Odia News Portal
Monthly Archives

February 2019

ଆଜି ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ବପୂର୍ଣ୍ଣ ବୈଠକ

ଭୁବନେଶ୍ବର: ମାତ୍ର ୩ ଦିନ ପରେ  ଆଜି ପୁଣି ଥରେ କ୍ୟାବିନେଟ୍ ବୈଠକ ଡକାଯାଇଛି । ଆଜି ଅପରାହ୍ନ ୫ଟା ୩୦ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ବସିବ । କ୍ୟାବିନେଟ ପ୍ରସ୍ତାବ କୌଣସି ମନ୍ତ୍ରୀଙ୍କୁ ଦିଆଯାଇନଥିଲେ ବି  କ୍ୟାବିନେଟରେ ବଡ଼ ଘୋଷଣା ହେବାର…

ଓଡିଶାରେ କଂଗ୍ରେସ ପାଇଁ ଛତିଶଗଡ, ରାଜସ୍ଥାନ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ପ୍ରଚାର କରିବେ !

ଭୁବନେଶ୍ବର:  କଂଗ୍ରେସ ପ୍ରଚାର ମଇଦାନ କୁ ଓହ୍ଲାଇବେ ଷ୍ଟାର ପ୍ରଚାରକ।  ନିଜେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରଚାର କରିବା ସହିତ ଛତିଶଗଡ, ରାଜସ୍ଥାନ, ଏବଂ ପଞ୍ଜାବ ମୁଖ୍ୟମନ୍ତ୍ରୀ ମଧ୍ୟ ଓଡିଶାରେ ପ୍ରଚାର କରିବେ। ଏନେଇ ପଞ୍ଜାବ ଓ ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ଦିଆ…

ଟ୍ରେନ ଧକ୍କାରେ ଗଲା ମାଇ ହାତୀର ଜୀବନ

ଢେଙ୍କାନାଳ : ସଙ୍କଟରେ ଗଜରାଜ । ଟ୍ରେନ ଧକ୍କାରେ ଗଲା ମାଇ ହାତୀର ଜୀବନ । ଘଟଣା ଘଟିଛି ଢେଙ୍କାନାଳ ସଦର ରେଞ୍ଜ ଦାଣ୍ଡିମାଳ ଷ୍ଟେସନ ନିକଟ ବାରଦା ଗାଁ ରେଲୱେ ଲାଇନରେ । ଗତକାଲି ତାଳଚେର ଯାଉଥିବା ମାଲବାହୀ ଟ୍ରେନ ହାତୀକୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ହାତୀର ମୃତ୍ୟୁ ହୋଇଥିଲା ।…

ଲକ୍ଷ୍ମୀଦତ୍ତ ହତ୍ୟା ମାମଲା : ଧର୍ମେନ୍ଦ୍ର-ପ୍ରତାପ ମୁହାଁମୁହିଁ

ଭୁବନେଶ୍ବର (): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସନ୍ଧ୍ୟାରେ ଗଣମାଧ୍ୟମ ସମ୍ମୁଖରେ ଯେଉଁ ମତ ରଖିଛନ୍ତି, ତାହା ତାଙ୍କ ନିମ୍ନମାନର ଚିନ୍ତାଧାରା ଓ ହତାଶାକୁ ପଦାରେ ପକାଉଛି ବୋଲି ବିଜେଡିର ବରିଷ୍ଠ ନେତା ତଥା ସୂଚନା ଓ ଲୋକ ସଂପର୍କ ଏବଂ…

ଶେଷ ଦିନିକିଆରେ ପରାଜୟ ସତ୍ୱେ ସିରିଜ ଜିତିଲା ମହିଳା ଦଳ

ନ୍ୟୁଜିଲ୍ୟାଣ୍ଡ ପୁରୁଷଙ୍କ ଭଳି ମହିଳା ଟିମ୍ ମଧ୍ୟ ଭାରତ ବିପକ୍ଷ ଦିନିକିଆ ସିରିଜ୍ ହାରିବା ପରେ ସାନ୍ତ୍ୱନାମୂଳକ ବିଜୟ ହାସଲ କରିଛି। ନ୍ୟୁଜିଲ୍ୟାଣ୍ଡ ପୁରୁଷ ଟିମ୍ ହ୍ୟାମିଲଟନ୍ରେ ଭାରତୀୟ ପୁରୁଷ ଦଳକୁ ୪ର୍ଥ ଦିନିକିଆରେ ୮ ୱିକେଟ୍ରେ ପରାସ୍ତ କରିଥିଲା। ଆଜି ସେଇ ହ୍ୟାମିଲଟନ୍ରେ ଭାରତୀୟ…

