ମୁଖ୍ୟମନ୍ତ୍ରୀଙ୍କ ଆଜି ବରଗଡ଼ ଗସ୍ତ : ୨ହଜାର ୩୬ କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ
ବରଗଡ଼ : ଆଜି ବରଗଡ଼ ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସୋହେଲା ବ୍ଲକର ଇଚ୍ଛାପାଲିରେ ଆୟୋଜିତ ଚାଷୀ ମହାସମାବେଶରେ ଯୋଗ ଦେବେ । ସମାବେଶରେ କାଳିଆ ଯୋଜନାରେ ଦ୍ୱିତୀୟ ପର୍ଯ୍ୟାୟ ସହାୟତା ରାଶି ପ୍ରଦାନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ। କାଳିଆ ଯୋଜନାରେ ବର୍ତ୍ତମାନ…