ମନ୍ତ୍ରୀଙ୍କ କାନ୍ଧରେ ସଂଗ୍ରାମୀ ଦାୟାଦ ଶ୍ରଦ୍ଧାନନ୍ଦଙ୍କ ଶବ
ମାହାଙ୍ଗା: ବାପାଥିଲେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ । ମାହାଙ୍ଗା ଗାନ୍ଧୀ ସଚ୍ଚିଦାନନ୍ଦ ଜେନା । ମାଆ ନିରୂପମା ଦେବୀ ଥିଲେ ସ୍ୱାଧୀନତା ସଂଗ୍ରାମୀ । ଉଭୟ ସଂଗ୍ରାମୀ ଦମ୍ପତିଙ୍କ ସୁଯୋଗ୍ୟ ଦାୟାଦ ଶ୍ରଦ୍ଧାନନ୍ଦଙ୍କ ଭୁବନେଶ୍ୱର ଆପୋଲୋ ହସ୍ପିଟାଲରେ ଗତ ରାତି ଆଠଟା ବେଳେ ଦେହାନ୍ତ ଘଟିଛି ।…
