Odia News Portal
Monthly Archives

January 2019

ବରିଷ୍ଠ ପୋଲିସ ଅଧିକାରୀଙ୍କ କର୍ମଶାଳା: ଉଦଯାପନୀ ଉତ୍ସବରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଭୁବନେଶ୍ୱରରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ତିନି ଦିନିଆ କର୍ମଶାଳାର ଆଜି ଉଦଯାପନୀ ଦିବସ । ମୁଖ୍ୟଅତିଥି ଭାବେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଇନ ଶୃଙ୍ଖଳା, ମାଓ ମୁକାବିଲା, ସାଇବର ଅପରାଧ ନିୟନ୍ତ୍ରଣ ନେଇ ଆଲୋଚନା ହୋଇଛି । କର୍ମଶାଳାରେ ରାଜ୍ୟ ବାହାରୁ…

ଲାଗିବ ୧୦୧ ଫୁଟ୍ ଉଚ୍ଚତାର ତ୍ରିରଙ୍ଗା ପତାକା !

ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ଅବସରରେ ଚାରବାଗ୍ ରେଲୱେ ଷ୍ଟେସନରେ ୧୦୧ ଫିଟ୍ ର ଉଚ୍ଚ ତ୍ରିରଙ୍ଗା ଉଡିବ । ଏହି କାମକୁ ୨୬ ଜାନୁଆରୀ ପୂର୍ବରୁ ସାରିବା ପାଇଁ ସମସ୍ତ ଚେଷ୍ଟା ଚାଲିଛି । ତ୍ରିରଙ୍ଗାକୁ ଷ୍ଟେସନର ଗାନ୍ଧି ପାର୍କରେ ଲଗାଯିବାର ବ୍ୟବସ୍ଥା କରାଯାଇଛି । ରେଳ ମନ୍ତ୍ରାଳୟ ତରଫରୁ…

ଘନ କୁହୁଡିରେ ରାଜଧାନୀ

ଭୁବନେଶ୍ବର : ଆଜି ସକାଳୁ କୁହୁଡିର ବଳୟ ଭିତରେ ଦେଖିବାକୁ ମିଳିଛି ରାଜଧାନୀ । ଘନ କୁହୁଡି ଯୋଗୁଁ ରାସ୍ତାରେ ଯାତାୟତ କରିବା ଏକ ପ୍ରକାର କଷ୍ଟକର ହୋଇପଡିଛି । ଗାଡି ଚାଳକମାନେ ହେଡଲାଇଟ୍ ଦେଇ ଗାଡି ଚଳାଉଛନ୍ତି। ଜାତୀୟ ରାଜପଥରରେ ବିଭିନ୍ନ ସ୍ଥାନରେ ବଡ ଗାଡି ସବୁ ଅଟକି ରହିଛନ୍ତି । ଚଳିତ…

ଆଜି ଶେଷ ହେବ ଗଙ୍ଗାସାଗର ମେଳା

ବାଲେଶ୍ବର: ବାଲେଶ୍ବର ବଳରାମଗଡ଼ିରେ ଧୁମ୍ ଧାମରେ ଚାଲିଛି ଗଙ୍ଗାସାଗର ମେଳା। ମେଳାରେ ଭାଇଚାରର ନିଦର୍ଶନ ଦେଖିବାକୁ ମିଳେ। ଏ ବର୍ଷ ଖୁବୁ ଆଡ଼ମ୍ବର ସହକାରେ ମେଳା ଚାଲିଛି।  ବାଲେଶ୍ବର ବଳରାମଗଡ଼ିରେ ଚାଲିଛି ଗଙ୍ଗାସାଗର ମେଳା। ୫୬ ବର୍ଷ ତଳେ ମତ୍ସଜୀବୀଙ୍କ ଦ୍ବାରା ଆରମ୍ଭ ହୋଇଥିବା ଏହି…

ନବଙ୍କ ପରେ ଯୋଗେଶ ୱିକେଟ ପତନ: ଟେନସନରେ ନିରଞ୍ଜନ

ଭୁବନେଶ୍ବର: ନବଙ୍କ ପରେ ଯୋଗେଶ । କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ବିଧାୟକ ଯୋଗେଶ ସିଂ । କାଲି ନିଲମ୍ବନ ପରେ ଆଜି ଦଳରୁ ସେ ଇସ୍ତଫା ଦେଇଛନ୍ତି । ସେପଟେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି  ଏବେ ନେତା ନୁହେଁ, ଦଳ ଗୁରୁତ୍ବପୂର୍ଣ୍ଣ। ସେହପରି କୃଷ୍ଣଚନ୍ଦ୍ର ସଗରିଆଙ୍କୁ କଂଗ୍ରେସ…

