Odia News Portal
Monthly Archives

February 2019

ଇଞ୍ଜିନିୟରିଂ କଲେଜ କର୍ମଚାରୀଙ୍କ ଉପରେ ଆକ୍ରମଣ

ଭଦ୍ରକ :ଵାରିପଦା ଇଞ୍ଜିନିୟରିଂ କଲେଜରେ କର୍ମଚାରୀଙ୍କ ଉପରେ ସଂଘବଦ୍ଧ ଆକ୍ରମଣ। ୧୫ରୁ ଉର୍ଦ୍ଧ୍ବ କର୍ମଚାରୀ ଆହତ। ଧାରଣାରୁ ଘରକୁ ଫେରୁଥିବାବେଳେ ଭଦ୍ରକ ଗ୍ରାମାଞ୍ଚଳ ଥାନା ରାନ୍ଦୀଆ ନିକଟ ବରପଦା-ବାଉଦପୁର ରାସ୍ତାରେ ଏହି ଘଟଣା ଘଟିଛି। କିଛି ଦୁର୍ବୃତ୍ତ ବସକୁ ଅଟକାଇ ଭଙ୍ଗାରୁଜା କରିବାସହ …

ଦୁଇ ସାଇବର ଠକଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର : ଫେସବୁକରେ ବନ୍ଧୁତା କରି ଚତୁରତାର ସହ ତପନ ଦାସ ନାମକ ଜଣେ ବ୍ୟକ୍ତିଙ୍କଠାରୁ ୮୭ ଲକ୍ଷ ଟଙ୍କା ହଡପ କରି ନେଇଥିବା ଅଭିଯୋଗରେ ୨ଜଣ ସାଇବର ଠକଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଛି । ଅଭିଯୋଗ କ୍ଦୁରମେ ଇଜଣ ସାଇବର ଠକ ହେଲେ ବିନୋଦ ସିଂ ଏବଂ ସଞ୍ଜୀବ କୁମାର । ଏମାନଙ୍କୁ ବାରିପଦା…

ସାଂସଦ ଲଡୁ କିଶୋର ସ୍ୱାଇଁଙ୍କ ପରଲୋକ

ଭୁବନେଶ୍ବର: ସାଂସଦ ଲଡୁ କିଶୋର ସ୍ୱାଇଁଙ୍କ ପରଲୋକ। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି। ଲଡୁ କିଶୋର ଦୀର୍ଘ ବର୍ଷ ଧରି କିଡ୍ନୀ ରୋଗରେ ଆକ୍ରାନ୍ତ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୭୧ବର୍ଷ ବୟସ ହୋଇଥିଲା । ଗତ ସୋମବାର ହତାଠ୍ ଅସୁସ୍ଥ ହୋଇପଡିବାରୁ ତାଙ୍କୁ…

ଆଜି ହାଇଭୋଲଟେଜ୍‌ ପଲିଟିକାଲ୍‌ ସୋ, ଗୋଟିଏ ଦିନରେ ତିନିଟି ଦଳର କାର୍ଯ୍ୟକ୍ରମ

ଭୁବନେଶ୍ବର, ( ଚକ୍ରଧର ମାଝି ) : ବହୁ ଦିନ ପରେ ଗତମାସରେ ଓଡ଼ିଶା ଆସିଥିଲେ ରାହୁଲ ।  ଏବେ ୧୫ ଦିନ ଭିତରେ ଦ୍ୱିତୀୟ ଗସ୍ତ। ଆଜି  କଳାହାଣ୍ଡି ଓ ରାଉରକେଲା ଗସ୍ତ ରହିଛି। ଭୁବନେଶ୍ୱର ସମାବେଶ ପରେ ଉତ୍ସାହିତ ଥିଲେ କଂଗ୍ରେସ କର୍ମୀ। ଏବେ ୯ ବର୍ଷ ପରେ ପୁଣି କେବିକେ ଅଂଚଳକୁ ରାହୁଲଙ୍କ ଗସ୍ତ।…

ଅନଶନରୁ ଓହରିଲେ ଆନ୍ନା

ବିଶିଷ୍ଟ ସମାଜ ସେବୀ ଆନ୍ନା ହଜାରେ ଲୋକପାଳ ବିଲ ଦାବି ଉପରେ କରିଥିବା ଅନଶନରୁ ଆଜି ଓହରି ଯାଇଛନ୍ତି । ନିଜଗ୍ରାମ ମହାରାଷ୍ଟ୍ରର ରାଲେ ଗାଁଓ ଠାରେ ଗତ ୭ଦିନ ଧରି ଅନଶନ ରେ ବସିଥିଲେ । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସଙ୍କ ପ୍ରତିଶୃତି ପରେ ସେ ଅନଶନ ଭାଙ୍ଗିଥିବା ଜଣାପଡିଛି ।

