ଆଜି ମୁଖ୍ୟମନ୍ତ୍ରୀଙ୍କ ଗଜପତି ଜିଲ୍ଲା ଗସ୍ତ
ଗଜପତି : ଆଜି ଗଜପତି ଜିଲ୍ଲା ଜିରାଙ୍ଗ ବୌଦ୍ଧ ପୀଠ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏନେଇ ତିବ୍ଦତୀୟ ଧର୍ମପୀଠ ମହାବିହାରରେ ପ୍ରସ୍ତୁତି ସରିିଛି। ପଦ୍ମପୋଖରୀରେ ୫୦ଲକ୍ଷ ଟଙ୍କାରେ ନିର୍ମିତ ଦ୍ୱିତୀୟ ବୌଦ୍ଧଗୁରୁ ପଦ୍ମସମ୍ଭବଙ୍କ ମୂର୍ତ୍ତି ଉନ୍ମୋଚନ କରିବେ ମୁଖ୍ୟମନ୍ତ୍ରୀ। ଏହା…
