Odia News Portal
Monthly Archives

February 2019

ନିଜ ନିର୍ବାଚନ ମଣ୍ଡଳୀରେ ବୈଜୟନ୍ତଙ୍କୁ କଳାପତାକା

ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ନିଜ ନିର୍ବାଚନ ମଣ୍ଡଳୀକୁ ଯାଇଁ ହଟ୍ଟହଟ୍ଟାର ସମୂଖୀନ ହୋଇଛନ୍ତି । ସେ ମାର୍ଶାଘାଇର ବ୍ଲକ ଅନ୍ତର୍ଗତ ଜୁଣଗ୍ରାମକୁ ଯାଇଥିବା ବେଳେ ତାଙ୍କୁ ଲୋକଙ୍କର ବିରୋଧର ସାମ୍ନା କରିବାକୁ ପଡିଥିଲା । ବହୁ ସଂଖ୍ୟାର ଯୁବକ ହାତରେ କଳା ପତାକା ଧରି ‘ବୈଜୟନ୍ତ ଗୋ ବ୍ୟାକ୍’…

ସିବିଆଇ ବିଶ୍ୱାସନୀୟତା ହରାଇଛି

ସିବିଆଇ ବେଶରେ ରାଜନୈତିକ ଦଳର ଅସ୍ତ୍ରଭାବେ କାର୍ଯ୍ୟକରୁଛି ବୋଲି ବିଜେଡି ସାଂସଦ ଭତୃହରି ମହତାବ ଆଜି ଲୋକସଭାରେ ଅଭିଯୋଗ କରିଛନ୍ତି ପଶ୍ଚିମବଙ୍ଗଳାରେ ବୋଲିସ ଓ ସିବିଆଇ ମୁହାଁମୁହିଁ ହେବା ଘଟଣାରେ ଆଜି ସଂସଦରେ ବିରୋଧି ଦଳ ଗୁଡିକ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରାଯାଇଥିଲା…

ବ୍ରେକ୍ଅପ୍ ପରେ ନେହାଙ୍କ ବୋଲଣ୍ଡ ଅନ୍ଦାଜରେ ଜବାବ

କିଛି ଦିନ ତଳେ ଅଭିନେତା ହିମାଂଶ୍ କୋହଲିଙ୍କ ସହିତ ତାଙ୍କ ବ୍ରେକ୍ଅପ୍ ହୋଇସାରିଛି। ଦିନ ଥିଲା ନେହା ଓ ହିଂମାଶ୍ଙ୍କ ଯୋଡ଼ିଙ୍କୁ ସମସ୍ତେ ପସନ୍ଦ କରିବା ସହ ପ୍ରଶଂସା ମଧ୍ୟ କରୁଥିଲେ। କିନ୍ତୁ କୌଣସି କାରଣ ପାଇଁ ପ୍ରଥମେ ନେହା ଓ ହିମାଂଶ୍ ଦୁହେଁ ଦୁହିଁଙ୍କୁ ସୋଶାଲ ମିଡିଆ ଆକାଉଣ୍ଟରୁ ଅନ୍ଫଲୋ…

ଗୋଟିଏ ରାତି ପାଇଁ କୋଟିଏ ଟଙ୍କା

ତାମିଲ ଫିଲ୍ମ ‘ଅକ୍ସିଜେନ୍’ ଏବଂ ‘ଜେମ୍ସବଣ୍ଡ୍’ରେ ଅଭିନୟ କରିଥିବା ଅଭିନେତ୍ରୀ ସାକ୍ଷୀ ଚୌଧୁରୀ ଏବେ ନିଜର ଏକ ମ୍ୟୁଜିକ୍ ଭିଡିଓକୁ ନେଇ ସୋଶାଲ ମିଡିଆରେ ଟ୍ରୋଲ୍ ହେଉଛନ୍ତି। କିଛି ଦିନ ତଳେ ମଧ୍ୟ ସାକ୍ଷୀ ଏକ ଭିଡ଼ିଓ ଶେଆର କରିଥିଲେ। ଯେଉଁଥି ପାଇଁ ଏବେ ତାଙ୍କୁ ଟ୍ରୋଲ ହେବାକୁ ପଡ଼ିଛି ।…

କାଲି ହେବ ସିବିଆଇ ଶୁଣାଣି

ପଶ୍ଚିମବଙ୍ଗରେ ରାଜ୍ୟ ପୋଲିସ ଏବଂ ସିବିଆଇ ମଧ୍ୟରେ ଗତକାଲି ହୋଇଥିବା ମୁହାଁମୁହିଁ ପରିସ୍ଥିତିରେ ସିବିଆଇ ବିଫଳ ହେବା ପରେ ଆଜି ସିବିଆଇ ସୁପି୍ରମକୋର୍ଟ ଯାଇଛି । ସିବିଆଇ ପଶ୍ଚିମବଙ୍ଗ ସରକାର ବିରୁଦ୍ଧରେ ସୁପି୍ରମକୋର୍ଟର ହସ୍ତକ୍ଷେପ ଦାବି କରିଛି । ଏହା ଉପରେ ଆସନ୍ତାକାଲି ସୁପି୍ରମକୋର୍ଟ…

