ପୋଲିସ-ମାଓବାଦୀ ମୁହାଁମୁହିଁ, ଘଟଣାସ୍ଥଳରୁ ୩ଟି ବନ୍ଧୁକ, ଗୋଟିଏ ଟିଫିନ ବୋମା ଜବତ
ଭବାନୀପାଟଣା : ଭବାନୀପାଟଣା ସଦର ଥାନା ସୁଲିଆ ଗାଁ କତେଲଘାଟିରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ । ୧୦ରୁ ୧୨ ଜଣ ମାଓବାଦୀ ଓ କିଛି ମିଲିସିଆ ବୈଠକ କରିବା ଖବର ପାଇ ପୋଲିସ ସେଠାରେ ଚଢ଼ାଉ କରିଥିଲା । କିଛି ସମୟ ଧରି ଉଭୟ ପକ୍ଷଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଥିଲା । ଏହାପରେ ଚମ୍ପଟ…
