ଜିଲ୍ଲାପାଳଙ୍କ ଅଫିସରେ ତୁମୁଳକାଣ୍ଡ । ଏସଡିପିଓଙ୍କୁ ଚପଲରେ ପିଟିଲେ ଆନ୍ଦୋଳନକାରୀ ମହିଳା
ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପୁଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ତୁମୁଳକାଣ୍ଡ ଘଟିଛି। ପୁଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ସମୟରେ ନୟାଗଡ଼ ଏସଡିପିଓଙ୍କୁ ଜଣେ ମହିଳା ଚପଲରେ ପିଟିଥିବା ଅଭିଯୋଗ ହୋଇଛି। ଏଥିସହିତ ସଦର ଥାନା ଆଇଆଇସିଙ୍କୁ ମଧ୍ୟ ମହିଳାମାନେ…
