Odia News Portal
Monthly Archives

January 2019

‘ସାରେଗାମାପା’ର ବିଜେତା ଇଶିତା

ଜି ଟିଭିରେ ପ୍ରସାରିତ ଲୋକପ୍ରିୟ ସିଙ୍ଗିଙ୍ଗ୍ ରିଆଲିଟି ଶୋ’ ସାରେଗାମାପାର ଗ୍ରାଣ୍ଡ୍ ଫିନାଲେ ରବିବାର ସରିଯାଇଛି। ଗ୍ରାଣ୍ଡ୍ ଫିନାଲେରେ ଶେଷ ୬ ଜଣଙ୍କ ମଧ୍ୟରେ କଡ଼ା ଟକ୍କର ହୋଇଥିବା ବେଳେ ବାଜି ମାରି ନେଇଛନ୍ତି ଜବଲପୁରର ଇଶିତା ବିଶ୍ୱକର୍ମା। ସେ ଶୋ’ର ବିଜେତା ସାଜି ଟ୍ରଫି ହାତେଇଛନ୍ତି।…

ବର୍ଷ ଶେଷକୁ କେନ୍ଦ୍ର ଉପରେ ୬୪୦୦ କୋଟି ଟଙ୍କା ବାକି

ନୂଆଦିଲ୍ଲୀ () 2018-19 ଆର୍ଥିକ ବର୍ଷ ସରିବାକୁ ବସିଲାଣି । ଆଉ ମାତ୍ର ମାସେ ରହିଲା । ଏଯାଏଁ କିନ୍ତୁ ବିଭିନ୍ନ ଯୋଜନା ବାବାଦରେ 6400 କୋଟି ଟଙ୍କା ଅନୁଦାନ ରାଜ୍ୟକୁ ମିଳିନି । ଆଜି ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବିଭିନ୍ନ ଯୋଜନା ବାବଦରେ କେନ୍ଦ୍ରୀୟ ସହାୟତାର…

ପୁଣି ଅଲୋଡା ଶିଶୁ କନ୍ୟା : ମାଟି ତଳୁ ଜୀବିତ ନବଜାତ ଶିଶୁ କନ୍ୟା ଉଦ୍ଧାର

ଜୟପୁର: ପୁଣି ଅଲୋଡା ଶିଶୁ କନ୍ୟା । ଜୟପୁର ନିକଟସ୍ଥ କେବିଡିରୁ ମାଟି ତଳୁ ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କଲେ ଗ୍ରାମବାସୀ । ଜନ୍ମ ଦେବା ପରେ କେହି ମାଟି ତଳେ ପୋତି ଦେଇଥିବା ସନ୍ଦେହ କରାଯାଉଛି । ଶିଶୁକୁ ଉଦ୍ଧାର କରି ରାବଣାଗୁଡା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଶିଶୁଟିର…

ଲାଲୁ ପ୍ରସାଦ ଯାଦବଙ୍କୁ ଆଶ୍ୱସ୍ତି : ମିଳିଲା ଜାମିନ୍‌

ଦିଲ୍ଲୀ : ଲାଲୁ ପ୍ରସାଦ ଯାଦବଙ୍କୁ ଆଶ୍ୱସ୍ତି । ଆଇଆରସିଟିସି ଦୁର୍ନୀତି ମାମଲାରେ ମିଳିଲା ନିୟମିତ ଜାମିନ୍‌ । ପଟିଆଲା ହାଉସ୍‌ କୋର୍ଟ ତାଙ୍କୁ ଜାମିନ୍‌ ପ୍ରଦାନ କରିଛନ୍ତି । ସେହିପରି ଲାଲୁ ଯାଦବଙ୍କ ପତ୍ନୀ ରାବଡୀ ଦେବୀ ଓ ପୁଅ ତେଜସ୍ୱୀ ଯାଦବଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କୁ ମଧ୍ୟ…

ଜର୍ମାନୀ ଅନ୍ତର୍ଜାତୀୟ ସୁଟିଂ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ଜିତିଲେ ଓଡ଼ିଆ ଝିଅ

ଭୁବନେଶ୍ବର: ଜର୍ମାନୀ ଅନ୍ତର୍ଜାତୀୟ ସୁଟିଂ ପ୍ରତିଯୋଗିତାରେ ଓଡ଼ିଆ ଝିଅଙ୍କ କମାଲ। କିଟ୍ ବିଶ୍ୱବିଦ୍ୟାଳୟର ଛାତ୍ରୀ ଶ୍ରୀୟଙ୍କା ଷଡ଼ଙ୍ଗୀ H ଆଣ୍ଡ N କପ୍‌ ସୁଟିଂରେ ସ୍ୱର୍ଣ୍ଣ ପଦକ ବିଜୟୀ ହୋଇଛନ୍ତି। ଏକମାତ୍ର ଓଡ଼ିଆ ଭାବେ ଭାରତୀୟ ଟିମରେ ସ୍ଥାନ ପାଇଥିଲେ ଶ୍ରୀୟଙ୍କା। ଜାନୁଆରି ୨୩ରୁ…

