ବ୍ୟବସାୟୀଙ୍କୁ ଗୁଳିମାଡ କରି ୩ଲକ୍ଷ ୬ ହଜାର ଟଙ୍କା ଝାମ୍ପି ନେଇଗଲେ ଦୁର୍ବୃତ୍ତ
ବଲାଙ୍ଗିରରେ ଫୁଟିଲା ଗୁଳି । ବଲାଙ୍ଗିର ସଇଁତଳା ଥାନା ଅନ୍ତର୍ଗତ ବିବିନା ସ୍ଥିତ ମଦ ଭାଟିର ମ୍ୟାନେଜରକୁ ଗୁଳି ମାରିଲେ ଦୁର୍ବୁତ୍ତ । ସୂଚନା ଅନୁଯାୟୀ ମ୍ୟାନେଜର ଓ ତାଙ୍କ ସହଯୋଗୀ ଆଜି ଦିନ ୧୨ଟା ବେଳେ ୩ଲକ୍ଷ ୬ହଜାର ଟଙ୍କା ନେଇଯାଉଥିବା ବେଳେ ଗଣପତ୍ରାପାଲି ନିକଟରେ ୩ଜଣ ଦୁର୍ବୁତ୍ତ…