ଚନ୍ଦ୍ରଭାଗାରେ ବୁଡ଼ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ
କୋଣାର୍କ : ତୀର୍ଥ ପୁଷ୍କରିଣୀରେ ଶ୍ରଦ୍ଧାଳୁ ବୁଡ଼ ପକାଇବା ସହ ସୂର୍ୟ୍ୟ ଦର୍ଶନ କରିଛନ୍ତି। ବିଶ୍ୱାସ ରହିଛି, ଏହି ଦିନ ଶ୍ରୀକୃଷ୍ଣଙ୍କ ପୁଅ ଶାମ୍ବ କୃଷ୍ଠ ରୋଗରୁ ମୁକ୍ତି ପାଇବା ପାଇଁ ଚନ୍ଦ୍ରଭାଗାରେ ବୁଡ଼ ପରାଇଥିଲେ। ୨୭ ଦିନ ଏଠାରେ ସୂର୍ୟ୍ୟଙ୍କୁ ଆରାଧନା କରିବା ପରେ ସେ ଆରୋଗ୍ୟ ଲାଭ…
