ଘଟଗାଁ ଚାଷୀ ମହାସମାବେଶ : ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବପୂର୍ଣ୍ଣ ଘୋଷଣା ହେଲା “କାଳିଆ ସ୍କଲାର”
ଘଟଗାଁ: ଆଜି ନବୀନ ପଣ୍ଡାପଡା ଠାରେ ପ୍ରଥମେ ମା ତାରିଣୀଙ୍କୁ ସମ୍ବୋଧିତ କରି ନିଜର ବକ୍ତବ୍ଯ ଆରମ୍ଭ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୋଟିଏ ପରେ ଗୋଟିଏ ଜନହିତକର ପଦକ୍ଷେପ ଗ୍ରହଣ କରି ଚାଲିଛନ୍ତି। ଯୋଜନା ଘୋଷଣା ସହ ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ମଧ୍ୟ ବୃଦ୍ଧି ପାଇବାରେ…