ଟିଏମସି ଆମ ସହ ଯୋଗାଯୋଗ କରିନାହିଁ: ମୁଖ୍ୟମନ୍ତ୍ରୀ

କୋରାପୁଟ : ପଶ୍ଚିମବଙ୍ଗରେ ସବିଆଇ ଓ ଟିଏମସି ମଧ୍ୟରେ ଚାଲିଛି ପାୱାର ପ୍ଲେ । ସିବିଆଇର ରାଜନୀତିକରଣକୁ ନେଇ ଧାରଣାରେ ବସିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। କେନ୍ଦ୍ର ସରକାର ଅଯଥା ରାଜ୍ୟ ବ୍ୟାପାରରେ ମୁଣ୍ଡ ଖେଳାଉଛନ୍ତି ବୋଲି ଅଭିଯୋଗ କରି ଧାରଣାରେ ବସିଥିଲେ ପଶ୍ଚିମବଙ୍ଗ…

ଆସନ୍ତାକାଲି ନ୍ୟୁଜିଲାଣ୍ଡକୁ ସାମ୍ନା କରିବ ଭାରତ

ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ୩ ଟି-୨୦ ମ୍ୟାଚ୍ ଶୃଙ୍ଖଳାର ପ୍ରଥମ ମୁକାବିଲା ବୁଧବାର ଖେଳାଯିବ। ନ୍ୟୁଜିଲାଣ୍ଡ ବିରୋଧରେ ଭାରତ ୱେଷ୍ଟପାକ୍ ଷ୍ଟାଡିୟମ୍ରେ ଭାରତୀୟ ସମୟ ଅପରାହ୍ନ ୧୨ଟା ୩୦ରେ ପଡ଼ିଆକୁ ଓହ୍ଲାଇବ। ଦିନିକିଆ ଶୃଙ୍ଖଳାରେ ୪-୧ରେ ଜିତିଥିବା ଭାରତ ଟି-୨୦ ଶୃଙ୍ଖଳାକୁ ନିଜର କରିବା…

କେନ୍ଦ୍ରର ବିନା ସହାୟତାରେ କେବିକେ ଯୋଜନା ଚାଲିବ: ନବୀନ

କେନ୍ଦ୍ର ସରକାର କେବିକେ ଯୋଜନାରେ ଓଡିଶାକୁ ଅର୍ଥ ଯୋଗାଣ ବନ୍ଦ କରିଥିଲେ ମଧ୍ୟ ରାଜ୍ୟ ସରକାର କେବିକେ ଯୋଜନା ବନ୍ଦ କରିବେ ନାହିଁ ଏବଂ ଏହି ଜିଲ୍ଲା ଗୁଡିକର ସବୁ ପ୍ରକାରର ଉନ୍ନତି ରାଜ୍ୟ ସରକାରଙ୍କର ମୁଖ୍ୟଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କୋରାପୁଟ ଓ ନବରଙ୍ଗପୁର ଗସ୍ତ…

୧ ଘଣ୍ଟାରେ ୪ଲକ୍ଷ ଦର୍ଶକ

ଚର୍ଚ୍ଚାରେ ବଲିଉଡ ଅଭିନେତ୍ରୀ କରିସ୍ମା ତନ୍ନା । ଟିଭି ଜଗତ ହେଉ କି ଚଳଚ୍ଚିତ୍ର ଜଗତ ହେଉ ସେ ଉଭୟରେ ନିଜ ଛାପ ଛାଡିଛନ୍ତି । ସେ କିଛି ନା କିଛି କଥା ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି । ପର୍ସନାଲ ହେଉ କି ପ୍ରଫେସନାଲ ହେଉ ସେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ଏବେ ସେ ନିଜ ହଟ ଆଉ…

୧୫ରେ ଆସୁଛନ୍ତି ଅମିତ ଶାହା

ନିର୍ବାଚନ ପାଖେଇ ଆସୁଥିବା ବେଳେ ବାରମ୍ବାର ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ରୀୟ ନେତୃବର୍ଗ । ଓଡ଼ିଶା ଯେପରି ଏକ ଋଣକ୍ଷେତ୍ରରେ ପରିଣତ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିୟମିତ ବ୍ୟବଧାନରେ ଓଡ଼ିଶା…