ମହିଳା ସଂରକ୍ଷଣ ନେଇ ପ୍ରସ୍ତାବ ରଖିଥିବା କାରଣରୁ ମୁଖ୍ୟମନ୍ତ୍ରୀଙ୍କୁ ଜାତିସଂଘର ପ୍ରଶଂସା
ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକଙ୍କୁ ଜାତିସଂଘର ପ୍ରଶଂସା । ମହିଳା ସଂରକ୍ଷଣ ନେଇ ପ୍ରସ୍ତାବ ରଖିଥିବା କାରଣରୁ ରାଜ୍ୟ ସରକାରକୁ ଚିଠି ଲେଖି ୟୁଏନ୍-ଓମେନ୍ ଧନ୍ୟବାଦ ଦେଇଛି । ୟୁଏନ୍-ଓମେନ୍ ଏବଂ ପଞ୍ଚାୟତିରାଜ ବିଭାଗ ମିଳିତ ଭାବରେ ମହିଳ ସଂରକ୍ଷଣ ପ୍ରସ୍ତାବକୁ ଲାଗୁ କରିଛନ୍ତି।…