ଆଜି ମୁଖ୍ୟମନ୍ତ୍ରୀଙ୍କ ନରସିଂହପୁର ଗସ୍ତ
ଭୁବନେଶ୍ବର : ଆଜି ମୁଖ୍ୟମନ୍ତ୍ରୀଙ୍କ କଟକ ଜିଲ୍ଲା ନରସିଂହପୁର ଗସ୍ତ । ଏହି ଅବସରରେ ୯ଶହ ୩୧ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ୨୨୫କୋଟି ଟଙ୍କାରେ ୧୬୨ଟି ଗାଁର ୨୫ହଜାର ଏକର ଜମିକୁ ଜଳସେଚିତ କରିବା ପାଇଁ ମେଗା ଉଠା ଜଳସେଚନ ପ୍ରକଳ୍ପର…