Odia News Portal
Monthly Archives

February 2019

ବିଜେପି ରାସ୍ତାରେ ଚାଲିଛି ସିବିଆଇ: ମମତା ବାନାର୍ଜୀ

ପଶ୍ଚିମବଙ୍ଗରେ ସିବିଆଇ-ପୋଲିସ ବିବାଦ ମାମଲାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ । ସାରଦା ଚିଟଫଣ୍ଡ ଠକେଇ ମାମଲାରେ ସିବିଆଇ ଆଗରେ ହାଜର ହେବେ କୋଲକାତା ପୋଲିସ କମିଶନର ରାଜୀବ କୁମାର । ଏଥିସହ ତଦନ୍ତରେ ସହଯୋଗ କରିବାକୁ ସବୋର୍ଚ୍ଚ ନ୍ୟାୟାଳୟ ରାଜୀବ କୁମାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।…

ପଶ୍ଚିମବଙ୍ଗ ସିବିଆଇ-ପୋଲିସ ବିବାଦ : ନବୀନଙ୍କ ସମର୍ଥନ ଲୋଡିଲେ ମମତା

ନୂଆଦିଲ୍ଲୀ : ପଶ୍ଚିମବଙ୍ଗରେ ସିବିଆଇ-ପୋଲିସ ବିବାଦକୁ ନେଇ ଚାଲିଥିବା ଆନ୍ଦୋଳନରେ ନବୀନଙ୍କ ସମର୍ଥନ ଲୋଡିବେ ବୋଲି କହିଲେ ମମତା ବାନାର୍ଜୀ । ମମତା କହିଛନ୍ତି ସେ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିବେ । ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏହି ସୂଚନା ଦେଇଛନ୍ତି । ତେବେ ଏ ସଂପର୍କରେ…

୬ବର୍ଷର ରେକର୍ଡ ଭାଙ୍ଗିଲା ସୁନା

ଦିଲ୍ଲୀ : ଚାଲିଛି ବାହାଘର ଋତୁ । ବାହାଘର ପାଇଁ ସୁନା ରୁପାର ମୂଲ୍ୟ ବଢି ଯାଇଛି । ସୋମବାର ଦିନ ଦିଲ୍ଲୀ ବଜାରରେ ସୁନାର ମୂଲ୍ୟ ବୃଦ୍ଧି ପାଇଛି । ସୁନାର ଚାହିଦା ବଢି ଯାଇଥିବାରୁ ଏହିଭଳି ଚଢା ଦରରେ ବିକ୍ରି ହେଉଛି ସୁନା ଗହଣା । ସୁନା ଦର ବୃଦ୍ଧି ହୋଇ ୧୦ ଗ୍ରାମକୁ ୩୪୪୫୦ ଟଙ୍କା ହୋଇଯାଇଛି…

ନନ୍ଦନକାନନରେ ଦୁଇ ବାଘୁଣୀ ମଧ୍ୟରେ ଲଢେଇ

ବାରଙ୍ଗ : ବାରଙ୍ଗ ନନ୍ଦନକାନନ ଦୁଇ ବାଘୁଣୀ ମଧ୍ୟରେ ଲଢେଇ ହୋଇଛି । ଖୁଆଡ ନଂ-୩୦ (କ) ରେ ଦୁଇ ବାଘୁଣୀଙ୍କ ମଧ୍ୟରେ ଲଢେଇ ହୋଇଛି । ଦୁଇ ବାଘୁଣୀ ଚିନୁ ଓ ମୌସୁମୀ । ଲଢେଇ ଫଳରେ ବାଘୁଣୀ ଚିନୁ ଗୁରୁତର ହୋଇଛି । ଗୁରୁତର ଅବସ୍ଥାରେ ଚିନୁକୁ ପ୍ରାଣୀ ଉଦ୍ୟାନ ଚିକିତ୍ସାଳୟକୁ ସ୍ଥାନାନ୍ତର…

ସଇଁତଳାରେ କଲରାପତରିଆ ବାଘର ମୃତଦେହ ଠାବ

ଟିଟିଲାଗଡ଼ : ଟିଟିଲାଗଡ଼ ବଡମାଳ ଗୋଳାବାରୁଦ କାରଖାନା ରାସ୍ତାରୁ ବାଘର ମୃତଦେହ ଠାବ କରାଯାଇଛି। ତେବେ କିପରି ବାଘର ମୃତ୍ୟୁ ହେଲା ସେନେଇ କାରଣ ଜଣାପଡିନାହିଁ। ବନବିଭାଗ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି। ଗତ ୧୫ ଦିନ ପୂର୍ବରୁ ଗୋଳାବାରୁଦ କାରଖାନା ପରିସରରେ ୩ଟି ବାଘ…

