Odia News Portal
Monthly Archives

March 2019

ସୋସିଆଲ ମିଡିଆରେ ଅପପ୍ରଚାର କରୁଛି ବିଜେପି : ପ୍ରତାପ ଦେବ

ଭୁବନେଶ୍ବର () ରାଜ୍ୟ ପୋଲିସ ଗୋଇନ୍ଦା ବିଭାଗର ଜାଲ ଚିଠିକୁ ନେଇ ବିଜେପି ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ଅପପ୍ରଚାର କରୁଛି । ଗତ କର୍ଣ୍ଣାଟକ ନିର୍ବାଚନ ସମୟରେ ଏମିତି ଏକ ରିପୋର୍ଟ ସୋସିଆଲ ମଡିଆରେ ବୁଲିଥିଲା । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ଏଭଳି ଅଭିଯୋଗ କରିବା ସହ ଦୁଇଟି…

ବିଶ୍ବ କପ୍ ପରେ ଭାରତୀୟ ଟିମର କୋଚ୍ ରହିବେ ନାହିଁ ରବି ଶାସ୍ତ୍ରୀ

ଭାରତୀୟ କ୍ରିକେଟ୍ ଦଳର ବର୍ତ୍ତମାନ କୋଚ୍ ରବି ଶାସ୍ତ୍ରୀଙ୍କୁ ଚୁକ୍ତି ଆସନ୍ତା ବିଶ୍ୱ କପ୍ ପରେ ଶେଷ ହୋଇଯିବ । ତାଙ୍କୁ ପୁଣି କୋଚ୍ ପଦବିରେ ରଖାଯିବ କି ନାହିଁ ତାକୁ ନେଇ କଳ୍ପନା ଜଳ୍ପନା ଚାଲିଛି । ତେବେ ବରିଷ୍ଠ ଅଧିକାରୀଙ୍କ ଭିତରେ ହୋଇଥିବା ଆଲୋଚନା ଅନୁଯାୟୀ ଶାସ୍ତ୍ରୀଙ୍କ ଚୁକ୍ତି…

ପୂରା ହେଲା ଆଲିୟାଙ୍କ ସ୍ୱପ୍ନ, ଜାଣନ୍ତୁ…

ବଲିଉଡ ସୁପରଷ୍ଟାର ସଲମାନ ଖାନ ଏ ଯାଏଁ ବାହା ହୋଇନାହାନ୍ତି । କିନ୍ତୁ ଏହି ଅଭିନେତାଙ୍କ ସହ ରୋମାନ୍ସ କରିବାକୁ ବହୁ ଅଭିନେତ୍ରୀ ପାଗଳ ହେଉଛନ୍ତି । ଏହି ସମୟରେ ହଟ ହିରୋଇନ ଆଲିଆ ଭଟ୍ଟ ଏବେ ସଲମନ କାନଙ୍କୁ ନେଇ ବେଶ ଖୁସୀ ଅଛନ୍ତି । କାରଣ ଆଗାମୀ ଫିଲ୍ମରେ ସେ ସଲମନଙ୍କ ସହ ରୋମାନ୍ସ କରିବାରକ…

ଗୋଆର ନୂଆ ମୁଖ୍ୟମନ୍ତ୍ରୀ କିଏ ଜାଣନ୍ତୁୁ …

ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ଦେହାନ୍ତ ପରେ ବିଜେପି ପ୍ରମୋଦ ସାବତଙ୍କୁ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ରୁପେ ଚୟନ କରିଛନ୍ତି । ରାତି ୨ ଟା ସମୟରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ପ୍ରମୋଦ ସାୱନ୍ତ ଶପଥ ନେଇଛନ୍ତି । ପ୍ରମୋଦ ସାୱନ୍ତ ପୂର୍ବ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ଖୁବ୍…

ବୁଧବାର ହିଂଜିଳି ପାଇଁ ଛତ୍ରପୁରରେ ନବୀନଙ୍କ ନାମାଙ୍କନ ପତ୍ର ଦାଖଲ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ନିଜ ନିର୍ବାଚନ ମଣ୍ଡଳୀ ହିଂଜିଳିରୁ ବିଧାନସଭା ନର୍ବିାଚନ ପାଇଁ ତାଙ୍କର ପ୍ରାର୍ଥୀପତ୍ର ଦାଖଲ କରିବେ । ବିଜୁ ଜନତା ଦଳ ଏହି ନିର୍ବାଚନ ପାଇଁ ତାର ପ୍ରଥମ ପର୍ଯ୍ୟୟ ପ୍ରାର୍ଥୀତାଲିକା ଘୋଷଣା କରିବା ପରେ ମୁଖ୍ୟମନ୍ତ୍ରୀ ତାଙ୍କ ପ୍ରାର୍ଥୀପତ୍ର ଦାଖଲ…

