ପୁଣି ଆସିବ କାଳିଆ ଟଙ୍କା
କାଳିଆ ଯୋଜନାରେ ଶୀଘ୍ର ମିଳିବ ଦ୍ୱିତୀୟ ପର୍ୟ୍ୟାୟ ଟଙ୍କା । ମୋଟ୍ ୧୮ଲକ୍ଷ ହିତାଧିକାରୀଙ୍କୁ ସହାୟତା ପ୍ରଦାନ କରାଯିବ । କୃଷିମନ୍ତ୍ରୀ ଶଶିଭୂଷଣ ବେହେରା ଏନେଇ ସୂଚନା ଦେଇଛନ୍ତି । କାଳିଆ ସହାୟତା ପାଇଁ ପୂର୍ବରୁ ପ୍ରସ୍ତୁତ ଚିଠା ତାଲିକାରେ ୨୧ ଲକ୍ଷରୁ ଅଧିକ ଚାଷୀ ଥିଲେ । ଏଭିତରୁ ୧୨ ଲକ୍ଷ…
