Odia News Portal
Monthly Archives

February 2019

ଅର୍ଥଦଣ୍ଡ ସହ ୨ ଦିନ ସୁପ୍ରିମକୋର୍ଟରେ ବସି ରହିବେ ନାଗେଶ୍ୱର ରାଓ

ଭୁବନେଶ୍ବର () ସିବିଆଇର ମଧ୍ୟବର୍ତ୍ତିକାଳୀନ ନିର୍ଦ୍ଦେଶକ ଏମ.ନାଗେଶ୍ବର ରାଓଙ୍କୁ କୋର୍ଟର ଅବମାନନା ଅଭିଯୋଗରେ ଏକ ଲକ୍ଷ ଟଙ୍କା ଜୋରିମାନା ସହ କୋର୍ଟ ରୁମର ଗୋଟିଏ କୋଣରେ ବସିବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟ ବିଚାରପତି । ମୁଖ୍ୟ ବିଚାରପତି ଜଷ୍ଟିସ ରଂଜନ ଗୋଗୋଇ ଏହି ନିର୍ଦ୍ଦେଶ ଦେଇଥିବା…

ଅମିତାଭ ଠାକୁର ହେଲେ ଏସଏପି ଆଇଜି

ରାଜ୍ୟ ସରକାର ନିର୍ବାଚନ ପୂର୍ବରୁ ଆଇପିଏସ ସ୍ତରରେ ଏକ ବଡ ଧରଣର ଅଦଳବଦଳ କରିଛନ୍ତି । ଏଥିରେ ଗୁଇନ୍ଦା ବିଭାର ନିର୍ଦ୍ଦେଶକ ଦାୟିତ୍ୱରେ ଥିବା ସୁନିଲ ରାୟଙ୍କୁ ସ୍ୱତନ୍ତ୍ର ଡ଼ିଜି ଗୁଇନ୍ଦା ବିଭାଗର ଦାୟିତ୍ୱ ରେ ଅବସ୍ଥାପିତ କରାଯାଇଛି । ବରିÂ ଆଇପିଏସ ଅଫିସର ଅମିତାଭ ଠାକୁରଙ୍କୁ ଏସଏପି ଆଇଜି…

ଆସନ୍ତା ୧୫ରେ ଭୂମିହୀନ ଚାଷୀଙ୍କୁ ମିଳିବ କାଳିଆ ଟଙ୍କା

ଫେବୃୟାରୀ ୧୫ରେ ୪ଲକ୍ଷ ଭୂମିହୀନ ଚାଷୀଙ୍କୁ ମିଳିବ କାଳିଆ ଟଙ୍କା। ସାଢେ ୪ଲକ୍ଷ ଚାଷୀଙ୍କୁ ପ୍ରଥମ ପର୍ୟ୍ୟାୟରେ ୫ହଜାର ଟଙ୍କା ମିଳିବ ବୋଲି କୃଷି ସଚିବ ସୌରଭ ଗର୍ଗ ଆଜି ଏଠାରେ ସୂଚନା ଦେଇଛନ୍ତି  । ସେ କହିଛନ୍ତି ଯେ ଆସନ୍ତା ୨୨ରେ ୧୪ଲକ୍ଷ କ୍ଷୁଦ୍ର ଚାଷୀଙ୍କୁ ମିଳିବ ସହାୟତା। କାଳିଆ ଯୋଜନା…

ଭିଜିଲାନ୍ସ ଜାଲରେ ବ୍ୟାଙ୍କ ସହକାରୀ

ଭଦ୍ରକ : ଭିଜିଲାନ୍ସ ଜାଲରେ ଭଦ୍ରକ-ବାଲେଶ୍ୱର ସେଣ୍ଟ୍ରାଲ କୋପରେଟିଭ ବ୍ୟାଙ୍କର ସହକାରୀ ପରିଚାଳକ । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ପରିଚାଳକ ଅଜିତ କୁମାର ହୋତାଙ୍କ ଘରେ ରେଡ ହୋଇଛି । ଘର, ଅଫିସ ସମେତ ଏକକାଳୀନ ୪ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଚାଲିଛି । ଏ ଯାଏଁ ୨…

ତ୍ରିଲୋଚନଙ୍କୁ କେବେ ମିଳିବ ସହାୟତା : କୋମାରେ ମୃତ୍ୟୁ ସହ ସଂଘର୍ଷ

ନବରଙ୍ଗପୁର/ନନ୍ଦାହାଣ୍ଡି : କୌଣସି ଗରିବ ଲୋକର ଚିକିତ୍ସାରେ ଅର୍ଥ ବାଧକ ହେବନି । ସେଥିପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କରିଛନ୍ତି ରାଜ୍ୟ ସରକାର । ୫ରୁ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଯୋଗାଇ ଦେବାକୁ ଘୋଷଣା କରିଛନ୍ତି । ଏଠାରେ କିନ୍ତୁ ତା’ର ସାଂଘାତିକ ବ୍ୟତିକ୍ରମ ଦେଖିବାକୁ ମିଳିଛି ।…

ଭାଲେନଟାଇନ ଡ଼େରେ ରିଲିଜ ହେବ ଫିଲ୍ମ ‘ଗଲି ବୟ’

