Odia News Portal
Monthly Archives

February 2019

ସହିଦ ପରିବାରକୁ ସହାୟତା ରାଶି ୨୫ ଲକ୍ଷକୁ ବଢିଲା

୨ ଓଡ଼ିଆ ଯବାନଙ୍କ ପରିବାର ପାଇଁ ଅନୁକମ୍ପା ସହାୟତା ରାଶି ବୃଦ୍ଧି କଲେ ରାଜ୍ୟ ସରକାର । ସହିଦ ମନୋଜ ବେହେରା ଓ ସହିଦ ପ୍ରସନ୍ନ ସାହୁଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ଦେଶପାଇଁ ବଳିଦାନ ଦେଇଥିବା ଏହି ଦୁଇ ବୀର ଓଡ଼ିଆ…

ଜନ୍ମମାଟିରେ ଶେଷ ସଲାମ

ପୁଲୱାମା ଆତଙ୍କୀ ହମଲାରେ ସହିଦ ହୋଇଥିବା ୨ ଓଡ଼ିଆ ଯବାନଙ୍କ ମଧ୍ୟରୁ କଟକ ରତନପୁର ଗାଁର ମାନୋଜ ବେହେରାଙ୍କ ପରିବାର । ଯେଉଁ ପୁଅ କିଛି ଦିନ ପୂର୍ବେ ଛୁଟି କଟାଇ ପୁଣି ଦେଶପାଇଁ ଲଢ଼ିବାକୁ ଅଣ୍ଟା ଭିଡ଼ି ଚାଲିଯାଇଥିଲା ସେ ଆଉ ଏ ଦୁନିଆରେ ନାହିଁ । ଆଉ ପୁଅର ମରଶରୀରକୁ ଦେଖି ଲୋତକ ଭରା ଚାହାଣୀରେ…

ସହିଦଙ୍କ ପାଇଁ ବିମାନ ବନ୍ଦର ପରିସରରେ ସ୍ୱତନ୍ତ୍ର ବ୍ୟବସ୍ଥା

ସହିଦଙ୍କ ପାଇଁ ଭୁବନେଶ୍ୱର ବିମାନବନ୍ଦର ପରିସରରେ ସ୍ୱତନ୍ତ୍ର ଆୟୋଜନ କରାଯାଇଛି । ମିଳିଥିବା ସୂଚନା ଅନୁସାରେ, ଦିଲ୍ଲୀରୁ ଏକ ସ୍ୱତନ୍ତ୍ର ବିମାନ ଯୋଗେ ମରଶରୀରକୁ ଭୁବନେଶ୍ୱର ଅଣାଯାଉଛି । ସହିଦଙ୍କୁ ଶେଷ ଶ୍ରଦ୍ଧାଞ୍ଜଳୀ ଦେବା ପାଇଁ ବିମାନବନ୍ଦର ପରିସରରେ ଭିଡ ମଧ୍ୟ ରହିଛି । ରାଜନେତାଠାରୁ…

ଥାନାଧିକାରୀଙ୍କୁ ହତ୍ୟା ଧମକ !

କନ୍ଧମାଳ : କନ୍ଧମାଳରେ କିଛିଦିନର ନିରବତା ପରେ ମାଓବାଦୀଙ୍କ ପାଦ୍ରୁଭାବ ପୁଣି ବଢିବାରେ ଲାଗିଛି । ଆଜି ଲାଲାବହିନୀ ଜିଲ୍ଲାର ବିଭିନ୍ନ ସ୍ଥାନରେ ପୋଷ୍ଟର ମାରି ନିଜର ଅସ୍ତିତ୍ୱ ଜାହିର କରିଛି । ଏପରିକି ପୋଷ୍ଟରରେ ଥାନା ଅଧିକାରୀଙ୍କୁ ଧମକ ମଧ୍ୟ ଦେଇଛି । ସୂଚନାନୁସାରେ, ଆଜି କନ୍ଧମାଳ…

ଅଧ୍ୟାପକଙ୍କ ଘରେ ଭିଜିଲାନ୍ସ ଚଢାଉ

ବାଲେଶ୍ୱର : ଅଧ୍ୟାପକଙ୍କ ଘରେ ଭିଜିଲାନ୍ସ ଚଢାଉ। ବାଲେଶ୍ୱର ଜିଲ୍ଲା ସୋର ତଳନଗର ମହାବିଦ୍ୟାଳୟର ବୋଟନୀ ଅଧ୍ୟାପକ ରାମଚନ୍ଦ୍ର ଉପାଧ୍ୟାୟଙ୍କ ଘର ସମେତ ୪ଟି ସ୍ଥାନରେ ଚଢାଉ କରାଯାଇଛି। ଭିଜିଲାନ୍ସ ପକ୍ଷରୁ ୫ଜଣ ଏହି ଚଢାଉ କରିଛନ୍ତି। ଚଢାଉ ବେଳେ ୩ ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଛି।…

