Odia News Portal
Monthly Archives

February 2019

ଜମ୍ମୁକଶ୍ମୀରରେ ୫ ଆତଙ୍କବାଦୀ ନିହତ

ଜମ୍ମୁକଶ୍ମୀରର କୁଲଗାମରେ ସେନାକୁ ବଡ ସଫଳତା । କୁଲଗାମର କେଲମ ଅଂଚଳରେ ହୋଇଥିବା ଏନକାଉଁଟରରେ ୫ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ସେନା, ଜମ୍ମୁକଶ୍ମୀର ପୁଲିସ, ସିଆରପିଏଫ, ୯ ରାଷ୍ଟ୍ରୀୟ ରାଏଫଲସ, ଏସଓଜିର ମିଳିତ ଅପରେସନରେ ଏହି ସଫଳତା ମିଳିଛି । କେଲମରେ ଆତଙ୍କବାଦୀ ଲୁଚିଥିବା ଖବର ପାଇଁ…

ସୌନ୍ଦର୍ଯ୍ୟ ନୁହେଁ, ନାରୀ ଠାରୁ ପୁରୁଷ ଚାହେଁ ଏହି ଜିନିଷ…

ଭଗବାନ ପୁରୁଷଙ୍କ ପାଇଁ ନାରୀ ଓ ନାରୀ ପାଇଁ ପୁରୁଷକୁ ବନେଇଛନ୍ତି । ପୁରୁଷଙ୍କ ବିନା ନାରୀ ବା ନାରୀ ବିନା ପୁରୁଷ ଜୀବନ ଅତିବାହିତ କରିବା କଷ୍ଟକର । ହେଲେ ଖାଲି ନାରୀ ସୁନ୍ଦର ହେଲେ ପୁରୁଷ କେବଳ ଖୁସି ରହେନା । ପ୍ରତ୍ୟକ ପୁରୁଷ ତାଙ୍କ ସାଥୀ ଠାରୁ ଅଧିକ କିଛି ଚାହିଁଥାଏ । ଆସନ୍ତୁ ଜାଣିବା…

ହାରିଲା ଭାରତ

ହାମିଲଟନରେ ଖେଳାଯାଇଥିବା ଅନ୍ତିମ ଟି-୨୦ରେ ୪ ରନରେ ପରାସ୍ତ ହେବା ସହ ୨-୧ରେ ସିରିଜ ହାରିଲା ଟିମ୍ ଇଣ୍ଡିଆ । ରୋମାଞ୍ଚକର ମ୍ୟାଚରେ ଶେଷ ପର୍ୟ୍ୟନ୍ତ କାର୍ତ୍ତିକ ଓ କୁଣ୍ଣାଲ ପାଣ୍ଡ୍ୟା ଲଢିଥିଲେ ମଧ୍ୟ ଦଳ ବିଜୟଲକ୍ଷ୍ୟ ଠାରୁ ୪ ରନ ପଛରେ ରହିଯାଇଥିଲା । ଆଉ ଏହାସହ ନ୍ୟୁଜିଲାଣ୍ଡ ମାଟିରେ…

ବିଜେପିର ୨୦୧୪ ପ୍ରତିଶ୍ରୁତି ଗଲା କୁଆଡ଼େ ?

ବିଜେପିର ୨୦୧୪ ପ୍ରତିଶ୍ରୁତି ଗଲା କୁଆଡ଼େ ? ପ୍ରତିଶ୍ରୃତି ସମାବେଶକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟର୍ଗେଟ କରିଛି ବିଜେଡି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଦଳ ଅଭିଯୋଗ କରିଛି, ଧର୍ମେନ୍ଦ୍ର ହେଉଛନ୍ତି ଅଭ୍ୟାସଗତ ମିଛୁଆ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ…

୪ କ୍ୱିଣ୍ଟାଲ ୭୦ କେଜିର ଗଞ୍ଜେଇ ଜବତ

ଗୁଣୁପୁର : ପଦ୍ମପୁର ଅଞ୍ଚଳରୁ ୪ କ୍ୱିଣ୍ଟାଲ ୭୦ କେଜିର ଗଞ୍ଜେଇ ଜବତ । ଗତକାଲି ବିଳମ୍ବିତ ରାତିରେ ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ଏସବୁ ଗଞ୍ଜେଇ ଜବତ କରିଛି । ଏକ ପିକ୍ଅପ୍ ଭ୍ୟାନ୍ ଓ ଦୁଇ ଜଣ ବାଇକ୍ ଆରୋହୀଙ୍କୁ ଅଟକାଇ ପଚରାଉଚରା କରିବା ସମୟରେ ଗଞ୍ଜେଇ ଥିବା କଥା ପୋଲିସ ଜାଣିବାକୁ…

ଏଥର “୪୮ ଘଣ୍ଟା ପୂର୍ବରୁ ପ୍ରିଣ୍ଟ, ସୋସିଆଲ ମିଡିଆରେ ମଧ୍ୟ ବନ୍ଦ ହେଉ ପ୍ରଚାର” !