ଭଦ୍ରକରେ ୬ ଘଣ୍ଟିଆ ବନ୍ଦ ଡାକରା

ଭଦ୍ରକ: ଭଦ୍ରକରେ ୬ ଘଣ୍ଟିଆ ବନ୍ଦ ଡାକରା । ବୟନ ଶିଳ୍ପ ପାଇଁ ଜମି ଦେବାରେ ରାଜ୍ୟ ସରକାର ବିଳମ୍ବ କରୁଥିବା ଅଭିଯୋଗ କରିଛି ବିଜେପି । ଏହାର ପ୍ରତିବାଦରେ ଦଳ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ଦଳୀୟ କର୍ମୀ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । ୧୬ ନମ୍ବର ଜାତୀୟ ରାଜପଥରେ ରାସ୍ତା…

ଭାଇ ସ୍ନେହ ଆଗରେ ପଦ୍ମଶ୍ରୀକୁ ତୁଛ ମନେକଲେ ଗୀତା

ଭୁବନେଶ୍ୱର () ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ କନ୍ୟା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ ଗୀତା ମେହେଟା ପଦ୍ମଶ୍ରୀ ଉପାଧୀଙ୍କୁ ଅଗ୍ରାହ୍ୟ କରି ଭାତୃ ପ୍ରେମର ରୋଲ ମଡେଲ ସାଜିଛନ୍ତି । ବିଜୁ ପଟ୍ଟନାୟକଙ୍କ ଝିଅ ହୋଇ ବି ବିବାହ ପରେ ଆମେରିକାର ସ୍ଥାୟୀ ନାଗରିକତ୍ୱ ଗ୍ରହଣ…

ଆଜିଠୁ ଯୁକ୍ତ ୨ ପ୍ରାକ୍ଟିକାଲ୍‌ ପରୀକ୍ଷା

ଭୁବନେଶ୍ୱର: ଆଜିଠାରୁ ଯୁକ୍ତ ୨ ପ୍ରାକ୍ଟିକାଲ୍‌ ପରୀକ୍ଷା ଆରମ୍ଭ। ଏନେଇ  ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସବୁ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯାଇଥିବା ବେଳେ କପି ରୋକିବା ପାଇଁ ତ୍ରିସ୍ତରୀୟ ସ୍କ୍ୱାଡ୍‌ ବ୍ୟବସ୍ଥା ହୋଇଛି। ଚଳିତବର୍ଷ ଯୁକ୍ତ ୨…

ପଣ୍ଡାଙ୍କ ଆଜି ହେବ ଶେଷକୃତ୍ୟ ; ଅଠରାଙ୍ଗ ଗାଁରେ ଶୋକାକୂଳ ପରିବେଶ

ଖୋର୍ଦ୍ଧା:  ଓଡିଆ ସହିଦ ଯବାନ ହେମନ୍ତ ପଣ୍ଡାଙ୍କ ଆଜି ଶେଷକୃତ୍ୟ ହେବ । ଖୋର୍ଦ୍ଧା ବେଗୁନିଆ ଅନ୍ତର୍ଗତ ଅଠରାଙ୍ଗ ଗାଁରେ ଶୋକାକୂଳ ପରିବେଶ । ଜନ୍ମମାଟିରେ ଗାର୍ଡ ଅଫ ଅନର ସହ ତାଙ୍କର ଅନ୍ତିମ ସଂସ୍କାର କରାଯିବ । ଦେଶ ପାଇଁ ଜୀବନ ଦେଲେ ହେମନ୍ତ । ଶ୍ରୀନଗର ବାରମୂଳାରେ ଓଡ଼ିଆ ଯବାନ ଶହୀଦ ।…

ପୋଲ ତଳକୁ ଖସିଲା ଯାତ୍ରୀବାହୀ ବସ୍‌ : ୨ ମୃତ୍ୟୁ, ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ

କଳାହାଣ୍ଡି: ପୋଲ ତଳକୁ ଖସିଲା ଯାତ୍ରୀବାହୀ ବସ୍‌। କଳାହାଣ୍ଡି ଜିଲ୍ଲା କେସିଙ୍ଗା ଜୋଲ୍‌କୋ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ପୋଲ ତଳକୁ ଯାତ୍ରୀବାହୀ ବସ୍‌ ଖସି ପଡ଼ିବା ଫଳରେ ୨ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହ ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି। ଆଜି ଭୋର ସମୟରେ ଏହି…