ଭାରସାମ୍ୟ ହରାଇ ପିଟିହେଲା କୋଇଲା ବୋଝେଇ ଟିପ୍ପର : ୨ ଆହତ
ରାଉରକେଲା : ଭାରସାମ୍ୟ ହରାଇ ଗାନ୍ଧି ପ୍ରତିମୂର୍ତ୍ତିରେ ପିଟିହେଲା କୋଇଲା ବୋଝେଇ ଟିପ୍ପର । ଘଟଣାସ୍ଥଳରେ ଟିପ୍ପର ଡ୍ରାଇଭର ସହ ହେଲପର ଆହତ ହୋଇଛନ୍ତି । ସୁନ୍ଦରଗଡ ଏମସିଏଲ କୋଇଲା ଖଣିରୁ ରାଉରକେଲା ଅଭିମୁଖେ ଆସୁଥିଲା ଟିପ୍ପର । ତେବେ ବ୍ରାହ୍ମଣୀ ପୋଲ ପାର ହେବା ପରେ ଦୁର୍ଘଟଣାଟି ଘଟିଥିଲା…