ଜମ୍ମୁ- କଶ୍ମୀରର ଲଦାଖ ନିକଟବର୍ତ୍ତୀ ଖାର୍‌ଡ଼ୁଙ୍ଗଲା ନିକଟରେ ବରଫ ଅତଡା ଖସି ୫ ଜଣଙ୍କ ମୃତ୍ୟୁ

ଜମ୍ମୁ- କଶ୍ମୀରର ଲଦାଖ ନିକଟବର୍ତ୍ତୀ ଖାର୍‌ଡ଼ୁଙ୍ଗ୍‌ ଲା ନିକଟରେ ବରଫ ଅତଡା ଖସି ୫ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୫ ଜଣ ଏବେବି ନିଖୋଜ ଅଛନ୍ତି । ସକାଳେ ଏକ ବଡ ବରଫ ଅତଡା ତଳକୁ ଖସି ପଡିବା ଫଳରେ ଏହା ତଳେ ୧୦ ଜଣ ଚାପି ହୋଇ ରହିଯାଇଥିଲେ । ଖବର ମିଳିବା ପରେ ଉଦ୍ଧାରକାରୀ ଦଳ ତୁରନ୍ତ…

ପୁଣି ଲେଉଟିବ ଶୀତ: ପାଣିପାଗ ବିଭାଗର ଏଚଓଡ଼ି ଶରତ ଚନ୍ଦ୍ର ସାହୁ

ଭୁବନେଶ୍ବର: ବାଲାଂଦେଶ ଉପରେ ଏକ ଘୁର୍ଣ୍ଣିବଳୟ ରହିଛି । ଏହି ଘୂର୍ଣ୍ଣିବଳୟ ଉତ୍ତର ଦିଗରୁ ଆସୁଥିବା ପବନକୁ ରୋକୁଛି । ଏଥି ସହିତ ଦେଶର ମଧ୍ୟଭାଗରୁ ମଧ୍ୟ ପବନ ଆସୁଛି । ତେଣୁ ରାଜ୍ୟରେ ଟିକେ କମ୍ ଶୀତ ଅନୂଭବ ହେଉଛି । ତେବେ ଏହି ଭଳି ପାଗ ଆଉ ଦିନେ ଦୁଇଦିନ ପର୍ଯ୍ୟନ୍ତ ଲାଗି ରହିବ । କିନ୍ତୁ…

ଖଣିଜ ଉନ୍ନୟନ ପାଣ୍ଠି କମିଟିର ସଦସ୍ୟ ପଦରୁ ଇସ୍ତପା

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ଖଣିଜ ଉନ୍ନୟନ ପାଣ୍ଠି କମିଟିର ସଦସ୍ୟ ପଦରୁ ଇସ୍ତପା ଦେଲେ ବ୍ରଜରାଜନଗର ବିଜେପି ବିଧାୟିକା ରାଧାରାଣୀ ପଣ୍ଡା । ଜିଲ୍ଲା ଖଣିଜ ଉନ୍ନୟନ ପାଣ୍ଠିକୁ ନିଜର ପୈତୃକ ସଂପତ୍ତି ଭାବେ ବ୍ୟବହାର କରୁଛନ୍ତି ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ବ୍ୟବହାର କରୁଥିବା…

ଲାଞ୍ଚ ମାଗି ଫସିଲେ ସରପଞ୍ଚ !

ମୋହନା: ତିତଲି କ୍ଷତିଗ୍ରସ୍ତଙ୍କୁ ଘରଭଙ୍ଗା ସହାୟତା କରାଇ ଦେବା ପାଇଁ ଲାଞ୍ଚ ନେଇ ଧରାପଡ଼ିଲେ ସରପଞ୍ଚ । ସରପଞ୍ଚଙ୍କୁ ଧରିଲେ ତହସିଲଦାର । ଗଜପତି ଜିଲ୍ଲା ମୋହନା ବ୍ଲକ ମାଣ୍ଡିମେରା ପଞ୍ଚାୟତର ସରପଞ୍ଚ ପ୍ରଶାନ୍ତ ମାଝୀ ସେହି ପଞ୍ଚାୟତର ବାଲିପଦର ପଡ଼ା ବାସିନ୍ଦା କ୍ରିଷାନ୍ତ ଲିମାଙ୍କୁ ୨୦…

ହାବିଲଦାର ଓ କନେଷ୍ଟବଳ ନିର୍ବାଚନ: ସଭାପତି ଲକ୍ଷ୍ମୀଧର ଲେଙ୍କା ଓ ସମ୍ପାଦକ ପ୍ରସନ୍ନ କୁମାର ବେହେରା

ଭୁବନେଶ୍ୱର : ଜିଲ୍ଲା ହାବିଲଦାର ଏବଂ କନେଷ୍ଟବଳ ସଂଘ ସହରାଞ୍ଚଳ ପୋଲିସ୍‌, ଭୁବନେଶ୍ୱରର ନୂତନ କର୍ମକର୍ତ୍ତା ନିର୍ବାଚନ ହୋଇଯାଇଛି । ଏଥିରେ ସଭାପତି ଭାବେ ଲକ୍ଷ୍ମୀଧର ଲେଙ୍କା, ସମ୍ପାଦକ ଭାବେ ପ୍ରସନ୍ନ କୁମାର ବେହେରା, ଉପସଭାପତି ମହେଶ୍ୱର ଗଉଡ଼, ସହସମ୍ପାଦକ ଭାବେ କରୁଣାକର ବାରିକ ଓ…