ମୁମ୍ବାଇ : ରଣବୀର ସିଂଙ୍କ ଅପକମିଂ ଫିଲ୍ମ ‘ଗଲି ବୟ’ କିଛି ଦିନ ହେବ ଚର୍ଚ୍ଚାରେ ରହିଛି । ସିନେମାର ଟ୍ରେଲର ଦର୍ଶକଙ୍କ ମଧ୍ୟରେ ବେଶ ଆଦୃତ ହୋଇଛି। ରଣବୀରଙ୍କ ସହ ଏହି ସିନେମାରେ ଆଲିଆ ଭଟ୍ଟ ଓ କଲ୍କୀ କେକଲା ମୁଖ୍ୟ ଭୁମିକାରେ ନଜରକୁ ଆସିବେ । ଏହି ଫିଲ୍ମ ଫେବୃଆରୀ ୧୪ ଅଥବା ଭାଲେନଟାଇନ…

ପୁଣି ଦିଆଗଲା ୭ବର୍ଷର ଶିଶୁ ପୁତ୍ରକୁ ଚେଙ୍କ

ରାଉରକେଲା : ପୁଣି ଦିଆଗଲା ୭ବର୍ଷର ଶିଶୁ ପୁତ୍ରକୁ ଚେଙ୍କ । ରୋଗ ଭଲକରିବାକୁ ଶିଶୁଟିକୁ ୩୧ଟି ଚେଙ୍କ ଦିଆଯାଇଛି । ଶିଶୁଟିକୁ ରାଉରକେଲା ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ ରାଉରକେଲା ବୀରମିତ୍ରପୁରରେ ବାବୁଲାଲ ବାଗେଙ୍କ ୭ବର୍ଷର ପୁଅ ତା ମାଉସୀ ଘର ଝାଡ଼ଖଣ୍ଡରେ ପାଠ…

ଆଜିଠୁ ଆରମ୍ଭ ମାଘ ମେଳା, ଉତ୍ସବମୁଖର ଖଣ୍ଡଗିରି

ଭୁବନେଶ୍ବର, ( ଚକ୍ରଧର ମାଝି ) : ଆଜି ଠାରୁ ଆରମ୍ଭ ହେବ ମାଘ ମେଳା । ସେଥିପାଇଁ ଉତ୍ସବମୁଖର ଖଣ୍ଡଗିରି । ରାଜ୍ୟ ତଥା ରାଜ୍ୟ ବାହାରୁ ଶହ ଶହ ସଂଖ୍ୟାରେ ସାଧୁସନ୍ଥ ଏକାଠି ହେବେ । ବିଶ୍ବ ଶାନ୍ତି ହୋମ ଯଜ୍ଞ ସହିତ ହରିବୋଲ ହୁଳହୁଳିରେ ପ୍ରକମ୍ପିତ ହେବ ଚର୍ତୁଦିଗ । ଜାଗମରାରୁ ପ୍ରଭୁ…

ଭାଲେଣ୍ଟାଇନ୍ ଡେ’ ବିବାଦ : ୧୪ ଫେବୃଆରୀରେ ବିଛୁଆତି ଲଗାଇବ କଳିଙ୍ଗ ସେନା

ଭୁବନେଶ୍ବର, ( ଚକ୍ରଧର ମାଝି ) : ଭାଲେଣ୍ଟାଇନ ଦିବସରେ ପ୍ରେମୀଯୁଗଳଙ୍କୁ ବିଛୁଆତି ଉପହାର ଦେବ କଳିଙ୍ଗ ସେନା ।  ଏକ ସାମ୍ବାଦିକ ସମ୍ମିଳନୀରେ ସଂଗଠନର ନାରୀ ସେନା ଶାଖାର ଅଧ୍ୟକ୍ଷ କହିଛନ୍ତି । ଫେବୃଆରୀ ୧୪କୁ ଟାର୍ଗେଟ କରାଯାଇଛି । ଆମେ ଭଲପାଇବାକୁ ବିରୋଧ କରୁନା । କିନ୍ତୁ ପ୍ରେମ ନାଁରେ…

ସୋସିଆଲ୍ ମିଡିଆର ଏଣ୍ଟ୍ରି ମାରିଲେ ପ୍ରିୟଙ୍କା, ମୋଦିଙ୍କୁ ମାତ୍ ଦେଇପାରନ୍ତି !

ରାଜନୀତି ମୈଦାନକୁ ଆଜିଠାରୁ ଓହ୍ଲାଇଛନ୍ତି କଂଗ୍ରେସର ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧି । ଲକ୍ଷ୍ନୌରୁ କଂଗ୍ରେସ ପାଇଁ ପ୍ରଚାର ଆରମ୍ଭ କରିଛନ୍ତି ପ୍ରିୟଙ୍କା । ହେଲେ ଏହି ରୋଡ୍ ସୋ ପୂର୍ବରୁ ସୋସିଆଲ୍ ମିଡିଆରେ ଏଣ୍ଟ୍ରି ମାରିଛନ୍ତି ପ୍ରିୟଙ୍କା । କଂଗ୍ରେସ୍ ତରଫରୁ ସକାଳେ ଟୁଇଟ୍…