ସମ୍ବଲପୁର ବିକାଶ,ନବୀନଙ୍କ ସଙ୍କଳ୍ପ

ଭୁବନେଶ୍ବର (): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସମ୍ବଲପୁର ଗସ୍ତ କରି ବିଜୁ ଯୁବବାହିନୀ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ସମ୍ବଲପୁର ପାଇଁ 88 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ 20 କୋଟି ଟଙ୍କା ବିନିଯୋଗରେ ମାଳତୀଜୋର ସେତୁ ଓ…

ବଜେଟ ନୁହେଁ ଏହା ନିର୍ବାଚନ ପ୍ରଚାରର ଏକ ଭାଷଣ ଥିଲା: ପି ଚିଦାମ୍ବରମ

ଆଜି ସଂସଦରେ କାମଚଳା ବଜେଟର ଉପସ୍ଥାପନ କରିଥିଲେ ଅର୍ଥମନ୍ତ୍ରୀ ପୀୟୁଷ ଗୋୟଲ ।ସବୁ ବର୍ଗଙ୍କୁ ଖୁସି କରିବାକୁ ଯଥେଷ୍ଟ ପଦକ୍ଷେପ ନେଇ ଘୋଷଣା କରାଯାଇଥିବା ବେଳେ କୃଷକଙ୍କ ପାଇଁ ବଡ ଘୋଷଣା କରିଛନ୍ତି । ବିଶେଷକରି ଆଗାମୀ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ସରକାର ପ୍ରଥମେ ଦେଶର କୃଷକମାନଙ୍କୁ…

ଭୁଲରେ ମଧ୍ୟ ଏହି ରାଶିର ଲୋକଙ୍କ ସହିତ ରଖନ୍ତୁ ନାହିଁ ସମ୍ପର୍କ, ଧୋକା…

ସବୁ ସମ୍ପର୍କ ବିଶ୍ବାସରେ ହିଁ ରହିଥାଏ। ଯଦି ଆପଣ କାହାକୁ ଜୀବନ ଦେଇ ଭଲ ପାଉଥିବେ ଏବଂ ସେ ଆପଣଙ୍କୁ ଧୋକା ଦେଉଛି ତେବେ ଆପଣଙ୍କୁ ଖରାପ ଲାଗିବା ସ୍ବାଭାବିକ୍। ପ୍ରେମରେ ଧୋକା ଖାଇବା ଠାରୁ ନିଜକୁ ଦୂରେଇ ରଖିବାକୁ ହେଲେ ନିଜର ଦୁଇଟି ନେତ୍ର ଖୋଲା ରଖିବା ଆବଶ୍ୟକ। କେବେବି କାହାକୁ ଆଖି ବନ୍ଦ…

ଆୟକର ଛାଡ ସୀମା ୫ଲକ୍ଷ ଟଙ୍କାକୁ ବୃଦ୍ଧି

ନିର୍ବାଚନ ପୂର୍ବରୁ ମୋଦି ସରକାର ସଂସଦରେ ଉପସ୍ଥାପନ କରିଥିବା ଶେଷ ବଜେଟରେ ଗରିବ ମଧ୍ୟବିତ୍ତ ଓ ଚାଷୀ ମାନଙ୍କୁ ଖୁସି କରିବା ପାଇଁ କରିଛନ୍ତି ଅନେକ ଘୋଷଣା । ଆୟକର ଛାଡ ସୀମାକୁ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଛାଡ କରାଯାଇଥିବା ବେଳେ ଓଡିଶାରେ କାର୍ଯ୍ୟକାରୀ ହେଉଥିବା କାଳିଆ ଭଳି କେନ୍ଦ୍ର ସରକାର…

ପଟ୍ଟାମୁଣ୍ଡାଇ ତହସିଲ ଅଫିସର କନିଷ୍ଠ କିରାଣୀ ଗିରଫ

ପଟ୍ଟାମୁଣ୍ଡାଇ:  ପେଶା ସରକାରୀ ଚାକିରି । ହେଲେ କାମ ବାଇକ୍ ଚୋରି । ଚୋରା ବାଇକ୍ ବିକ୍ରି ଅଭିଯୋଗରେ ପଟ୍ଟାମୁଣ୍ଡାଇ ତହସିଲ ଅଫିସର କନିଷ୍ଠ କିରାଣୀ ବିରଞ୍ଚି ନାରାୟଣ ମହାଳିକ ଗିରଫ ହୋଇଛନ୍ତି । ତାଙ୍କ ନିକଟରୁ ୨ଟି ଚୋରା ବାଇକ୍ ଜବତ କରିଛି ପଟାମୁଣ୍ଡାଇ ପୋଲିସ । ପୂର୍ବରୁ ତାଙ୍କ ନାଁରେ…