ସିବିଆଇ-ପୋଲିସ ବିବାଦ ମାମଲା : ସିବିଆଇ ସାମ୍ନାରେ ହାଜର ହେବେ ପୋଲିସ କମିଶନର

ନୂଆଦିଲ୍ଲୀ : ପଶ୍ଚିମବଙ୍ଗରେ ସିବିଆଇ-ପୋଲିସ ବିବାଦ ମାମଲାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ସିବିଆଇ ଆଗରେ ହାଜର ହେବା ଲାଗି କୋଲକାତା କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । କୋଲକାତା କମିଶନର ରାଜୀବ କୁମାରଙ୍କୁ ନିର୍ଦ୍ଦେଶ ଦେଲେ କୋର୍ଟ । ରାଜୀବ କୁମାରଙ୍କୁ ଏବେ ଗିରଫ…

ଭିଜିଲାନ୍ସ ଜାଲରେ ଫସିଲେ ଅବକାରୀ ଇନିସପେକ୍ଟର

ଜଗତସିଂହପୁର : ଭିଜିଲାନ୍ସ ଜାଲରେ ଅବକାରୀ ଇନିସପେକ୍ଟର । ୩ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଛନ୍ତି ଅବାକୀର ଇନିସପେକ୍ଟର ରଞ୍ଜିତ ମହାନ୍ତି। ଅଭିଯୋଗ ଅନୁଯାୟୀ, ଜଗତସିଂହପୁର ତିର୍ତ୍ତୋଲ ତୁଳଙ୍ଗ ଅଞ୍ଚଳର ଲକ୍ଷ୍ମୀଧର ମହାରଣାଙ୍କ ଗାଡ଼ି ସିଜ ହୋଇଥିଲା । ଗାଡ଼ି ସିଜ୍ ବେଳେ ସେଥିରୁ ଡେକ…

ଚାନ୍ଦବାଲିରେ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏଟିଏମରୁ ଲୁଟ୍ ଉଦ୍ୟମ

ଚାନ୍ଦବାଲି : ଏଟିଏମ ଲୁଟ୍ ଉଦ୍ୟମ ପଣ୍ଡ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍ ମାତୋ ବଜାରର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ୮ଟି ବୋମା ମାଡ କରି ଏଟିଏମ ଲୁଟ୍ ଉଦ୍ୟମ କରିଥିଲେ। ହେଲେ ବୋମାମାଡ ଯୋଗୁଁ ସ୍ଥାନୀୟ ଲୋକେ ଘେରିଯିବାରୁ ଲୁଟେରାମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଫଳରେ…

ଆଜି ନବବରଙ୍ଗପୁର ଯିବେ ମୁଖ୍ୟମନ୍ତ୍ରୀ : ବିଭିନ୍ନ ପ୍ରକଳ୍ପର କରିବେ ଶିଳାନ୍ୟାସ ଓ ଉଦ୍‌ଘାଟନ

ଉମରକୋଟ : ଆଜି ଦିନିକିଆ ଗସ୍ତରେ ନବରଙ୍ଗପୁର ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପୂର୍ବାହ୍ନ ୧୧ଟା ୫୫ରେ ଉମରକୋଟ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମରେ ହେଲିକପ୍ଟର ଅବତରଣ ପରେ ଏକ ସାଧାରଣ ସଭାରେ ଯୋଗଦେବେ। ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ୨୨ ପ୍ଲାଟୁନ୍…

ଭିଜିଲାନ୍ସ ଜାଲରେ ସିନାପାଲି ଥାନା ଏଏସ୍‌ଆଇ

ନୂଆପଡା : ପୋଲିସକୁ ବାନ୍ଧିଲା ପୋଲିସ । ଭିଜିଲାନ୍ସ ଜାଲରେ ଫସିଛନ୍ତି ନୂଆପଡା ଜିଲ୍ଲା ସିନାପାଲି ଥାନାର ଏଏସ୍‌ଆଇ କୃଷ୍ଣ ବଲ୍ଲଭ ଶବର । ଏକ ମାମଲାକୁ ଦଫାରଫା କରାଇବାକୁ ଲାଞ୍ଚ ନେବା ବେଳେ ସେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ବରପଦର ଗାଁର ପୁସ୍ତମ ଛତ୍ରିଆଙ୍କଠାରୁ ଏକ ମାମଲା ବାବଦରେ ୭…