Odia News Portal
Monthly Archives

February 2019

ଆଜିଠୁ ମାଟ୍ରିକ ପରୀକ୍ଷା, ପ୍ରଥମ ଦିନ ଅଛି ମାତୃଭାଷା

ଭୁବନେଶ୍ୱର : ଆଜିଠୁ ମାଟ୍ରିକ ପରୀକ୍ଷା । ଚଳିତ ବର୍ଷ ପ୍ରାୟ ୬ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ୩୦୪ଟି ନୋଡାଲ ସେଣ୍ଟରରେ ପ୍ରଶ୍ନପତ୍ର ପହଞ୍ଚି ସାରିଛି। ଦୁର୍ଗମ ଓ ସମ୍ବେଦନଶୀଳ ସ୍ଥାନରେ ୧୯ଟି ପୋଲିସ ଷ୍ଟେସନରେ ରହିଛି ନୋଡାଲ ସେଣ୍ଟର। ନୋଡାଲ ସେଣ୍ଟରରୁ ଆଜି ସକାଳ ୬ରୁ ସାଢ଼େ ଆଠ…

ବଢ଼ିଲା ପ୍ରୋଭିଡେଣ୍ଟ ଫଣ୍ଡ ସୁଧ ହାର, ଆସନ୍ତୁ ଜାଣିଵା

ନୂଆଦିଲ୍ଲୀ : ନିର୍ବାଚନୀ ବର୍ଷରେ  କେନ୍ଦ୍ର ସରକାର ଇପିଏଫ୍‌ଓ ସୁଧହାର ବଢ଼ାଇଛନ୍ତି । ଏହାକୁ ୮.୫୫ରୁ ୮.୬୫ ପ୍ରତିଶତ କରାଯାଇଛି । ଆଜି ଏ ସମ୍ପର୍କରେ କେନ୍ଦ୍ର ଶ୍ରମ ମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ଵାର ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଏହି ନିଷ୍ପତ୍ତି ଯୋଗୁଁ ୬ କୋଟି ଉପଭୋକ୍ତା ଉପକୃତ…

କେନ୍ଦ୍ରାପଡାରେ କିଏ ପାଇବ ବିଜେଡି ଟିକେଟ୍ ! ଆଶାୟୀଙ୍କ ସଂଖ୍ୟା ଅଧିକରୁ ଅଧିକ

ଭୁବନେଶ୍ବର : ପାଖେଇ ଆସୁଛି ୧୯’ ନିର୍ବାଚନ । ସରଗରମ ହେଲାଣି ରାଜନୀତି । କେଉଁ ଲୋକସଭା କ୍ଷେତ୍ରରେ ବିଜେଡିରୁ କିଏ ପ୍ରାର୍ଥୀ ହେବେ ତା ଉପରେ ଏବେ ସମସ୍ତଙ୍କର ନଜର । ଗତ ୨୦୧୪ ନିର୍ବାଚନ ବେଳେ ୧୩ଟି ଲୋକସଭା ଆସନରେ ବିଜେଡି ନୂଆ ମୁହଁଙ୍କୁ ଟିକେଟ ଦେଇଥିଲା। ଅନ୍ୟ ୮ ଆସନରେ ଲୋକସଭା…

ତିନି ନଦୀରୁ ପାକିସ୍ତାନକୁ ପାଣି ବନ୍ଦ : ନିତୀନ ଗଡ଼କରୀ

ନୂଆଦିଲ୍ଲୀ: ପାକିସ୍ତାନକୁ ପାଣି ବନ୍ଦ । ଏଭଳି କିଛି କଠୋର ପଦକ୍ଷେପ ନେବାକୁ ଯାଉଛନ୍ତି ଭାରତ ସରକାର । ଆଜି କେନ୍ଦ୍ର ଜଳସମ୍ବଳ ମନ୍ତ୍ରୀ ନିତୀନ ଗଡ଼କରୀ ଏ ସମ୍ପର୍କରେ ଘୋଷଣା କରିଛନ୍ତି । ଭାରତର ତିନି ନଦୀ ରବି, ବେୟସ ଓ ସତଲେଜରୁ ପାକିସ୍ତାନକୁ ପାଣି ଯାଉଛି । ଏହି ତିନି ନଦୀ ଉପରେ…

ବିଫଳ ହେଲା ବିଜେପିର ଷଡ଼ଯନ୍ତ୍ର : ବିଜେଡି

ଭୁବନେଶ୍ବର (): ନବ ନିର୍ମାଣ କୃଷକ ସଂଗଠନ ଡାକରାରେ ଓଡ଼ିଶା ବନ୍ଦ ପାଳନକୁ ରାଜ୍ୟବାସୀ ବିଶେଷ କରି ରାଜ୍ୟର ଚାଷୀଭାଇମାନେ ପ୍ରତ୍ୟାଖ୍ୟାନ କରିଥିବାରୁ ବିଜୁ ଜନତା ଦଳ ସମସ୍ତଙ୍କୁ ସାଧୁବାଦ ଜଣାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ଚାଷୀ ସମାଜ ସେମାନଙ୍କ ଅଦ୍ଭୂତପୂର୍ବ ବିଶ୍ବାସ ଓ…

ବିଶ୍ୱକପ୍ରୁ ବାଦ୍ ପଡିବ କି ପାକିସ୍ତାନ ?

