ଆଜି ମୁଖ୍ୟମନ୍ତ୍ରୀଙ୍କ ଯାଜପୁରରେ ତିନିଟି କାର୍ଯ୍ୟକ୍ରମ : ୨ଶହ କୋଟିର ୩୧୩ଟି ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ
ଯାଜପୁର : ଆଜି ମୁଖ୍ୟମନ୍ତ୍ରୀଙ୍କ ଯାଜପୁର ଜିଲ୍ଲା ଗସ୍ତ। ଦଶରଥପୁର ବ୍ଲକର ଦତ୍ତପୁର, ଧର୍ମଶାଳା ବ୍ଲକର ଜାରକା ଓ ବିଂଝାରପୁର ବ୍ଲକର ଯଜ୍ଞ ପଡିଆରେ ତିନିଟି କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ବିଭିନ୍ନ ଉନ୍ନୟନ ମୂଳକ କାମର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ। ପ୍ରଥମେ ଦତ୍ତପୁରରେ…
