Odia News Portal
Monthly Archives

January 2019

ଓଡ଼ିଶାର ୧୨ଟି ଜିଲ୍ଲାରେ ହାଲ୍‌କା ବର୍ଷା ସମ୍ଭାବନା !

ଭୁବନେଶ୍ୱର,: କୁହୁଡ଼ି ପ୍ରକୋପ ସାମାନ୍ୟ କମିଛି । ତଥାପି ଆସନ୍ତା ଦୁଇଦିନ ଉପକୂଳ ଓଡ଼ିଶାରେ ମଧ୍ୟମ ଧରଣର କୁହୁଡ଼ି ହୋଇପାରେ । ଅପରପକ୍ଷରେ ୨୬ ଓ ୨୭ ତାରିଖରେ ପାଗ ଆଂଶିକ ମେଘୁଆ ରହିବ । ଆଭ୍ୟନ୍ତରୀଣ ଓଡ଼ିଶାର ୧୨ଟି ଜିଲ୍ଲାରେ ହାଲ୍‌କା ବର୍ଷା ବି ହୋଇପାରେ । ଏଭଳି ପୂର୍ବାନୁମାନ କରିଛି…

ଆଜି ମୁଖ୍ୟମନ୍ତ୍ରୀଙ୍କ ଗଂଜାମ ଗସ୍ତ: ୨୨ ବ୍ଲକର ଲକ୍ଷେ ଚାଷୀ ଦେବେ ଯୋଗ

ବ୍ରହ୍ମପୁର: ଆଜି  ମୁଖ୍ୟମନ୍ତ୍ରୀଙ୍କ ଦିନିକିଆ ଗଂଜାମ ଜିଲ୍ଲା ଗସ୍ତ କରୁଛନ୍ତି । ନବୀନଙ୍କ ଗସ୍ତ କାର୍ଯ୍ୟକ୍ରମକୁ ନଜରରେ ରଖି ଚାଲିଛି ଜୋରଦାର ପ୍ରସ୍ତୁତି । ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପରିସରରେ  ଥିବା ରଙ୍ଗେଇଲୁଣ୍ଡା ଏୟାର୍ ଷ୍ଟ୍ରିପ ଠାରେ ଆୟଜିତ ବିଶାଳ କୃଷକ ସମାବେଶରେ ଯୋଗଦେବେ…

ଆରମ୍ଭ ହେଲା ପ୍ରିପେଡ କାର ସେବା : ୫ କିଲୋ ମିଟରକୁ ୨୧୦ ଟଙ୍କା

ଭୁବନେଶ୍ବର: ବିଜୁ ପଟନାୟକ ବିମାନ ବନ୍ଦରରେ  ଆରମ୍ଭ ହେଲା ପ୍ରିପେଡ କାର ସେବା । ଜଣେ ଯାତ୍ରୀ ଏୟାରପୋର୍ଟରୁ ଜଦି ୫ କିଲୋମିଟର ପର୍ଯ୍ୟନ୍ତ ଟ୍ୟାକ୍ସି ଏହି ପ୍ରିପେଡ କେନ୍ଦ୍ରରୁ ନେବ ତେବେ ଗ୍ରାହକଙ୍କୁ ଦେବାକୁ ପଡିବ ୨୧୦ ଟଙ୍କା । ପୂର୍ବରୁ ଏୟାର ପୋର୍ଟରେ କୌଣସି ବିମାନ ଯାତ୍ରୀ ଓହ୍ଲାଇଲେ…

ବର୍ଷ ବର୍ଷ ଧରି ଦାବି ! କେଵେ ମିଳିବ ଭାରତରତ୍ନ

ଚଳିତବର୍ଷ ୩ ଜଣଙ୍କୁ ପ୍ରଦାନ କରାଯିବ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତରତ୍ନ। ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସମେତ ବିଶିଷ୍ଟ ସଙ୍ଗୀତଜ୍ଞ ଭୂପେନ ହଜାରିକା(ମରଣୋତ୍ତର) ଓ ସମାଜବାଦୀ ନାନାଜୀ ଦେଶମୁଖଙ୍କୁ (ମରଣୋତ୍ତର) ଏହି ସମ୍ମାନ ପ୍ରଦାନ କରାଯିବ। ତିନି ବର୍ଷ ପରେ ପୁଣି…

ଆଦିବାସୀ ମେଳା- ୨୦୧୯ ଉଦଘାଟିତ

ଭୁବନେଶ୍ୱର : ଭୁବନେଶ୍ୱର ଇଡକଲ ଅଡିଟୋରିୟମରେ ଆଦିବାସୀ ମେଳା ୨୦୧୯ ଉଦଘାଟିତ ହୋଇଛି । ଏହାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଦିବାସୀ ମାନଙ୍କର କଳା ସଂସ୍କୃତି ଜୀବନ ଧାରଣର ଶୈଳୀ ଚିତ୍ରକଳା ଓ ସ୍ଥାପତ୍ୟକୁ ପ୍ରଦର୍ଶନ କରିବା ସହିତ ବିଭିନ୍ନ ଜଙ୍ଗଲ ଜାତ ଦ୍ରବ୍ୟ ଓ…

ରାଜଧାନୀରେ ଆଦିବାସୀ କଳା, ସଂସ୍କୃତିର ଝଲକ

500 ସଯ୍ୟା ବିଶିଷ୍ଟ ଆଦିବାସୀ ହଷ୍ଟେଲର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ କାଳିଆ ଯୋଜନାର ସୁଫଳ ନେବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ  ଭୁବନେଶ୍ବର () ଉଦଘାଟିତ ହେଲା ଆଦିବାସୀ ମେଳା । 1951 ମସିହାରୁ ଏହି ମେଳା ଅନୁଷ୍ଠିତ ହୋଇଆସୁଛି । ତତ୍କାଳିନ ରାଜଧାନୀ କଟକରେ ପ୍ରଥମେ ଆଦିବାସୀ ମେଳା…

‘କାଳିଆ’ରେ କ୍ରିଷନ ମ୍ୟାଜିକ

ଭୁବନେଶ୍ବର () ଯୁବ ଆଇଏଏସ ଅଫିସର କ୍ରିଷନ କୁମାର ପୁଣି ଥରେ ନିଜ ଦକ୍ଷତା ଏବଂ ପ୍ରତିବଦ୍ଧତାର ପ୍ରମାଣ ଦେଇଛନ୍ତି । ବିଭିନ୍ନ କାରଣରୁ ଅଭାବ ଅନାଟନ ମଧ୍ୟରେ ରହୁଥିବା ଚାଷୀଙ୍କୁ ସିଧାସଳଖ ଆର୍ଥିକ ସହାୟତା ପ୍ରଦାନ କରିବାକୁ ରାଜ୍ୟ ସରକାର କାଳିଆ ଯୋଜନାର ପରିକଳ୍ପନା କରିଥିଲେ । ଏହି ଯୋଜନା…

ଭାରତ-ନ୍ୟୁଜିଲାଣ୍ଡ୍‌  ଦ୍ଵିତୀୟ ଦିନିକିଆ:୯୦ ରନରେ ଭାରତ ବିଜୟୀ

ମାଉଣ୍ଟ୍‌ ମେଙ୍ଗନୁଇର ବେ ଓଭାଲଠାରେ ଚାଲିଥିବା ଭାରତ-ନ୍ୟୁଜିଲାଣ୍ଡ୍‌  ଦ୍ଵିତୀୟ ଦିନିକିଆରେ ୯୦ ରନରେ ଭାରତ ବିଜୟୀ ହୋଇଛି।  ୩୨୫ରନ୍‌ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରୁଥିବା  ନ୍ୟୁଜିଲ୍ୟାଣ୍ଡ ଟିମ୍‌ ୪୦.୨ ଓଭରରେ ୨୩୪ ରନ୍ କରି ଅଲ୍‌ ଆଉଟ୍ ହୋଇଯାଇଛି। ଏହି ବିଜୟ ସହିତ ଭାରତୀୟ ଦଳ…

କମଳା ପୂଜାରୀ ଅସୁସ୍ଥ

ଜୟପୁର: ପଦ୍ମଶ୍ରୀ ପୁରସ୍କାର ଲାଗି ମନୋନୀତ ହୋଇଥିବା କମଳା ପୂଜାରୀ ଅସୁସ୍ଥ ହୋଇ ପଡ଼ିଛନ୍ତି। ତାଙ୍କୁ ଜୟପୁର ସ୍ଥିତ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତାଙ୍କର ରକ୍ତଚାପ ବଢ଼ି ଯାଇଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି।

ଗଣତନ୍ତ୍ର ଦିବସରେ ଆତଙ୍କବାଦୀଙ୍କ ହିଂସାକାଣ୍ଡ ; ୫ ଯବାନ ଗୁରୁତର, ୨ ଆତଙ୍କବାଦୀ ନିହତ

କାଶ୍ମୀର: ଗଣତନ୍ତ୍ର ଦିବସରେ ହିଂସାକାଣ୍ଡ ଘଟାଇଛନ୍ତି ଆତଙ୍କବାଦୀ । ଆତଙ୍କବାଦୀଙ୍କ ଆକ୍ରମଣରେ ୫ଜଣ ଯବାନ ଗୁରୁତର ହୋଇଛନ୍ତି । ସୁରକ୍ଷାକର୍ମୀଙ୍କ ଜବାବୀ ହମଲାରେ ୨ ଆତଙ୍କୀ ମଧ୍ୟ ନିହତ ହୋଇଛନ୍ତି । ଅଶାନ୍ତ ହୋଇ ଉଠିଛି କଶ୍ମୀର ଘାଟି । ଆତଙ୍କବାଦୀମାନେ କଶ୍ମୀରର ପୁଲୱାମା ଘାଟି, ପଂପୋର…