ ଧରି ଚାଲିଥିବା ବରଗଡ଼ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ଶେଷ ହୋଇଛି । ଏହା ପୂର୍ବରୁ କୃଷ୍ଣ ବଳରାମ ଦୁଇଭାଇ ଚାଣୁର ମୁଷ୍ଟିକ ମଲ୍ଲ, କୁବଳୟା ହସ୍ତୀକୁ ବଧ କରିଥିଲେ । ଏହା ପୂର୍ବରୁ ଅକ୍ରୂରଙ୍କ ସହ…

ହୃଦୟ ବିଦାରକ ଘଟଣା: ପ୍ରଥମ ଶ୍ରେଣୀ ଛାତ୍ରକୁ କୁକୁର ଝୁଣିଦେଲା

ବାରିପଦା: ସ୍କୁଲ ଯିବା ବାଟରେ ଜଣେ ପ୍ରଥମ ଶ୍ରେଣୀ ଛାତ୍ରକୁ କୁକୁର ଝୁଣିଦେଲା । ଫଳରେ ରିଙ୍କୁ ମହାରଣା ନାମକ ପିଲାଟିର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଛି । ମୟୁରଭଞ୍ଜ ଜିଲ୍ଲା ଯଶୀପୁର ଥାନା ଅନ୍ତର୍ଗତ ରାହନ୍ଦାର ବାଲିସୁଦୁରା ଗ୍ରାମରେ ଏହି ଅଘଟଣ ଘଟିଛି । ଆଜି ସକାଳେ ରିଙ୍କୁ ସ୍କୁଲ…

କୁରୁଣ୍ଟିରେ ଏନ୍‌କାଉଣ୍ଟର , ପୋଲିସ ଗୁଳିରେ ଅପରାଧୀ ସଞ୍ଜୟ – ବାବୁ ଆହତ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ରାଜନଗର କୁରୁଣ୍ଟି ଗାଁରେ ଏନ୍‌କାଉଣ୍ଟର । ପୋଲିସ ଗୁଳିରେ ଅପରାଧୀ ସଞ୍ଜୟ ବିଶ୍ୱାଳ ଓ ବାବୁ ଆହତ ହୋଇଛି । ବାବୁର ବାମ ଗୋଡରେ ଦୁଇ ରାଉଣ୍ଡ ଗୁଳି ବାଜିଛି । ଚିକିତ୍ସା ପାଇଁ ବାବୁକୁ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଅଧିକ…