Odia News Portal
Monthly Archives

February 2019

ଛାତ୍ରଛାତ୍ରୀଙ୍କ ସମେତ କୌଣସି ବି କର୍ମଚାରୀ ରଖିପାରିବେନି ମୋବାଇଲ

ଓଟିଇଟି ପ୍ରଶ୍ନପତ୍ର ଭାଇରାଲ୍ ଓ ପରୀକ୍ଷା ବାତିଲ୍ ପରେ ଯୁକ୍ତ୨ ଥିଓରି ପରୀକ୍ଷାକୁ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ନିଦ ହଜିଯାଇଛି। ଗତବର୍ଷ ପରି ଏଥର ମଧ୍ୟ ଯୁକ୍ତ୨ ପରୀକ୍ଷାରେ ମୋବାଇଲ୍ ବ୍ୟବହାର ଉପରେ କଟକଣା ଜାରି ହୋଇଛି। ପରୀକ୍ଷା କେନ୍ଦ୍ର ସୁପରିନ୍ଟେଣ୍ଡେଣ୍ଟଙ୍କ ବ୍ୟତୀତ ଆଉ…

ମମତାଙ୍କ ଗଡରେ ମୋଦି, ଓଡିଶା ପରେ ଫୋକସରେ ପଶ୍ଚିମବଙ୍ଗ

ଲୋକସଭା ନିର୍ବାଚନରେ ପଶ୍ଚିମବଙ୍ଗ ବିଜେପିର ତାଲିକା ଦବଦବା ବେଶ୍ ଖାସ ରହିନଥିବାବେଳେ ମୋଦି ଖେଳିଛନ୍ତି ଆଉ ଏ ବାଜି । ଖାସ୍ କରି ଗତ କିଛି ମାସରେ ପଶ୍ଚିମବଙ୍ଗର ରାଜନୀତି ମାହୋଲ କଡ଼ଲେଉଟାଇଛି। ବିଜେପି ଲୋକସଭା ନିର୍ବାଚନରେ ଟିମଏସିକୁ ମାତ୍ ଦେବା ପାଇଁ ଅଣ୍ଟା ଭିଡିଛି। ପ୍ରଧାନମନ୍ତ୍ରୀ…

ଫିଗରକୁ ନେଇ ଚର୍ଚ୍ଚାରେ ଏହି ଅଭିନେତ୍ରୀ

ଗୋଟିଏ ଅଭିନେତ୍ରୀ ହେବାକୁ ହେଲେ ସୁନ୍ଦର ହେବେ ସହ ଚେହେରା ମଧ୍ୟ ଆବଶ୍ୟକ ହୋଇଥାଏ । ଖାଲି ସୁନ୍ଦରତା କାମ ଦେଇନଥାଏ । ତେବେ ଆଜିକାଲି ଦୁନିଆରେ ଶରୀର ଗଠନ ଯଦି ଭଲ ନଥାଏ ତେବେ ଅଭିନ୍ରେତୀ ହେବା ଅସମ୍ଭବ ହୋଇଥାଏ । ଫିଗରକୁ ନେଇ ବଲିଉଡ ଜଗତରେ ନମ୍ବର ୧ ସ୍ଥାନରେ ଦୀପିକା ପାଦୁକନ ଅଛନ୍ତି ।…

ହାଇକୋର୍ଟ ଗଲେ ଗୋଲକ ଓ ଭୃଗୁ

କଟକ () ଛତ୍ରପୁର କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲାରେ ହାଇକୋର୍ଟ ଗଲେ ବିଜେପିର ଦୁଇ ନେତା । ଗୋଲକ ମହାପାତ୍ର ଓ ଭୃଗୁ ବକ୍ସିପାତ୍ର ହାଇକୋର୍ଟରେ ଆଗୁଆ ଜାମିନ ପାଇଁ ଆବେଦନ କରିଛନ୍ତି । ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲାରେ ପୁଲିସ ପାଖରେ ହାଜର ପାଇଁ ଏହି ଦୁଇ ନେତାଙ୍କୁ…

ବଲାଙ୍ଗିର ଜେଲ୍ରେ ପୁଞ୍ଜିଲାଲ

ବଲାଙ୍ଗିର ଜିଲ୍ଲା ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ମାଷ୍ଟରମାଇଣ୍ଡ ପୁଞ୍ଜିଲାଲ ମେହେରର ନୂଆ ଠିକଣା ହୋଇଛି ବଲାଙ୍ଗିର ଜେଲ୍। ଆଜି ଦିନ ୧୧ଟାରେ କଡ଼ା ସୁରକ୍ଷା ଭିତରେ କୋର୍ଟ ଭ୍ୟାନ୍ରେ ପୁଞ୍ଜିଲାଲକୁ ପାଟଣାଗଡ଼ ଜେଲ୍ରୁ ବଲାଙ୍ଗିର ଜେଲ୍କୁ ସ୍ଥାନାନ୍ତର କରାଯାଇଛି। ଗତ ୫ ତାରିଖରେ…

ଇଷ୍ଟ ପଏଣ୍ଟ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ

ଭୁବନେଶ୍ୱର : ସ୍ଥାନୀୟ ରସୁଲଗଡ଼ ସ୍ଥିତ ଇଷ୍ଟ ପଏଣ୍ଟ ପବ୍ଲିକ ସ୍କୁଲ ର ବାର୍ଷିକ ଉତ୍ସବ ଆଜି ପାଳନ କରାଯାଇଛି। ଏହି ଉତ୍ସବରେ ଅତିଥି ଭାବରେ ଅବସର ପ୍ରାପ୍ତ ଇଂରାଜୀ ପ୍ରଫେସର ଦୂରଦର୍ଶନ ର ସମ୍ବାଦ ପାଠକ ନାଟ୍ୟକାର ଓ ଲେଖକ ଡକ୍ଟର ରମାକାନ୍ତ ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ।…

କୃଷି ଋଣରେ ସୁଧ ରିହାତି ୮୦୦ କୋଟି ବ୍ୟୟ ବରାଦ

ଆସିଲା ରାଜ୍ୟର କାମଚଳା ବଜେଟ୍। ଯାହା ଅନୁମାନ କରାଯାଉଥିଲା ତାହା ହୋଇଛି। ଫୋକସରେ କୃଷି ଓ ଗ୍ରାମାଞ୍ଚଳର ବିକାଶ। ନିକଟରେ ଆରମ୍ଭ ହୋଇଥିବା କାଳିଆ ଯୋଜନା ଚର୍ଚ୍ଚାରେ ରହିଛି। ୫ଟି କୃଷି ଋତୁରେ ପରିବାର ପିଛା ଦିଆଯିବ ୨୫ ହଜାର ଟଙ୍କା। ପ୍ରଥମ ପର୍ୟ୍ୟାୟ ଆରମ୍ଭ ହୋଇ ସାରିଛି। ଏଥର କାମଚଳା…

ମମତାଙ୍କ ନେତୃତ୍ୱରେ ପଶ୍ଚିମବଙ୍ଗର ଦ୍ରୁତ ବିକାଶ ହୋଇଛି: ମୁକେଶ ଅମ୍ବାନୀ

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମସି) ସୁପ୍ରିମୋ ମମତା ବାନାର୍ଜୀଙ୍କୁ ଜଣେ ଭ୍ରଷ୍ଟାଚାରୀ, ଅପାରଗ, ଦୁର୍ନୀତିଗ୍ରସ୍ତ ମୁଖ୍ୟମନ୍ତ୍ରୀ ଭାବେ ଚିତ୍ରଣ କରି ତାଙ୍କୁ ‘ଶାସନ କ୍ଷମତାରୁ ଓପାଡ଼ି ଫିଙ୍ଗି ଦେବା ପାଇଁ’ ଶାସକ ବିଜେପି ଦଳର ବରିଷ୍ଠ ନେତାମାନେ ଆହ୍ଵାନ ଦେଉଥିବା…

ଆସନ୍ତାକାଲି ଦ୍ୱିତୀୟ ଟି-୨୦ ମ୍ୟାଚ୍‌

ଆସନ୍ତାକାଲି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ଖେଳାଯିବ । ନ୍ୟୁଜିଲାଣ୍ଡର ଇଡେନ୍ ପାର୍କ, ଅକଲାଣ୍ଡଠାରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ ଭାରତୀୟ ସମୟ ଅନୁଯାୟୀ, ୧୧.୩୦ ମିନିଟରେ ଆରମ୍ଭ ହେବ । ତେବେ ଟିମ୍ ଇଣ୍ଡିଆ ପାଇଁ ଏହି ମ୍ୟାଚ କର ବା ମର ପରିସ୍ଥିତି ସୃଷ୍ଟି…

ଲକ୍ଷ୍ମୀଦତ୍ତ ହତ୍ୟା ମାମଲା : ହାଜର ହେଲେନି ଗୋଲକ

ବିଜେଡି ନେତା ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲାରେ ଗଞ୍ଜାମ ପୋଲିସ ନିକଟରେ ହାଜର ହେଲେନି ବିଜେପି ନେତା ଗୋଲକ ମହାପାତ୍ର । ଏପରିକି ଅସୁସ୍ଥ ଥିବାରୁ ତାଙ୍କୁ ୧ ମାସ ପର୍ୟ୍ୟନ୍ତ ମହଲତ ଦେବାକୁ ଗୋଲକ ନିଜର ଓକିଲଙ୍କ ଜରିଆରେ ପୋଲିସ ନିକଟରେ ଆବେଦନ କରିଛନ୍ତି । ଏହାପୂର୍ବରୁ ଲକ୍ଷ୍ମୀଦତ୍ତ…