ପୁଲୱାମା ଆତଙ୍କବାଦୀ ହମ୍ଲାର ବଦ୍ଲା ପାକିସ୍ତାନ ଠାରୁ ନେବା ପାଇଁ ଚାରିଆଡ଼ୁ ଚାପ ପଡ଼ୁଥିବା ବେଳେ ଏବେ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ମଧ୍ୟ ଏଥିପାଇଁ ପ୍ରକ୍ରିୟା ଆରମ୍ଭ କରିଦେଇଛି। ଆଗାମୀ କ୍ରିକେଟ୍ ବିଶ୍ୱକପ୍ରୁ ପାକିସ୍ତାନକୁ ବାଦ୍ ଦେବାକୁ ବିସିସିଆଇ ଏବେ ଅନ୍ତର୍ଜାତୀୟ…

ଇପିଏଫ ସୁଧ ହାର ବଢିଲା

କର୍ମଚାରୀ ଭବିଷ୍ୟନିଧି ସଂସ୍ଥା କର୍ମଚାରୀ ମାନଙ୍କର ଇପିଏଫ ସୁଧ ହାର ବୃଦ୍ଧି କରିଛନ୍ତି । ୨୦୧୮ /୨୦୧୯ ବର୍ଷ ପାଇଁ ସୁଧହାର ୮.୬୫ କରାଯାଇଛି । ପୁର୍ବରୁ ଏହା ୮.୫୫ ଥିଲା । ଏହା ଫଳରେ ଇପିଏଫ ସୁଧହାରୀଙ୍କ ସୁଧହାର ୦.୧୦ ଭାଗ ବୃଦ୍ଧି କରାଯାଇଛି ।

ପରଦାରେ ଆସିବେ ବିଜୁବାବୁ

ବିଜୁବାବୁ ଆସିବେ ପରଦାରେ । ବିଜୁବାବୁଙ୍କ ଆତ୍ମଜୀବନୀ ଓ ଚରିତ୍ରକୁ ନେଇ ପ୍ରସ୍ତୁତି ପଥରେ ଚାଲିଛି ଏକ ଚଳଚ୍ଚିତ୍ର । ଓଡିଶା ଜନଜୀବନର ମହାନାୟକ ତଥା ଓଡିଶାର ବାଜ ବୋଲାଉଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଆଦର୍ଶକୁ ଆଧାର କରି “ବିଜୁବାବୁ” ଚଳଚ୍ଚିତ୍ର ନିର୍ମାଣ…

ପାକିସ୍ତାନ ଟିଭି ଚାନେଲରେ ଦେବାଶିଷ ସାମନ୍ତରାୟ

ଓଡ଼ିଶାର ବିଜେଡି ବିଧାୟକ ଓଡ଼ିଆ ସହିଦ୍ଙ୍କ ମନୋଜ୍ ବେହେରାଙ୍କ ସମ୍ପର୍କୀୟ ଦାଦାଙ୍କ ପ୍ରତି ଯେଉଁଭଳି ଭାବେ ଅଭଦ୍ରୋଚିତ ଆଚରଣ କଲେ ତାହା ବର୍ତ୍ତମାନ ପାକିସ୍ତାନ ଟେଲିଭିଜନ ଚାନେଲରେ ଘୁରି ବୁଲିଲାଣି । ଓଡିଶା ବିଜେଡି ବିଧାୟକଙ୍କ କାରନାମା ଓଡିଶାରେ କ୍ଷମତାସିନ ସରକାରକୁ ଯାହା ତ ନିନ୍ଦିତ…

କାଳିଆ ଯୋଜନାରେ ୩୦ଲକ୍ଷରୁ ଉଦ୍ଧ୍ୱର୍ ଚାଷୀ ଉପକୃତ ହେଲେଣି

ଭୁବନେଶ୍ବର () କାଳିଆ ଯୋଜନାରେ ଏବେ ସୁଦ୍ଧା ରାଜ୍ୟର 30 ଲକ୍ଷ 40 ହଜାର 38ଜଣ ଚାଷୀ ଉପକୃତ ହୋଇଛନ୍ତି । ସେ ମଧ୍ୟରୁ ମୟୁରଭଂଜରେ ସର୍ବାଧିକ 2ଲକ୍ଷ 27 ହଜାର 70ଜଣ ଚାଷୀ କାଳିଆ ସହାୟତା ପାଇଛନ୍ତି । କୃଷି ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ସୁଦ୍ଧା ଅନୁଗୁଳ ଜିଲ୍ଲାରେ…