Odia News Portal
Monthly Archives

February 2019

ଧରା ପଡୁନି କଲରାପତରିଆ

ଭୁବନେଶ୍ୱର, ( ଚକ୍ରଧର ମାଝି ) :  ରାଜଧାନୀରେ ବାଘ ଧରିବାକୁ ଆରମ୍ଭ ହୋଇଥିବା ପ୍ରଥମ ପର୍ୟ୍ୟାୟ ଅପରେସନ ଶେଷ ହୋଇଛି । ବାଘକୁ ନପାଇ ଜଙ୍ଗଲରୁ ଫେରିଛନ୍ତି ନନ୍ଦନକାନନ ଓ ଓୟୁଏଟିର ସ୍ୱତନ୍ତ୍ର ବିଶେଷଜ୍ଞ ଦଳ । ବାଘଟି ବିମାନବନ୍ଦର ପାଖ ଜଙ୍ଗଲରେ ଥିବା ଅନୁମାନ କରାଯାଉଛି । ଖୁବଶୀଘ୍ର ବାଘକୁ…

ପାକିସ୍ତାନୀ ଗାୟକଙ୍କୁ ନିଜ ଫିଲ୍ମରୁ ବାହାର କଲେ ସଲମାନ

ପୁଲୱାମାରେ ସିଆରପିଏଫ ଯବାନଙ୍କ ଉପରକୁ ହୋଇଥିବା ଆତ୍ମଘାତୀ ହମଲାକୁ ନେଇ ସମଗ୍ର ଦେଶରେ ଆକ୍ରୋଶର ମାହୋଲ ଦେଖା ଦେଇଛି | ବଲିଉଡ ଇଣ୍ଡଷ୍ଟ୍ରି ମଧ୍ୟ ଏଥିରୁ ବାଦ ପଡିନି | ଅଧିକାଂଶ ବଲିଉଡ କଳାକାର ଏହାକୁ ନିନ୍ଦା କରିଛନ୍ତି | ଏହାସହ ଅନେକ ବଲିଉଡ କଳାକାର ସହିଦଙ୍କ ପରିବାରକୁ ଆର୍ଥିକ ସହାୟତା…

ପାକିସ୍ତାନୀ ଚୋରଙ୍କ ମୁହଁ ଟାଣ

ପୁଲୱାମା ଆତଙ୍କବାଦୀ ହମଲା ପରେ ସବୁଆଡୁ ଏକଘରିକିଆ ହେବା ଆଶଙ୍କାରେ ପାକିସ୍ତାନ ଏକ ନୂଆ ଚାଲ ଖେଳିବା ସହିତ ଚୋରଙ୍କ ମହଁ ଟାଣ ଭଳି ଏହାର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ବକୱାସ ଆରମ୍ଭ କରିଛି । ପୁଣି ଆତଙ୍କୀ ହମଲା ଘଟଣା ଉପରେ ଦୋଷ ଛଡ଼ାଇ ଇମ୍ରାନ କହିଲେ, ପ୍ରମାଣ ନଥାଇ ପାକିସ୍ତାନ ଉପରେ…

ମହିଳାଙ୍କୁ ଆଉ ଦେବାକୁ ପଡିବନି ଭର୍ଜିନିଟି ଟେଷ୍ଟ

ଏଥର ମହିଳା ମାନଙ୍କୁ ଦେବାକୁ ପଡିବନି ଭର୍ଜିନିଟି ଟେଷ୍ଟ, ଏବେ ମହାରାଷ୍ଟ୍ରରେ କୌଣସି ମହିଳାଙ୍କୁ ଭର୍ଜିନିଟି ଟେଷ୍ଟ କରିବାକୁ ବାଧ୍ୟ କଲେ ଉକ୍ତ ବ୍ୟକ୍ତିକୁ ଭୋଗିବାକୁ ପଡିବ କଠୋର ଦଣ୍ଡ । ମହାରାଷ୍ଟ୍ରର କିଛି ସ୍ଥାନରେ ପରମ୍ପରା ଅଛି ବିବାହ ପୁର୍ବରୁ ଝିଅମାନଙ୍କର ଭର୍ଜିନିଟି ଟେଷ୍ଟ…

ଜଳିଗଲା ସଂସାର

କନ୍ଧମାଳ ଜିଲ୍ଲା ବାଲିଗୁଡା ଠାରେ ଅଗ୍ନି ଦୁର୍ଘଟଣାରେ ଗୋଟିଏ ସଂସାର ଜଳିପୋଡି ଛାରଖାର ହୋଇଯାଇଛି । ମା’ ସହ ଦୁଇ ନିଷ୍ପାପ ଶିଶୁ ଜୀବନ୍ତ ଦଗ୍ଧ ହୋଇଥିବା ସମ୍ପର୍କରେ ଏକ କରୁଣ ସମ୍ବାଦ ବିଭିନ୍ନ ଅଂଚଳରେ ଶୋକର ଛାୟା ଖେଳାଇଦେଇଛି । ମୃତ୍ୟୁବରଣ କରିଥିବା ମହିଳାଙ୍କ ନାମ ୨୬ବର୍ଷିଆ ଝୁଲିମା…