ବିିଧାନସଭା ବଜେଟ ଅଧିବେଶନ : ରାଜ୍ୟପାଳ ଗଣେଶୀ ଲାଲଙ୍କ ଭାଷଣ କ’ଣ ଥିଲା ଆସନ୍ତୁ ଜାଣିବା

ଭୁବନେଶ୍ୱର : ବିିଧାନସଭା ବଜେଟ ଅଧିବେଶନର ପ୍ରଥମ ଦିନ ରାଜ୍ୟପାଳ ଗଣେଶୀ ଲାଲଙ୍କ ଅଭୁଭାଷଣରୁ ଆରମ୍ଭ ହୋଇଥିବା ବେଳେ ସରକାରଙ୍କ ସଫଳତାର ଲମ୍ବା ତାଲିକା ଦେଇଛନ୍ତି । ଅଭିଭାଷଣକୁ ବିରୋଧୀ କଂଗ୍ରେସ ବର୍ଜନ କରିଛି । ଗତ 20 ବର୍ଷ ମଧ୍ୟରେ ରାଜ୍ୟ ଆର୍ଥିକ ସ୍ଥିରାବସ୍ଥା ସହ ସାମାଜିକ ଓ…

ମୁଁ ନିଜ ‘ପଦ୍ମ ଭୂଷଣ’ ସମ୍ମାନ ଫେରାଇଦେବି : ଆନ୍ନା ହଜାରେ କ’ଣ ପାଇଁ କହିଲେ ?

ଦେଶର ଲୋକପାଳ ନିଯୁକ୍ତିରେ ଅହେତୁକ ବିଳମ୍ବ ଘଟୁଥିବା ଘଟଣାରେ ତୀବ୍ର ଅସନ୍ତୋଷ ପ୍ରକାଶ କରି ନିଜର ରାଷ୍ଟ୍ରୀୟ ସମ୍ମାନ ‘ପଦ୍ମ ଭୂଷଣ’କୁ ଫେରାଇ ଦେବାକୁ ଧମକ ଦେଇଛନ୍ତି ବିଶିଷ୍ଟ ସମାଜସେବୀ ଆନ୍ନା ହଜାରେ । କେନ୍ଦ୍ରରେ ଲୋକପାଳ ଓ ରାଜ୍ୟରେ ଲୋକାୟୁକ୍ତ ନିଯୁକ୍ତିକୁ ନେଇ ଦୀର୍ଘ ଦିନରୁ ଦାବି…

ଓଡ଼ିଶାର ଘରେ ଘରେ ଭାଇରାଲ ନବୀନଙ୍କ ନାରା ! ଆସନ୍ତୁ ଜାଣିବା  

ଭୁବନେଶ୍ବର  : ସୋସିଆଲ ମିଡିଆରେ ଏବେ ଭାଇରାଲ୍ ହୋଇଛି ନବୀନଙ୍କ ନାରା- ଆପଣ ମାନେ ଖୁସି ତ । ରାସ୍ତାଘାଟରେ ମଧ୍ୟ ଏହି ନାରା ଯୁବକ ଯୁବତୀ ମାନେ ଦୋହରାଉଥିବାର ଦେଖିବାକୁ ମିଳୁଛି । ସୋସିଆଲ ମିଡିଆରେ ଏହା ବେଶ୍ ଲୋକପ୍ରିୟ ହେବାରେ ଲାଗିଛି । ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ନବୀନ ଏଭଳି…

୧୮କିଲୋ ଗଞ୍ଜେଇ ଜବତ, ଦୁଇ ଅଭିଯୁକ୍ତକୁ କୋର୍ଟ ଚାଲାଣ

ସୋର : ବାଲେଶ୍ବର ଜିଲ୍ଲା ସୋର ଷ୍ଟେସନରୁ ୧୮ କିଲୋ ଗଞ୍ଜେଇ ଜବତ କରିଛି ପୋଲିସ। ଦୁଇ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଗତକାଲି ରାତିରେ କୋଲକାତାରୁ ଜଗନ୍ନାଥ ଅପ୍ ଟ୍ରେନ୍ ଯୋଗେ ଅଭିଯୁକ୍ତ ଦୁଇ ଜଣ ସୋର ଷ୍ଟେସନରେ ଗଞ୍ଜେଇ ଧରି ଓହ୍ଲାଇଥିଲେ। ଅଟୋ ଯୋଗେ ଉଭୟ ଯିବା ବେଳେ ଖବର ପାଇ ସୋର ଥାନା…

ଟ୍ରେନ୍‌ରେ କଟି ୭ରୁ ଉର୍ଦ୍ଧ୍ବ ହରିଣ ମୃତ

ଜଗତସିଂହପୁର: ଟ୍ରେନରେ କଟି ୭ରୁ ଉର୍ଦ୍ଧ୍ବ ହରିଣ ମୃତ୍ୟୁ ହୋଇଛି । ଜଗତସିଂହପୁର ଜିଲ୍ଲା ରଘୁନାଥପୁର ଥାନା ଶାଳିଜଙ୍ଗା ନିକଟରେ ଘଟିଛି ଦୁର୍ଘଟଣା । ଟ୍ରେନ୍ ଲାଇନ୍ ପାର ହେଉଥିବା ବେଳେ ହରିଣ ପଲ ଉପରେ ମାଡିଗଲା ଟ୍ରେନ୍ । ଧଳତଙ୍ଗଗଡ ଜଙ୍ଗଲରୁ ହରିଣ ଆସିଥିବା ସୂଚନା ମିଳିଛି । ବନ ବିଭାଗର…