ରାସ୍ତା କଡ଼କୁ ଓଲଟିଲା ବରଯାତ୍ରୀ ଗାଡି : ୬ଜଣ ଆହତ

ଘଟଗାଁ : ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିଲା ବରଯାତ୍ରୀ ଗାଡି। ଦୁର୍ଘଟଣାରେ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ୬ଜଣ ଆହତ ହୋଇଥିବାର ଜଣାପଡିଛି । ସୂଚନା ଅନୁଯାୟୀ ହରିଚନ୍ଦନପୁର ଗ୍ରାମପଞ୍ଚାୟତ ରଘୁନାଥପୁର ଗ୍ରାମର ଜଣେ ଯୁବକର ବାହାଘରର ବରଯାତ୍ରୀ ନିମନ୍ତେ ଗ୍ରାମର ଯୁବକମାନେ…

୩୪ ଘଣ୍ଟା ଧରି ମୃତ୍ୟୁ ସହିତ ସଂଘର୍ଷ କରିବା ପରେ ଶେଷରେ ଆଖି ବୁଜିଲେ ଜ୍ୟୋତିର୍ମୟୀ

ଦୀର୍ଘ ୩୪ ଘଣ୍ଟା ଧରି ମୃତ୍ୟୁ ସହିତ ସଂଘର୍ଷ କରିବା ପରେ ହାରି ଯାଇଛନ୍ତି ହୀରାକୁଦର ଜ୍ୟୋତିର୍ମୟୀ ନାୟକ। ୨ ଝିଅ ଜନ୍ମ ଦେଇଥିବାରୁ ପରିବାର ଲୋକ ପେଟ୍ରୋଲ୍‌ ଢାଳି ନିଆଁ ଲଗାଇ ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଶେଷରେ, ଆଜି ସେ ଆଖି ବୁଜିଛନ୍ତି।…

ଫେବ୍ରୁଆରି ୨୨ରୁ ମାଟ୍ରିକ୍‌ ପରୀକ୍ଷା, ଏଥର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଭୁବନେଶ୍ୱର : ଫେବ୍ରୁଆରି ୨୨ରୁ ଆରମ୍ଭ ହେବାକୁ ଥିବା ମାଟ୍ରିକ୍‌ ପରୀକ୍ଷାର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି ମାଧ୍ୟମିକ ଶିକ୍ଷା ପରିଷଦ। ଗତଥର ପରି ଏଥର ଯେମିତି ପ୍ରଶ୍ନପତ୍ର ଯେମିତି ଭାଇରାଲ ନ ହୁଏ, ସେଥିପାଇଁ ପରୀକ୍ଷା କେନ୍ଦ୍ରକୁ ମୋବାଇଲ୍‌ ପ୍ରବେଶ ଉପରେ କଟକଣା ଜାରି ହୋଇଛି।…

ଭୂମିହୀନ ଚାଷୀଙ୍କ ଆକାଉଣ୍ଟକୁ ଗଲା ‘କାଳିଆ’ ଟଙ୍କା

ଭୂମିହୀନ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଗଲା ପ୍ରଥମ ପର୍ୟ୍ୟାୟ ‘କାଳିଆ’ ଟଙ୍କା । କେନ୍ଦ୍ରାପଡ଼ା ‘କାଳିଆ’ ଚାଷୀ ମହାସମାବେଶରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୂମିହୀନ ଚାଷୀଙ୍କୁ ଜୀବନଧାରଣ ପାଇଁ ପ୍ରଥମ ପର୍ୟ୍ୟାୟରେ ୫ ହଜାର ଟଙ୍କା ପ୍ରଦାନ କରାଯାଇଛି । ଏହି ଟଙ୍କାରେ ଚାଷୀ…

ସମ୍ପର୍କ ମଜବୁତ୍ ପାଇଁ କରନ୍ତୁ ଏହି କାମ 

କୌଣସି ବି ସମ୍ପର୍କକୁ ମଜବୁତ୍ ଭାବେ ନିଭାଇବା ପାଇଁ ପରସ୍ପର ମଧ୍ୟରେ କିଛି ଦୂରତା ରଖିବା ଆବଶ୍ୟକ । କିନ୍ତୁ କିଛି ସମୟରେ ଲୋକେ ଭୁଲ୍ କରି ବସନ୍ତି । ଭଲପାଇବା ଥିବା ସତ୍ତ୍ବେ ମଧ୍ୟ ନିଜର ସାଥୀଙ୍କ ସହିତ କିଛି ଦୂରତା ରଖିବା ଦରକାର । ବ୍ୟକ୍ତିଗତ ଦୂରତାକୁ ଭୁଲ୍ ଭାବେ ନେବା ଠିକ୍ ନୁହେଁ ।…