କଂଗ୍ରେସ ପ୍ରାର୍ଥୀ ତାଲିକାକୁ ନେଇ ଅସନ୍ତୋଷ ତାରାପ୍ରସାଦ

କଂଗ୍ରେସ ପ୍ରାର୍ଥୀ ତାଲିକାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ତାରାପ୍ରସାଦ ବାହିନୀପତି । କୋଟ୍ଟପାଡ, ଲକ୍ଷ୍ମୀପୁର ବିଧାନସଭା ଟିକେଟ୍ ଫାଇନାଲ ନହେବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି । ସେ କହିଛନ୍ତି କୋରାପୁଟ ହେଉଛି କଂଗ୍ରେସ ଗଡ । କିନ୍ତୁ ଏଠାରେ ସବୁ ଗଡବଡ ଚାଲିଛି । କିଏ ଗଡବଡ କରୁଛି…

ବିଜେଡିରୁ ଇସ୍ତଫା ଦେଲେ କେ. ନାରାୟଣ ରାଓ

ପାରଳାଖେମୁଣ୍ଡି ବିଧାନସଭା ଆସନ ପାଇଁ ବିଜୁ ଜନତା ଦଳରୁ ଟିକେଟ୍ ନମିଳିବାରୁ ପୂର୍ବତନ ବିଧାୟକ କେ ନାରାୟଣ ରାଓ ଇସ୍ତଫା ଦେଇଛନ୍ତି । ବିଭିନ୍ନ ଅଞ୍ଚଳରୁ ପ୍ରାୟ ଅଢେଇ ହଜାର କର୍ମୀ ଓ ପଞ୍ଚାୟତ ଲୋକ ପ୍ରତିନିଧିଙ୍କ ସହ ଆଲୋଚନା କରି ଇସ୍ତଫା ଦେଇଛନ୍ତି କେ. ନାରାୟଣ ରାଓ । ତେବେ ଇସ୍ତଫା ପତ୍ର…

ବିଜେଡି ପରେ କଂଗ୍ରେସର ୬ଲୋକସଭା, ୩୬ ବିଧାନସଭା ଆସନ ପାଇଁ କଲା ପ୍ରାର୍ଥୀ ଘୋଷଣା

ଭୁବନେଶ୍ୱର : ସୋମବାର ରାତିଅଧିଆ ଏଆଇସିସି ପକ୍ଷରୁ କଂଗ୍ରେସର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି । ଏହି ତାଲିକାରେ ୬ ଲୋକସଭା ପ୍ରାର୍ଥୀଙ୍କ ନାଁ ଥିବାବେଳେ ୩୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି । ଏହି ତାଲିକାରେ ଶ୍ରୀମତୀ ଲକ୍ଷ୍ମୀପ୍ରିୟା ନାୟକ…

ମିଛ କହି ଅଡୁଆରେ ଟଙ୍କ !

ଭୁବନେଶ୍ୱର : ବିଜେଡିର ପ୍ରାର୍ଥୀ ତାଲିକା ଘୋଷଣାକୁ ନେଇ ଚଞ୍ଚକତା ସୃଷ୍ଟି କରିବାକୁ ଯୋଜନା କରିଥିବା ବିଜେପି ଯୁବମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ ପୁଣି ଥରେ ଅଡୁଆରେ ପଡିଯାଇଛନ୍ତି । ରାଜ୍ୟ ପୋଲିସ ଗୁଇନ୍ଦା ବିଭାଗର ଜାଲ୍ ସର୍ଭେ ରିପୋର୍ଟକୁ ଏକ ସାମ୍ବାଦିକ ସମ୍ମିଳନୀରେ…

କଟକ ପୋଲିସର ଏନକାଉଣ୍ଟରରେ ଦୁର୍ଦାନ୍ତ ଅପରାଧୀ ମନୁ ଆହତ

କଟକ ମାଲଗୋଦାମ ଥାନା ପୋଲିସର ଏନକାଉଣ୍ଟର । ପୋଲିସ ଗୁଳିରେ ଆହତ ହୋଇଛି ଦୁର୍ଦାନ୍ତ ଅପରାଧୀ ମନୁ ମନୋଜ କୁମାର ସ୍ବାଇଁ । ବିଶ୍ବ ଗୁରୁ କଲେଜ ପଡିଆ ନିକଟରେ ଏହି ଏନକାଉଣ୍ଟର ହୋଇଛି । ଗତ ଶନିବାର ମାଲଗୋଦାମ ବ୍ୟବସାୟୀ ଦାମୋଦର ଭାଓ ସିଙ୍କାର ତଣ୍ଟି କାଟି ଟଙ୍କା ନେବାକୁ ଉଦ୍ୟମ କରିଥିଲା ମନୁ…