ନୂଆଦିଲ୍ଲୀ : ନିର୍ବାଚନ ପ୍ରଚାର ଅଧିନରେ ପ୍ରିଣ୍ଟ, ଇଲୋଟ୍ରୋନିକ୍ସ ମିଡିଆ, ଏବଂ ସୋସିଆଲ ମିଡିଆକୁ ଆଣିବା ପାଇଁ ନିର୍ବାଚନ ଆୟୋଗ ଆଇନ ମନ୍ତ୍ରାଳୟକୁ ଚିଠି ଲେଖିଛି । ନିର୍ବାଚନ ଆୟୋଗ ଚିଠିରେ ଲେଖିଛି ଯେ ସେକ୍ସନ ୧୨୬ରେ ସଂସୋଧନ କରି ପିପସ୍ଲ ଏକ୍ଟ ଅନୁଯାୟୀ ପ୍ରିଣ୍ଟ ମିଡିଆ, ନ୍ୟୁଜ…

କାର୍ଲାଚିଲାରେ ଥିବା ଏକ ଇଟାଭାଟିରୁ ଉଦ୍ଧାର ହେଲେ ୧୫ ଓଡିଆ ଶ୍ରମିକ

ରାୟଗଡା : ଆଜି ପଡୋଶୀ ତେଲେଙ୍ଗାନାରୁ ୧୫ଜଣ ଓଡିଆ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ରାଜ୍ୟର ପେଡାପାଲ୍ଲୀ ଜିଲ୍ଲା କାର୍ଲାଚିଲା ଇଟାଭାଟିରୁ ଏହି ଶ୍ରମିକମାନଙ୍କୁ ଉଦ୍ଧାର କରାଯାଇଛି । ସୂଚନା ମୁତାବକ, ତେଲଙ୍ଗାନା କାର୍ଲାଚିଲାରେ ଥିବା ଏକ ଇଟାଭାଟିରେ କିଛି ଓଡିଶା ଶ୍ରମିକ ଦାଦନ…

ବିଜେପିକୁ ବିଜେପିର ବିରୋଧ ! ବ୍ୟାନରରେ ଫଟୋ ନଥିବାକୁ ହଙ୍ଗାମା

କେନ୍ଦ୍ରାପଡା :   କେନ୍ଦ୍ରାପଡ଼ା ବିଜେପି କର୍ମକର୍ତ୍ତା ସମ୍ମିଳନୀରେ ହଙ୍ଗାମା । ଦଳୀୟ ବ୍ୟାନରରେ ଫଟୋ ନଥିବାକୁ ନେଇ ମୁହାଁମୁହିଁ ହୋଇଥିଲେ ଦୁଇ ଗୋଷ୍ଠୀ । ଜିଲ୍ଲା ସାଧାରଣ ସମ୍ପାଦିକା ଗୀତାଞ୍ଜଳି ସେଠୀ ଏବଂ ତାଙ୍କ ସମର୍ଥକ ସଭାସ୍ଥଳରେ ପହଞ୍ଚି ବିରୋଧ କରିଥିଲେ । ମଞ୍ଚରେ ଉପସ୍ଥିତ ଥିବା…

ପେଟ୍ରୋଲ ଏବଂ ବ୍ୟାଟେରୀରେ ଚାଳିତ ପ୍ରଥମ ଭାରତୀୟ ବାଇକ୍, ଜାଣନ୍ତୁ କେତେ ରହିଛି ଏହାର ମୂଲ୍ୟ

ନୂଆଦିଲ୍ଲୀ : ଟିଭିଏସ ନିଜର କନସେପ୍ଟ ବାଇକ୍ ଟିଭିଏସ ଜେପେଲିନ୍ (TVS Zeppelin) ଚଳିତ ବର୍ଷ ଲଞ୍ଚ କରିବାକୁ ଯାଉଛି। ଏହି ବାଇକ୍ ୨୦୧୮ ଫେବ୍ରୁଆରୀରେ ହୋଇଥିବା ଥିବା ଅଟୋ ଏକ୍ସପୋରେ ଲଞ୍ଚ କରାଯାଇଥିଲା। ତେବେ ପୂର୍ବେ ଏହାକୁ ୨୦୧୮ ମସିହାରେ ଲଞ୍ଚ କରିବା ନେଇ ଖବର ଆସିଥିବା ବେଳେ ତାହାକୁ…

ଏଥର ଗୋଟିଏ ଦିନରେ ବାହୁଡ଼ା ଯାତ୍ରା ଓ ସୁନାବେଶ !

ପୁରୀ : ଗୋଟିଏ ଦିନରେ ପଡ଼ିବ ମହାପ୍ରଭୁ ଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା ଓ ସୁନାବେଶ । କିଛି କ୍ୟାଲେଣ୍ଡରରୁ ଏଭଳି ସୂଚନା ମିଳିବା ପରେ ବିବାଦ ଦେଖାଦେଇଛି । ଶ୍ରୀମନ୍ଦିର ପାଞ୍ଜି ଗଣନାକାରୀଙ୍କ ଦ୍ୱାରା ମନ୍ଦିରର ନୀତିକାନ୍ତି ଓ ପର୍ବପର୍ବାଣୀ ନିର୍ଦ୍ଧାରିତ ହୋଇଥାଏ । ତେବେ ମୁକ୍ତିମଣ୍ଡପ…