୮୨କେଜି ଗଞ୍ଜେଇ ସହ ୪ ଗିରଫ
ଗଜପତି : ଗଞ୍ଜେଇ ବସ୍ତା ଜବତ,୪ ଗିରଫ। ଗଜପତି ଜିଲ୍ଲା ଚୂଡଙ୍ଗପୁର ଅଞ୍ଚଳରୁ ଏହି ଗଞ୍ଜେଇ ଜବତ ହୋଇଛି। ଚୂଡଙ୍ଗପୁର ଅଞ୍ଚଳରେ ଅଡ଼ବା ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ୪ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ସାତାମ୍ ଖାନ୍, ମିଜାନ୍ ଖାନ୍ , ସାହାଙ୍ଗିର ଶେଖ୍ ଓ ମୁଶାରଫ ଖାନ୍।…