୧୦.୯ କୋଟି ସହ ଜଣେ ମହିଳା ୩ଯୁବକ ଗିରଫ

ଓଡିଶା ସୀମାନ୍ତରୁ ୧୦ କୋଟିରୁ ଉର୍ଦ୍ଧ ଟଙ୍କା ଜବତ କରାଯାଇଛି । ଏହି ଟଙ୍କା ଛତିଶଗଡରୁ ଆଗ୍ରା ଯାଉଥିବା ଜଣାପଡିଛି । ଏହି ଟଙ୍କା ସହିତ ୩ଜଣ ଯୁବକ ଓ ଜଣେ ମହିଳାଙ୍କୁ ପୋଲିସ ଅଟକରଖି ପଚରାଉଚରା କରାଯାଉଛି । ମାଲକାନାଗିରି ଠାରେ ଏକ ଟୟଟା କାରରୁ ଏହି ଟଙ୍କା ଜବତ କରାଯାଇଛି । ଏହି କାରରୁ ଜବତ…

୩ ପେଟି ଚୋରା ମଦ ଜବଦ

ଚାନ୍ଦବାଲି  : ଚାନ୍ଦବାଲି ବ୍ଲକ ଚଡ଼ଦିଆ ପଂଚାୟତରେ ବେଆଇନ ଭାବେ ଚୋରା ମଦ କାରବାର କରୁଥିବା ୨ ବେପାରୀଙ୍କ ଠାରୁ ୩ ପେଟି ମଦ ମହିଳାମାନେ ଜବଦ କରିଥିବାବେଳେ ମଦ ପେଟିକୁ ଛାଡ଼ି ଅଭିଯୁକ୍ତମାନେ ଫେରାର ହୋଇ ଯାଇଛନ୍ତି । ଗାଁରେ ସରସ୍ବତୀଙ୍କ ଭଷାଣୀ ଚାଲୁଥିବା ସମୟରେ ଚୋର ମଦକୁ ୨ ଅଭିଯୁକ୍ତ…

କାଲି ଓଡିଶା ଆସିବେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଦିନ ୧୧ଟାରେ ପ୍ରଥମେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ପୋଲିସ ପଡିଆରେ ପହଞ୍ଚିବେ। ସେଠାରେ କର୍ମକର୍ତ୍ତା ସମାବେଶରେ ଉଦ୍‌ବୋଧନ ଦେବା ପରେ ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀ ନାଚୁଣୀ…

ବୁଡାଗୁଡ଼ା ଛକରେ ଲାଗିଛି ମାଓ ପୋଷ୍ଟର

କନ୍ଧମାଳ : କନ୍ଧମାଳ ଜିଲ୍ଲାରେ ମାଓ ପୋଷ୍ଟର। ଦାରିଙ୍ଗବାଡି ଥାନା ସିମନବାଡି ନିକଟସ୍ଥ ବୁଡାଗୁଡ଼ା ଛକରେ ଲାଗିଛି ମାଓ ପୋଷ୍ଟର। ସିପିଆଇ ମାଓବାଦୀ ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଏହି ପୋଷ୍ଟର ଲଗାଯାଇଛି। ଆସନ୍ତା ୨୧ ତାରିଖରେ ନବ ନିର୍ମାଣ କୃଷକ ସଂଘ ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରାକୁ ମାଓ…

କେନ୍ଦ୍ରାପଡ଼ାରେ ଏନ୍‌କାଉଣ୍ଟର

କେନ୍ଦ୍ରାପଡ଼ାରେ ଏନ୍‌କାଉଣ୍ଟର। ସଦର ଥାନା ପୁଲିସ୍‌ ଓ ସ୍ପେଶାଲ୍‌ ସ୍କ୍ୱାଡ଼ର ଏନ୍‌କାଉଣ୍ଟରରେ ଅପରାଧୀ ଗଣେଶ ମଲ୍ଲିକ ଗୁରୁତର ଆହତ ହୋଇଛି। ମିଳିଥିବା ସୂଚନା ଅନୁସାରେ, ଗଣେଶର ଡାହାଣ ଗୋଡ଼ରେ ବାଜିଛି ଗୁଳି। କେନ୍ଦ୍ରାପଡ଼ାର ହାଲପୁର ଛକରେ ଏହି ଏନ୍‌କାଉଣ୍ଟର ହୋଇଛି। ଗଣେଶ ହତ୍ୟା,…